ଛତିଶଗଡ଼ର ରହିଥିବା ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି ?

Screenshot 2025 03 26 165354

ଛତିଶଗଡ଼ର ରହିଥିବା ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି । ମାଓବାଦୀଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରିଥିଲେ ସରକାର । ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମାଧ୍ୟ୍ୟରେ ଛଅ ଜଣ ମହିଳା ଆତଙ୍କବାଦୀ ରହିଥିବା ଜଣାପଡୁଛି | ସୁକମା ପୁଲିସ କର୍ମଚାରୀ ଅଧିକ୍ଷକ କିରଣ ଚଭନ ସୂଚନା ଦେଇଛନ୍ତି । ଅମାନବୀୟ ମାଓ ଚିନ୍ତାଧାରା ମାଓବାଦୀମାନେ ଭାରତୀୟ ଯବାନ ଉପରେ ଆକ୍ରମଣ କରୁଥିବା ପ୍ରାୟତ ଦେଖାଦେଇଥାଏ … Read more

ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଟ୍ରେନ ଉପରକୁ ପଥର ମାଡ ?

Screenshot 2025 03 26 162729

ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଟ୍ରେନ ଉପରକୁ ପଥର ମାଡ | ବନ୍ଦେ ଭାରତ ଟ୍ରେନକୁ କିଛି ଦୁର୍ବୁତ୍ତ ମାନେ ଟ୍ରେନ ଉପରକୁ ପଥର ଫୋପାଡ଼ିଥିବା ସୂଚନା ମିଳୁଛି | ଟ୍ରେନଟି ଭୁବନେଶ୍ୱରରୁ ରାଉରକେଲା ଯିବା ସମୟରେ କିଛି ଦୁର୍ବୁତ୍ତ ପଥର ଆକ୍ରମଣ କରିଥିବା ଜଣାପଡୁଛି | ଆକ୍ରମଣଟି କଲୁଙ୍ଗା ଷ୍ଟେସନରେ ଦୁର୍ବୁତାମାନେ ଆକ୍ରମଣ କରିଥିବା ସୂଚନା ମିଳୁଛି | ଡୁବୁର୍ତ୍ତ ମାନଙ୍କ ପଥର ଆକ୍ରମଣରେ ଟ୍ରେନର ୨ଟି ଝରକା କାଚ ଭାଙ୍ଗିଥିବା ସୂଚନା ମିଳୁଛି | ଆକ୍ରମଣରେ … Read more

ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମାଧ୍ୟ୍ୟରେ ଆଜି ଆଇପିଏଲର ଷଷ୍ଠ ମ୍ୟାଚ ?

Screenshot 2025 03 26 155752

ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମାଧ୍ୟ୍ୟରେ ଆଜି ଆଇପିଏଲର ଷଷ୍ଠ ମ୍ୟାଚ ଖେଳହେବାକୁ ଯାଉଛି । କଲକାତା ନାଇଟ୍‌ ରାଇଡର୍ସ କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ପ୍ରଥମ ମ୍ୟାଚରେ ଭଲ ବ୍ୟାଟିଂ କରି ମଧ୍ୟ ନିଜ ଟିମକୁ ବିଜୟ କରିବାରେ ଅସମର୍ଥ ହୋଇଥିଲେ | କଲକାତା ନାଇଟ୍‌ ରାଇଡର୍ସର ପ୍ରଥାମ ମ୍ୟାଚରେ ବ୍ୟାଟିଂ ବୋଲିଂ ଉଭୟ କ୍ଷେତ୍ରରେ ଦଳ ବହୁତ ଖରାପ ପଦର୍ଶନ କରିଥିଲା ଆଜି ପ୍ରଥମ ମ୍ୟାଚ ଜିତିବା ପାଇଁ ସମସ୍ତ ଖେଳାଳିଙ୍କୁ ଭଲ … Read more

ଇସ୍ରାଏଲ ପୁଣି ଥରେ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ମିଳୁଛି ?

Screenshot 2025 02 17 184011 3

ଇସ୍ରାଏଲ ପୁଣି ଥରେ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ମିଳୁଛି । ଏକ ବହୁତ ବଡ ଆକ୍ରମଣରେ ଜଣେ ସାମ୍ବାଦିକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ସାମ୍ବାଦିକ ଜଣକ ହୁସାମ ଶବତ ବୋଲି ଜଣାପଡୁଛି | ସାମ୍ବାଦିକ ଜଣକ ଗୋଟିଏ ଦ୍ରୋନ ଆକ୍ରମଣ କରିଥିଲା ଯାହାଦ୍ୱାରା ତାଙ୍କ ମୁର୍ତ୍ୟୁ ବରଣ ହୋଇଥିଲା । ଦ୍ରୋନ ଆକ୍ରମଣ ଦ୍ୱାରା ସାମ୍ବାଦିକଙ୍କ ବ୍ୟତୀତ ଘଟଣା ସ୍ଥଳରେ ଅନ୍ୟ ଲୋକମାନେ ଆହତ ହୋଇଥିବା ଜଣାପଡୁଛି … Read more

ରାଜ୍ୟରେ ପୁଣି ୨୯ ତାରିଖରୁ ବଢିବ ଖରା ?

Screenshot 2025 03 25 185116

ରାଜ୍ୟରେ ପୁଣି ୨୯ ତାରିଖରୁ ବଢିବ ଖରା । ରାଜ୍ୟରେ କାଳବୈଶାଖୀ ବର୍ଷା କମିବାରୁ ସମସ୍ତ ଜିଲ୍ଲା ଗୁଡିକରେ ପୁଣି ଥରେ ଖରାର ପ୍ରଭାବ ଦେଖିବାକୁ ମିଳିବ | ତାପମାତ୍ରା ଅତ୍ୟଧିକ ବଢିବା ନେଇ ସୋନପୁର, ବଲାଙ୍ଗୀର , ସମ୍ବଲପୁର ଓ କଳାହାଣ୍ଡିକୁ ସତର୍କ କରାଯାଇଛି । ରାଜ୍ୟରେ ୩ ଦିନ ଭିତରେ ୬ ଡିଗ୍ରୀ ତାପମାତ୍ରା ବଢ଼ିବ। ନେଇ ସୂଚନା ମିଳୁଛି ଏବଂ ରାତିର ତାପମାତ୍ରା ୨ ରୁ ୩ ଦିନ ଭିତରେ ୩ ଡିଗ୍ରୀ … Read more

ଆଇପିଏଲ ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲର ବିଜୟ ?

Screenshot 2025 03 25 095708

ଆଇପିଏଲ ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲର ବିଜୟ | ଗତକାଲି ଆଇପିଏଲର ଚତୁର୍ଥ ମ୍ୟାଚରେ ଲଖନଉ କୁ ହରାଇଲା ଦିଲ୍ଲୀ କ୍ୟାପିଟାଲ | ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଦିଲ୍ଲୀର ଏବର୍ଷ ନୂତନ କ୍ୟାପଟେନ ଅକ୍ସର ପଟେଲଙ୍କୁ ନିୟୋଜିତ କରାଯାଇଛି | ଲଖନଉ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯ ରନ କରିଥିଲା | ଲଖନଉ ପକ୍ଷରୁ ସର୍ବାଧିକ ୭୪ ରନ ନିକୋଲାସ ପୁରନ କରିଥିଲେ , ମାର୍ଶ ୭୨ … Read more

କେନ୍ଦ୍ର ସରକାରଙ୍କ ସାଂସଦଙ୍କ ଦରମା ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି ?

Screenshot 2025 03 24 182815

କେନ୍ଦ୍ର ସରକାରଙ୍କ ସାଂସଦଙ୍କ ଦରମା ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ସାଂସଦମାନେ 1 ଲକ୍ଷ ଟଙ୍କା ଦରମା ପାଉଥିଲେ ଏହା ବୃଦ୍ଧି କରାଯାଇ 1.24 ଲକ୍ଷ ଟଙ୍କା ଦରମା ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସରକାରଙ୍କ ସାଂସଦଙ୍କ ପେନସନ ବୃଦ୍ଧି କରିବା ସହ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରିଛନ୍ତି । ସାଂସଦଙ୍କ ଦରମା ବୃଦ୍ଧି କରିବା ପାଇଁ 5 ବର୍ଷ ବିତିଗଲା ପରେ ନିଷ୍ପତ୍ତି ନିଆଯାଇଛି । … Read more

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ ?

Screenshot 2025 03 23 152515

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳମାଧବ ଦର୍ଶନ କାର୍ଯ୍ୟ ସାରି ସବାର ରାଜା ବିଶ୍ଵାବାସୁଙ୍କ ଜନ୍ମ ସ୍ତନ ପରିଦର୍ଶନ କରିବେ ବୋଲି ସୂଚନା ମିଳୁଛି | ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲେ ଏବଂ ରାଷ୍ଟ୍ରପତିଙ୍କୁ ଅତି ସୁନ୍ଦର ଭାବେ ସ୍ୱାଗତ କରାଯାଇଥିଲା | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୀଳମାଧବ ଦର୍ଶନ ଅଭିମୁଖେ ସୁରକ୍ଷା ସୁବିଧା କରାଯାଇଛି … Read more

ହୀରାକୁଦ ଜଳଭଣ୍ଡାର କୂଳରୁ ନାବାଳିକାଙ୍କ ମୂର୍ତ ଦେହ ଉଦ୍ଧାର ?

Screenshot 2025 03 24 164143

ହୀରାକୁଦ ଜଳଭଣ୍ଡାର କୂଳରୁ ନାବାଳିକାଙ୍କ ମୂର୍ତ ଦେହ ଉଦ୍ଧାର | ୧୭ ବର୍ଷୀୟ ନାବାଳିକା ଜଣକ ମୂର୍ତ ଶରୀର ଗତକାଲି ହୀରାକୁଦ ଜଳଭଣ୍ଡାର କୂଳରୁ ମିଳିଥିବା ସୂଚନା ମିଳୁଛି | ନାବାଳିକା ଜଣକୁ ପୁରୁଷ ବନ୍ଧୁ ଜଣକ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସୁଛି | ନାବାଳିକା ଜଣକୁ ଗତ ୧୯ ତାରିଖ ଦିନ ଗୋଟେ ପୁରୁଷ ବନ୍ଧୁଙ୍କ ସହ ଫେରାର ରହିଥିବା ସୂଚନା ମିଳିଛି | ଏବଂ ପୁରୁଷ ବନ୍ଧୁ ନାବାଳିକା ଜଣକୁ … Read more

ଆସନ୍ତା କାଲିଠୁ ପାଣିପାଗ ପରିବର୍ତନ ହେବାର ସମ୍ଭାବନା ?

Screenshot 2025 02 25 093346

ଆସନ୍ତା କାଲିଠୁ ପାଣିପାଗ ପରିବର୍ତନ ହେବାର ସମ୍ଭାବନା । ପୁଣିଥରେ ଗରମ ଓ ଗୁଳୁଗୁଳି ହେବା ଲାଗିରହିବ । କିଛି ଦିନ ହବ ରାଜ୍ୟରେ କାଳବୈଶାଖୀ ବର୍ଷା ଆସି ରାଜ୍ୟରେ ବିଭିନ୍ନ ସ୍ଥାନରେ କୂଅପଥର ବର୍ଷା , ବିଜୁଳି ଓ ଘଡ ଘଡି ଅନେକ ସ୍ଥାନରେ ହୋଇଥିବା ଦେଖିଦେଇଥିଲା । କାଲିଠୁ ପାଗ ପରିବର୍ତନ ହେବ ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି । ତାପମାତ୍ର ରାଜ୍ୟରେ ପୁଣିଥରେ ବଢିବା ସୂଚନା ମିଳୁଛି । ଆଜି … Read more