BPCLଗ୍ୟାସ ପାଇପ ଲିକ ମରାମତି କାର୍ଯ୍ୟ ବେଳେ ଜଣେ ଶ୍ରମିକ ମୁର୍ତ୍ୟୁ ବରଣ କରିଛନ୍ତି କଟକ ଓ ପାରାଦୀପ ରାସ୍ତାରେ ତାଳଦଣ୍ଡା ଛକରେ ଗ୍ୟାସ ପାଇପ ଲିକ ହୋଇଥିଲା । ସୁରକ୍ଷା କର୍ମୀ ଏବଂ ଅଗ୍ନି ସମ ବାହିନୀ ଟିମ ଆସି ପହଁଞ୍ଚିଛି ଏବଂ ବିପଦର ସମ୍ଭାବନା ରହିଥିବାରୁ ସେଠାରେ ପୋଲିସ କର୍ମଚାରୀ ଆସି ରାସ୍ତା ବନ୍ଦ ରଖିଛନ୍ତି । କୁଜଙ୍ଗ ଠାରେ ଘଟିଛି ଏହି ଦୁଖଦ ଘଟଣା। ମୃତକ ଜଣକ ହେଇଛନ୍ତି ପରିମଳ ଗାୟନ। ଯୁବକ ଜଣକ ୨୨ ବର୍ଷର । କୁଜଙ୍ଗ ବ୍ଲକ୍ରର ବିଜୟା ଚନ୍ଦପୁରର ଗ୍ରାମରର ବାସିନ୍ଧା ଅଟନ୍ତି ।

ଆଜି ସକାଳେ ଗ୍ୟାସ ପାଇପ କର୍ଯ୍ୟ କରିବାକୁ ୭ ଜଣ କର୍ମଚାରୀ ଯାଇଥିଲେ ପରିମଳ ଗାୟନ ଜଣକ ଯୁବକଟି ସିମେଣ୍ଟ ଚାମ୍ବର ଭିତରକୁ କାମ କରିବାକୁ ଚାମ୍ବର ପଶିଥିଲେ ଏବଂ କିଛି ସମୟ ପରେ ତାଙ୍କର ଶ୍ୱାସ ରୁଦ୍ଧ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା ଦୀର୍ଘ ୨ ଘଣ୍ଟା ପରେ ତାଙ୍କ ମୂର୍ତ ଦେହକୁ ବାହାରକୁ ଆଣିଥିଲେ ବିନା ସୁରକ୍ଷ୍ୟାରେ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବକଙ୍କ ସମ୍ପର୍କୀୟ ଏଭଳି ଦୁଃଖଦ ଘଟଣା ହେତୁ ସ୍ଥାନୀୟ ଲୋକମାନେ ଉତେଜନା ଦେଖାଯାଇଛି ।