ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେବୋଲି ସୂଚନା ମିଳୁଛି ?

Screenshot 2025 03 23 152515

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେବୋଲି ସୂଚନା ମିଳୁଛି । ରାଷ୍ଟ୍ରପତି ଓଡିଶାରେ ଥିବା କିଛି ଦର୍ଶନୀୟ ସ୍ଥାନ ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳୁଛି । ରାଷ୍ଟ୍ରପତି ଓଡିଶା ଆସିବା ନେଇ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଆଇନଶୃଙ୍ଖଳା ବ୍ୟବସ୍ଥା, ଓ ସୁରକ୍ଷାକର୍ମୀ ରାଷ୍ଟ୍ରପତିଙ୍କ ସୁରକ୍ଷା କାମ କରିବେ ଜିଲାପାଳ ସୂଚନା ଦେଇଛନ୍ତି | ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ସାଢେ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବୋଲି ସୂଚନା … Read more

ଗତକାଲି ଆଇପିଏଲର ପ୍ରଥମ ମ୍ୟାଚରେ ଆରସିବି ବିଜୟ ?

Screenshot 2025 03 23 134636

ଗତକାଲି ଆଇପିଏଲର ପ୍ରଥମ ମ୍ୟାଚରେ ଆରସିବି ବିଜୟ | ଆଇପିଏଲର ପ୍ରଥମ କାଲି ଖେଲହଉଥିବାବେଳେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାଜୟ କରିଛି ଆରସିବି | ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୪ ରନ କରିପାରିଥିଲା । କ୍ୟାପଟେନ ରାହାଣେ ସର୍ବାଧିକ ୫୬ ରନ , ସୁନୀଲ ନାରାୟଣ ୪୪ ରନ କରିଥିଲେ | ଜବାବରେ ଆରସିବି ତରଫରୁ ସର୍ବାଧିକ ୫୯ ରନ ବିରାଟ କୋହଲି କରିଥିଲେ , ଫିଲ … Read more

ବହି ଗୋଦାମରେ ଲାଗିଲା ନିଆଁ ?

Screenshot 2025 03 23 125050

ବହି ଗୋଦାମରେ ଲାଗିଲା ନିଆଁ । ବିସ୍ଫୋରଣରେ ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଜଗତସିଂହପୁର ଜନତା କୋଠି ନିକଟରେ ରହିଥିବା ଏକ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା ନିଆଁ ଲାଗି ସମସ୍ତ ବହି ନଷ୍ଟ ହେବା ସୂଚନା ମିଳୁଛି । ଗୋଦାମ ଭିତରେ ୩ ଜଣ ବ୍ୟକ୍ତି ରହିଯାଇଥିଲେ ଏବଂ ବିସ୍ପୋରଣ ହେବା ଦ୍ୱାରା ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ … Read more

ଭୁବନେଶ୍ୱରରେ ଦେଶୀ ମଦ ଭାଟି ଜବତ ?

Screenshot 2025 03 22 175958

ଭୁବନେଶ୍ୱରରେ ଦେଶୀ ମଦ ଭାଟି ଜବତ | ଭୁବନେଶ୍ୱର ସହରର ଶାସ୍ତ୍ରୀନଗର ଟ୍ରାଫିକ ଛକ ଉପରେ ଦେଶୀ ମଦ ଭାଟି ଜବତ କରିଛି ପୋଲିସ | ଶାସ୍ତ୍ରୀନଗର ଟ୍ରାଫିକ ଛକରେ ବହୁତ ଦିନ ହବ ମଦ କାରବାର ହାଉଥିବାବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି | ଚୋରା ମଦ କାରବାର ଗୋଟିଏ ଲାଟିନ ଘରେ ମଦ ତିଆରି ହୋଇଥିବା ଜଣାପଡୁଛଇ | ରାସ୍ତା କରରେଥିବା ଗୋଟେ ଫାଷ୍ଟଫୁଡ ଦୋକାନ ପଛପଟେ ଗୋଟେ ଲାଟିନ ଘରେ ମଦ … Read more

କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସହରରେ ବର୍ଷା ?

Screenshot 2025 02 22 180137 1

କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସହରରେ ବର୍ଷା । ଆଜି ସକାଳେ ଭୁବନେଶ୍ୱରରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳୁଛି । ରାଜ୍ୟରେ କିଛି ଜିଲ୍ଲା ଗୁଡିକୁ ଘଡ଼ଘଡ଼ି ସହ ବର୍ଷା ହେବ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ କେନ୍ଦ୍ରରୁ ସତର୍କ ସୂଚନା ଜାରି ହୋଇଛି । ରାଜ୍ୟରେ କୁଆପଥର ବର୍ଷା ହେବା ସହ ଅତ୍ୟଧିକ ପବନ ବହିବା ଦ୍ୱାରା ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳୁଛି | ଗତକାଲି ମୟୁରଭଞ୍ଜ ବାଲେଶ୍ୱର , … Read more

ପାକିସ୍ତାନ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣରେ ୫ ଜଣ ମୂର୍ତ ?

Screenshot 2025 03 21 214339

ପାକିସ୍ତାନ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣରେ ୫ ଜଣ ମୂର୍ତ । ଏକ ଭୟଙ୍କର ବୋମା ବିସ୍ପୋରଣରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିବା ସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳୁଛି | ମସଜିଦରେ ଲୋକମାନଙ୍କର ନମାଜ ପଢିବା ପାଇଁ ଭିଡ଼ ରହିଥିବା ବେଳେ ହଠାତ ବିସ୍ପୋରଣ ଘଟିଥିବା ସୂଚନା ମିଳୁଛି । ଏକ ବହୁତ ବଡ ବିସ୍ପୋରଣରେ ଅନେକ ଲୋକ ଆହତ ହୋଇଥିବାବେଳେ ମୁର୍ତ୍ୟୁ ସଂଖ୍ୟା ବଢିବା ନେଇ ସୂଚନା ମିଳୁଛି … Read more

ଆପଣମାନଙ୍କର ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ ?

Screenshot 2025 03 20 214935

ଆପଣମାନଙ୍କର ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ । ଏହା ସବୁଠାରୁ ଗୁରୁତ୍ୱ ପୁର୍ଣ ଦାୟିତ୍ୱ । ରାଜଧାନୀରେ ବହୁତ ମାତ୍ରାରେ ବସ ଚାଲୁଥିବାବେଳେ ଏହା ସମସ୍ତ ପିଲାଙ୍କ ପାଇଁ କେତେ ସୁରକ୍ଷିତ । ଭୁବନେଶ୍ୱରରେ ପ୍ରାୟ ବସ ବିନା ଫିଟନେସରେ ଚାଲୁଥିବା ସୂଚନା ମିଳୁଛି | ଏହିପରି ଏକ ଗୁରୁତ୍ୱପୂର୍ଣ ତଥ୍ୟ ବିଧାନସଭାରୁ ଆସିଥିବା ଜଣାପଡୁଛି | ବିଧାନସଭାରୁ ସୂଚନା ମିଳୁଛି ଭୁବନେଶ୍ୱରରେ ୪୬୦ଟି ସ୍କୁଲ ବସ ବିନା ଫିଟନେସରେ ଚାଲୁଥିବା ଏହା ଜଣାପଡୁଛି … Read more

ରାଜସ୍ଥାନରେ କାର ଟ୍ରକ ଦୃଘଟଣାରେ ୬ ଜଣ ମୂର୍ତ ?

Screenshot 2025 02 17 184011 3

ରାଜସ୍ଥାନରେ କାର ଟ୍ରକ ଦୃଘଟଣାରେ ୬ ଜଣ ମୂର୍ତ । ରାଜସ୍ଥାନରେ ବିକାନେର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣାରେ ୬ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳୁଛି । ଦୃଘଟଣା ଘଟିଥିବାର କାରଣ ହେଉଛି ଗୋଟିଏ କାରକୁ ଟ୍ରକଟି ଓଭର ଟେକ କରୁଥୁବା ସମୟରେ ଦୃଘଟଣା ଘଟିଥିଲା । ଓଭର ଟେକ କରିବା ସମୟରେ ଟ୍ରକଟି କାର ଉପରେ ଓଲଟି ପଡିଥିଲା ଓ ଯାହାଫଳରେ ଏକ ଭୟଙ୍କର ଦୃଘଟଣାରେ ୬ ଜଣ ମୁର୍ତ୍ୟୁ କରୁଥିବା ସୂଚନା ମିଳୁଛି … Read more

କାଲିଠୁ ରାଜ୍ୟରେ ବର୍ଷା ହେବ ସମ୍ଭାବନା ?

Screenshot 2025 03 19 211937

କାଲିଠୁ ରାଜ୍ୟରେ ବର୍ଷା ହେବ ସମ୍ଭାବନା ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଗୁଡିକରେ ଦିନକୁ ଦିନ ତାପମାତ୍ରା ବଢିବା ଦେଖାଦେଉଥିବା ବେଳେ ।ରାଜ୍ୟରେ ୫ ଦିନ ପାଇଁ କାଳବୈଶାଖୀ ବର୍ଷା ହେବା ସୂଚନା ମିଳୁଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ବର୍ଷା ହେବ ବୋଲି ସୂଚନା ମିଳୁଛି । ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ୩୦ରୁ ୪୦ କିମି ପବନର ବେଗ ରହିବ ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି । ରାଜ୍ୟରେ … Read more

ତାପମାତ୍ରା ବୃଦ୍ଧି ନେଇ ସକାଳୁ ହେବ ଅଙ୍ଗନବାଡି ?

Screenshot 2025 03 19 163928

ତାପମାତ୍ରା ବୃଦ୍ଧି ନେଇ ସକାଳୁ ହେବ ଅଙ୍ଗନବାଡି । ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ସକାଳୁଆ ଅଙ୍ଗନବାଡ଼ି ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ଅଙ୍ଗନବାଡ଼ିରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ସରକାର ଆଜି ଘୋଷଣା କରିଛନ୍ତି । ଓଡ଼ିଶାରେ ଶିଶୁ ମାନଙ୍କ ବିକାଶ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସରେ ଏକ ପୋଷ୍ଟ ସେୟାର କରି … Read more