ୟୁକ୍ରେନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଛି ଋଷ ?

Screenshot 2025 03 29 155612

ୟୁକ୍ରେନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଛି ଋଷ | ରୁଷ ଆଗରୁ ମଧ୍ୟ ଅନେକ ଥର ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା | ଗତକାଲି ପୁଣି ରୁଷ ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ସୂଚନା ମିଳୁଛି | ଦ୍ରୋନ ଆକ୍ରମଣରେ ୟୁକ୍ରେନର ୪ ଜଣ ମୁର୍ତ୍ୟୁ କରିଥିବା ବେଳେ ୧୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଗତକାଲି ବିଳମ୍ବିତ ରାତିରେ ରୁଷ ଦ୍ରୋନ ଆକ୍ରମଣ … Read more

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢୁଥିବା ସୂଚନା ମିଳୁଛି ?

Screenshot 2025 03 29 151541

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢୁଥିବା ସୂଚନା ମିଳୁଛି । ମିଆଁମାରରେ ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ଲୋକ ମୃତ୍ୟୁ କରିଥିବା ନେଇ ସୂଚନା ମିଳୁଛି । ଆଗକୁ ମଧ୍ୟ୍ୟ ମୁର୍ତ୍ୟୁ ସଂଖ୍ୟା ବଢିପାରେ ବୋଲି ଜଣାପଡୁଛି | ଭୟଙ୍କର ଭୂମିକମ୍ପରେ ୨ ହଜାରରୁ ଉର୍ଧ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳୁଛି । ଏଭଳି ଏକ ଭୂକମ୍ପରେ ଲୋକମାନେ ନିଜର ଜୀବନ ଓ ଘର ବାଜି ଲାଗିଥିବାବେଳେ ବହୁତ ଅସୁବିଧାର … Read more

ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ସୂଚନା ମିଳୁଛି ?

Screenshot 2025 03 28 162247

ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ସୂଚନା ମିଳୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୂମିକମ୍ପ ହୋଇଥିବା ନେଇ ଦୁଇ ଦେଶକୁ ଯେକୌଣସି ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି | ଥାଇଲ୍ୟାଣ୍ଡ ଅପେକ୍ଷା ମିଆଁମାରରେ ଭୂମିକମ୍ପ ଅଧିକ ହୋଇଥିବା ସୂଚନା ମିଳୁଛି | ଭୂମିକମ୍ପର ତୀବ୍ରତା ୭. ୨ ହୋଇଥିବା ରେକର୍ଡ କରାଯାଇଛି | ଭୂମିକମ୍ପର ତୀବ୍ରତା ଅଧିକ ଜୋରେ ହୋଇଥିବାରୁ ମିଆଁମାରରେ ବଡ ବଡ ବିଲଡିଂ ଭୁଶୁଡି ପଡିବା ସୂଚନା ମିଳୁଛି … Read more

ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ବିଜୟ କରିଛି ଲକ୍ଷ୍ନୌ ?

Screenshot 2025 03 28 134732

ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ବିଜୟ କରିଛି ଲକ୍ଷ୍ନୌ | ଗତକାଲି ଆଇପିଏଲର ସପ୍ତମ ମ୍ୟାଚ ଖେଳ ହଉଥିବବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିଜର ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଛି | ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସନରାଇଜର୍ସ ହାଇଦ୍ରାବାଦ କୁ ୫ ଓ୍ବିକେଟରେ ହରାଇ ବିଜୟ ହୋଇଛି | ମିଚେଲ ମାର୍ଶ ଓ ନିକୋଲାସ ପୁରନଙ୍କ ଦମଦାର ଅର୍ଦ୍ଧଶତକରେ ୧୬.୧ ଓଭରରେ ବିଜୟ ହାସଲ କରିଛି ଲକ୍ଷ୍ନୌ | ପ୍ରଥମେ … Read more

ତାପମାତ୍ରା ବୃଦ୍ଧି ଯୋଗୁ ରାସନ ସାମଗ୍ରୀ ବଣ୍ଟନ କରିବାର ସମୟ ନିଦ୍ଧାରିତ କରାଯାଇଛି ?

Screenshot 2025 03 28 133321

ତାପମାତ୍ରା ବୃଦ୍ଧି ଯୋଗୁ ରାସନ ସାମଗ୍ରୀ ବଣ୍ଟନ କରିବାର ସମୟ ନିଦ୍ଧାରିତ କରାଯାଇଛି | ରାଜ୍ୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ଖାଦ୍ୟ ଯୋଗାଣ ବିଭାଗରୁ ରାସନ ଚାଉଳ ବଣ୍ଟନ କରିବାର ନିଦ୍ଧାରିତ ସମୟ ସ୍ଥିର କରାଯାଇଛି | ସମସ୍ତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ୭ ଟାରୁ ୧୦ ଟା ଏବଂ ସନ୍ଧ୍ୟା ୫ଟାରୁ ୮ ଟା ଭିତରେ ରାସନ ଚାଉଳ ବଣ୍ଟନ ପ୍ରକ୍ରିୟା ହେବ ବୋଲି ଖାଦ୍ୟ ଯୋଗାଣ ବିଭାଗରୁ ସୂଚନା ମିଳୁଛି … Read more

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମାସରୁ ସପ୍ତାହକୁ ୩ ଦିନ ମିଲିବ ଲଡୁ ?

Screenshot 2025 03 27 173713

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମାସରୁ ସପ୍ତାହକୁ ୩ ଦିନ ମିଲିବ ଲଡୁ । ରାଜ୍ୟ ସରକାର ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସପ୍ତାହକୁ ୩ ଦିନ ଲଡୁ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କରାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ୩ ଦିନ ମାଣ୍ତିଆ ଲଡୁ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ମାସ … Read more

ରାଜ୍ୟରେ ଆଜିଠୁ ତାପମାତ୍ରା ବଢିବ ?

Screenshot 2025 03 25 185116

ରାଜ୍ୟରେ ଆଜିଠୁ ତାପମାତ୍ରା ବଢିବ | ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ତାପମାତ୍ରା ବଢିବା ନେଇ ସୂଚନା ମିଳୁଛି | ରାଜ୍ୟରେ କାଳବୈଶାଖୀ ବର୍ଷାର ପରିମାଣ କମିବା ମାତ୍ରେ ରାଜ୍ୟରେ ପୁଣିଥରେ ସମସ୍ତ ସହର ଗୁଡିକରେ ତାପମାତ୍ରା ବଢିବା ନେଇ ସୂଚନା ମିଳୁଛି | ଆସନ୍ତା ୩ ଦିନ ମାଧ୍ୟ୍ୟରେ ରାଜ୍ୟରେ ଅତ୍ୟଧିକ ତାପମାତ୍ରା ବଢିବା ବୋଲି ସୂଚନା ମିଳିଛି | ରାଜ୍ୟରେ ପ୍ରାୟ ଜିଲ୍ଲାଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ଓ କିଛି … Read more

ହଷ୍ଟେଲ ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ?

Screenshot 2025 03 27 164051

ହଷ୍ଟେଲ ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର | ଘଟଣାଟି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ଏଭଳି ଏକ ଦୁଃଖଦ ଖବର ଘଟିଥିବା ସୂଚନା ମିଳୁଛି | ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସୁଛି | ଗତକାଲି ବିଦ୍ୟାଳୟରେ ଏକ ଅଭିଭାବକ ମିଟିଂ ହୋଇଥିଲା ସେ ମିଟିଂରେ ଛାତ୍ରୀ ଜଣକ ପରିବାର ମଧ୍ୟ ଯୋଗଦେଇଥିଲେ | ପରିବାର ଲୋକ ଝିଅ ସଂଗେ ଦେଖାକରି ଅପରାହ୍ନରେ ଘରକୁ ଫେରିଯାଇଥିଲେ | … Read more

କେନ୍ଦୁଝରରେ ପୋଲିସ ଗାଡି ଦୃଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ?

Screenshot 2025 02 17 184011 3

କେନ୍ଦୁଝରରେ ପୋଲିସ ଗାଡି ଦୃଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ | ଦୃଘଟଣାଟି କେନ୍ଦୁଝର ଚାରିନାଲିଆ ନିକଟରେ ହୋଇଥିବା ସୂଚନା ମିଳୁଛି ଦୃଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡୁଛି | ଦୃଘଟଣାରେ ଆହତ ହୋଇଥିବା ପୋଲିସ କର୍ମଚାରୀ ମାନଙ୍କୁ ପ୍ରଥମ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଥିଲା ଓ ପରବର୍ତୀ ସମୟରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ମେଡିକାଲରେ ଆହତ ବ୍ୟକ୍ତି ମାନଙ୍କ ଚିକିର୍ଷ କାର୍ଯ୍ୟ ଚାଲୁଅଛି | Odia … Read more

ତେଲେଙ୍ଗାନାର ଟନେଲ ଭୁଶୁଡ଼ିବା ଘଟଣା, ମାସକ ପରେ ଉଦ୍ଧାର ହେଲା ଦ୍ବିତୀୟ ମୃତଦେହ ?

Screenshot 2025 03 26 210946

ତେଲେଙ୍ଗାନାର ଟନେଲ ଭୁଶୁଡ଼ିବା ଘଟଣା, ମାସକ ପରେ ଉଦ୍ଧାର ହେଲା ଦ୍ବିତୀୟ ମୃତଦେହ । ତେଲେଙ୍ଗାନାରେ ଗୋଟିଏ ମାସ ହବ ଟନେଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ ବହୁତ ବଡ ଅଘଟଣ ଘଟିଥିଲା । ଟନେଲ କାର୍ଯ୍ୟ କରିବା ପାଇଁ ଶ୍ରମିକମାନେ ଭିତରକୁ ଯାଇଥିବାବେଳେ ଟନେଲ ଭୁଶୁଡିବା ଦ୍ୱାରା ଟନେଲ ଭିତରେ ୮ ଜଣ ଶ୍ରମିକ ଫସିରହିଥିବା ସୂଚନା ମିଳିଥିଲା । ହେଲେ ଆଜି ଟନେଲ ଭିତରୁ ଦୁତୀୟ ମୂର୍ତ ଦେହ ମିଳିଛି ବିଲି ସୂଚନା ମିଳୁଛି … Read more