୯୦ ହଜାର ହେଲା ସୁନା ଦର ?

Screenshot 2025 03 18 211038

୯୦ ହଜାର ହେଲା ସୁନା ଦର | ସୁନା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି ଲୋକମାନେ ସୁନା ଦର କମିବାକୁ ଅପେକ୍ଷା କରିଥିବା ବେଳେ ସୁନା ୯୦ ହଜାରରେ ପହଞ୍ଚିଲାଣି | ସୁନା , ରୂପ ଦୁଇଟି ଯାକ ଏକ ସାଙ୍ଗେ ବଢିବାକୁ ଲାଗିଛି | ୨୪ କ୍ୟାରେଟ ସୁନା ଦର ପ୍ରଥମଥର ପାଇଁ ୯୦ ହଜାର ହୋଇଥିବା ସୂଚନା ମିଳୁଛି ୨୨ କ୍ୟାରେଟ ସୁନା ଦର ୮୨ , ୫୦୦ ରହିଥିବା ସୂଚନା ମିଳୁଛି … Read more

ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ ?

Screenshot 2025 02 17 184011 3

ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ | ଦୃଘଟଣାଟି ଭୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟେ କଲେଜ ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ ବରଂ କରିଥିବା ସୂଚନା ମିଳୁଛି | ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ସାହୁ | ଦୃଘଟଣାଟି ସକାଳ ସମୟରେ ଘଟିଥିବା ସୂଚନା ମିଳୁଛି | ଯୁବକ ଜଣକୁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ନିଆଯାଇଥିଲା | ଘଟଣା ସ୍ଥଳରେ … Read more

ବରଗଡ଼ ସହରରେ ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ?

ବରଗଡ଼ ସହରରେ ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା | ନାବାଳକ ଜଣକ ବରଗଡ଼ କେନ୍ଦୁଗୁଡିଆ ଗାଁର ବୋଲି ସୂଚନା ମିଳୁଛି | ନାବାଳକ ଗତକାଲି ନିଖୋଜ ରହିଥିବା ବେଳେ ଘର ଲୋକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ନବମ ଶ୍ରେଣୀ ଛାତ୍ର ଜଣକୁ କେହି ଜଣେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳୁଛି | ଛାତ୍ର ଜଣକ ସକାଳୁ ସାଇକେଲ ନେଇ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ | … Read more

ଭୟଙ୍କର ଘୂର୍ଣ୍ଣିଝଡରେ ଆମେରିକାରେ ୩୪ ମୃତ ?

Screenshot 2025 03 16 183511

ଭୟଙ୍କର ଘୂର୍ଣ୍ଣିଝଡରେ ଆମେରିକାରେ ୩୪ ମୃତ । ଭୟଙ୍କର ଘୂର୍ଣ୍ଣିଝଡରେ ଶତାଧିକ ରୁ ଅଧିକ ଆହତ ହୋଇଥିବା ଓ ଝଡ ତୋଫାନରେ ୩୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳୁଛି । ଆମେରିକାର ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡିକ ହେଲା ମିସାରି, ଟେକ୍ସାସ, କାନସାସ ଓ ମିସୋରି ପ୍ରଦେଶ । କେବଳ ମିସୋରିରେ ୧୨ ଜଣଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି । ଭୟଙ୍କର ଘୂର୍ଣ୍ଣିଝଡରେ , ଆମେରିକାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା … Read more

ହିତାଧିକାରୀଙ୍କ ରାସନ କାର୍ଡ ହଠାତ୍‌ କଟିଯିବ ନାହିଁ ?

Screenshot 2025 03 16 164857

ହିତାଧିକାରୀଙ୍କ ରାସନ କାର୍ଡ ହଠାତ୍‌ କଟିଯିବ ନାହିଁ । ରାଜ୍ୟରେ କିଛି ଦିନ ହବ ରାସନ କାର୍ଡ e-kyc ଅପଡେଟ କରିବା ପାଇଁ ରାଜ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା । ତଥାପି ଅନେକ ହିତାଧିକାରୀ କିଛି ଅସୁବିଧା କାରଣରୁ e-kyc କରିବାରେ ଅସୁବିଧାର ସମୁଖିନ୍ନ ହୋଇଥିଲେ ଓ ଖାସ କରି ଯେଉଁ ହିତାଧିକାରୀ ରାଜ୍ୟ ବାହାରେ କାମ କରିଛନ୍ତି ସେମାନେ ରାସନ କାର୍ଡ ଅପଡେଟ କରିବାରେ ଅସୁବିଧାର ସମୁଖିନ୍ନ ହୋଇଛନ୍ତି । ଏପର୍ଯ୍ୟନ୍ତ ୩୦ ଲକ୍ଷ … Read more

ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି ?

Screenshot 2025 02 22 180137 1

ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି | ରାଜ୍ୟରେ କିଛି ଦିନ ହବ ତାପମାତ୍ରା ବଢିବା ନେଇ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଗତକାଲି ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଇବା ଦେଖାଦେଇଥିଲା | ରାଜ୍ୟରେ ଆସନ୍ତା ୧୯ ଓ ୨୦ ତାରିଖରେ କିଛି ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟର ଦୁଇ ଦିନ ବର୍ଷା ଲାଗି ରହିବା ସହର ଗୁଡିକ … Read more

ଆଜି ରାଜଧାନୀରେ ହୋଲି ଖେଳୁଥିବା ଅବସ୍ଥାରେ ହତ୍ୟାକାଣ୍ଡ ଘଟିଛି ?

Screenshot 2025 03 15 182051

ଆଜି ରାଜଧାନୀରେ ହୋଲି ଖେଳୁଥିବା ଅବସ୍ଥାରେ ହତ୍ୟାକାଣ୍ଡ ଘଟିଛି | ଘଟଣାଟି ସହିଦନଗର ଶାନ୍ତିପଲ୍ଲୀ ଅଞ୍ଚଳରେ ହତ୍ୟା ଖବର ସାମ୍ନାକୁ ଆସିଛି | ଯୁବକ ଜଣକ ପରିବାର ସମେତ ଶାନ୍ତିପଲ୍ଲୀ ବସ୍ତିରେ ହୋଲି ଖେଳୁଥିବା ଅବସ୍ଥାରେ ୪ ରୁ ୫ ଜଣ ଯୁବକ ଆସି ଯୁବକ ଜଣକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି | ଆଜି ଦିନ ଦ୍ୱିପହରେ ଏଭଳି ଏକ ହତ୍ୟା କରିବାକୁ ଦୁଃସାହସ କରିଛନ୍ତି ଦୁର୍ବୁତ୍ତ | ମୁର୍ତ୍ୟୁ କରିଥିବା ଯୁବକଙ୍କ ସାନ … Read more

ଆଦିବାସୀଙ୍କୁ ବିଭାହ କରିବାରୁ ପ୍ରଦୀପ ମାଝୀଙ୍କୁ ବାସନ୍ଧ ?

ଆଦିବାସୀଙ୍କୁ ବିଭାହ କରିବାରୁ ପ୍ରଦୀପ ମାଝୀଙ୍କୁ ବାସନ୍ଧ | ବିଜେଡିର ପୃବତନ ସାଂସଦ ପ୍ରଦୀପ ମାଝୀ ଗତ ୧୨ ତାରିଖରେ ନିଜେ ବିଭାହ ବନ୍ଧନରେ ବାନ୍ଧିହୋଇଥିଲେ ମଧ୍ୟ୍ୟ ଏକ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ପୃବରୁ ଆମେ ଜାତିଭେଦ କଥା ଦେଖି ଆସିଛୁ ସାଧାରଣ ଲୋକମାନେ ଜାତିଭେଦ ର ଶିକାର ହଉଥିବ ଆମେ ଦେଖିଥିବା ବେଳେ ନେତା ମାନେ ମଧ୍ୟ୍ୟ ବଞ୍ଚିତ ହୋଇନାହାନ୍ତି | ଜଣେ ଲୋକ ଯଦି ନିଜ ଜାତି ଛାଡି ଅନ୍ୟ ଜାତିରେ ବିଭାହ … Read more

ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ ?

Screenshot 2025 03 14 214705

ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ | ଆଉ କିଛି ଦିନ ପରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବାବେଳେ । ଏହାରି ମଧ୍ୟରେ ଗୋଟିଏ ଖବର ଶୁଣିବାକୁ ମିଳିଛି ଦୀର୍ଘ ଦିନର ଅପେକ୍ଷା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ଇଣ୍ତିଆ କ୍ରିକେଟ ଟିମର ଅଲରାଉଣ୍ତର ଅକ୍ଷର ପଟେଲ ଆରମ୍ଭ ହେବାକୁ ଯାଉଥିବବା ଆଇପିଏଲ 2025ରେ ଦିଲ୍ଲୀର ନେତୃତ୍ୱ ନେବେ ବୋଲି ଘୋଷଣା କରାଯାଇଛି । ଆଉ କିଛି … Read more

ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି ?

Screenshot 2025 03 03 152811

ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଗତ ସପ୍ତାହରେ ୪ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ପାଣିପାଗ ବିଭାଗରୁ ଜାରି କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଆସନ୍ତା ୧୩ ତାରିଖରେ ବଲାଙ୍ଗୀର ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସହିତ … Read more