ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର ?

Screenshot 2025 03 09 110524

ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର | ଗତ କାଲି ରାତିରେ ଭୁବନେଶ୍ୱରରେ ଲୁଟେରା ଓ ପୋଲିସ ଉଭୟ ଉଭୟଙ୍କୁ ଗୁଳି ଆକ୍ରମଣ କରିଥିଲେ | ପୋଲିସର ଗୁଳି ଆକ୍ରମଣର ଜଣେ ଦୁର୍ବୁତ୍ତ ଗୁରୁତର ଭାବେ ଆହତ ହୋଇଥିଲେ | ପୋଲିସଙ୍କ ଗୁଳି ମାଡ଼ରେ ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବିହାରୀ ଲୁଟେରା ଦୀପକ କୁମାର ବୋଲି ସୂଚନା ମିଳୁଛି | ପୋଲିସର ଗୁଳି ବିନିମୟରେ ଆହତ ହୋଇଥିବାରୁ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା … Read more

ଆଜି ଇଣ୍ଡିଆ – ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ ?

Screenshot 2025 03 09 092725

ଆଜି ଇଣ୍ଡିଆ – ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ | ଆଇସିସି ଚାମ୍ପିୟନ ଟ୍ରଫିର ଫାଇନାଲ ମ୍ୟାଚ ଦେଖିବାକୁ ମିଳିବ | ଦୁବାଇ ଇଣ୍ଟରନାସନଲ କ୍ରିକେଟ ଷ୍ଟାଡିୟମରେ ଇଣ୍ଡିଆ – ନ୍ୟୁଜିଲାଣ୍ଡ ମଧ୍ୟ୍ୟରେ ଫାଇନାଲ ମ୍ୟାଚ ହେବାକୁ ଯାଇଛି | ସେମିଫାଇନାଲରେ ଦୁଇଟି ଯାକ ଟିମ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି | ଇଣ୍ଡିଆ ସେମିଫାଇନାଲରେ ଅଷ୍ଟ୍ରେଲିଆ ଟିମକୁ ହରାଇ ଆଇସିସି ଚାମ୍ପିୟନ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି | ଆଜି ରବିବାର ଫାଇନାଲ ମ୍ୟାଚ … Read more

ହୋଟେଲରେ ଗୋମାଂସ ଅଭିଯୋଗରେ ହୋଟେଲ ସିଲ ?

Screenshot 2025 03 07 183559

ହୋଟେଲରେ ଗୋମାଂସ ଅଭିଯୋଗରେ ହୋଟେଲ ସିଲ | ଘଟଣାଟି ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ନିକଟରେ ରହିଥିବା ଜୟା ହୋଟେଲ ସିଲ ହୋଇଛି | ବେଆଇନ ଗୋମାଂସ ଅଭିଯୋଗରେ ହୋଟେଲ ସରକାର ହୋଟେଲ ସିଲ କରିଥିବା ସୂଚନା ମିଳୁଛି | ଘଟଣାର ତଦନ୍ତ ପାଇଁ ପୋଲିସ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି | ସୂଚନା ଅନୁଯାଇ ଜୟା ହୋଟେଲ ମାଲିକ ଜଣକ ଗୋମାଂସ କିଣୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରଲ ହୋଇଥିବା ଜଣାପଡୁଛି | … Read more

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି ?

Screenshot 2025 03 07 082635

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି | ସମସ୍ତ ରାଜ୍ୟ ଗୁଡିକରେ ତାପମାତ୍ରା ସାମାନ୍ୟ କମିବାର ସୂଚନା ମିଳୁଛି | ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି ତାପମାତ୍ରା ୩୬.୮ ଡିଗ୍ରି ରହିଥିବା ସୂଚନା ମିଳୁଛି | ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ହୋଇଥିବାବେଳେ, ମାଲକାନଗିରିରେ ୩୫.୪ଡିଗ୍ରୀ , ଯାଜପୁରରେ ୩୫.୨ଡିଗ୍ରୀ ରହିଅଛି ନୂଆପଡ଼ା, ସୁନ୍ଦରଗଡ଼, ‌ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୩୫ ଡିଗ୍ରି ତାପମାତ୍ରା ରହିଥିବା ସୂଚନା ମିଳୁଛି । ରାଜ୍ୟର ଅନ୍ୟ କିଛି କିଛି ସ୍ଥାନରେ ତାପମାତ୍ରା … Read more

ପରାଦୀପ ନେହୁର ବଙ୍ଗଳା ମାଛ ଧାରା ବୋଟରେ ଲାଗିଲା ନିଆଁ ?

Screenshot 2025 03 07 075807

ପରାଦୀପ ନେହୁର ବଙ୍ଗଳା ମାଛ ଧାରା ବୋଟରେ ଲାଗିଲା ନିଆଁ | ଘଟଣାଟି ଗତକାଲି ରାତି ୯ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି | ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବ ଫଳରେ ଏହା ଅତିକ୍ରମ କରି ୧୦ ଟି ବୋଟରେ ନିଆଁ ଲାଗିଥିଲା | ବୋଟରେ ନିଆଁ ବହୁତ ଜୋରେ ଲାଗିଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା | ନିଆଁ ଲାଗିବା ଖବର ପାଇଁ ଅଗ୍ନିଶମ ବାହିନୀ କିଛି ସମୟ ପରେ ଘଟଣା … Read more

ରାଜସ୍ଥାନରେ କାର ଓ ଟ୍ରଲର ଧକ୍କାରେ ୬ ମୂର୍ତ ?

Screenshot 2025 02 17 184011 3

ରାଜସ୍ଥାନରେ କାର ଓ ଟ୍ରଲର ଧକ୍କାରେ ୬ ମୂର୍ତ | ଦୃଘଟଣାଟି ରାଜସ୍ଥାନର ସିରୋହି ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି | ସିରୋହି ଜିଲ୍ଲାର ୨୭ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ଦୃଘଟଣାରେ ଗୋଟିଏ ପରିବାରରୁ ୬ ଜଣ ମୁର୍ତ୍ୟୁ ବରଣ କରୁଥିବା ସୂଚନା ମିଳୁଛି | ଦୃଘଟଣାରେ ଗୋଟେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | କାରଟି ଅହମଦାବାଦରୁ ଜାଲୋର ଅଞ୍ଚଳକୁ ଯାଉଥିବା ବେଳେ ଗୋଟିଏ ବଡ ଟ୍ରଲର ସହ ମୁହଁ … Read more

ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ? 4

ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ | ଘଟଣାଟି ଯାଜପୁର ଗୋପନଗର ଛକ ନିକଟରେ ବାଇକ ଓ ଟ୍ରାକ୍ଟର ଧକ୍କା ହେବ ଫଳରେ ବାଇକ ଚାଳକ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ବାଇକରେ ୨ ଜଣ ଆସୁଥିଲେ ଓ ଦୃଘଟଣାରେ ଜଣେ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିବା ସହ ଅନ୍ୟ ବ୍ୟକ୍ତି ଜଣକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତି … Read more

ବାଣକାରଖାନାରେ ବିସ୍ପୋରଣ ହେବା ଫଳରେ ୪ ଜଣ ଗୁରୁତର ?

Screenshot 2025 03 06 171203

ବାଣକାରଖାନାରେ ବିସ୍ପୋରଣ ହେବା ଫଳରେ ୪ ଜଣ ଗୁରୁତର | ଘଟଣାଟି ଯାଜପୁର ଥାନା ଅନ୍ତର୍ଗତ ଜଳପୁର ଗ୍ରମରେ ବାଣ ତିଆରି କରିଥିବାବେଳେ ବିସ୍ପୋରଣ ଘଟିଥିଲା | ଓ ଦୃଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବେଆଇନ ବାଣତିଆରି କରୁଥିବା ସୂଚନ ମିଳୁଛି | ଏକ ଭୟଙ୍କର ବିସ୍ପୋରଣରେ ୪ ଜଣକ ଭିତରୁ ୨ ଜଣ ବୟସ୍କ ଓ ଆଉ ୨ ଜଣ ନାବାଳକ ରହିଥିବା ସୂଚନା ମିଳୁଛି | ୨ ଜଣକ … Read more

ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମିଳିବ ୧୫୦୦ ଟଙ୍କା ?

Screenshot 2025 03 06 163551

ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମିଳିବ ୧୫୦୦ ଟଙ୍କା | ଗତ କିଛି ମାସ ହବ ସୁଭଦ୍ରା ଯୋଜନା ରାଜ୍ୟରେ ଆରମ୍ଭ ହୋଇଥିବାବେଳେ | ରାଜ୍ୟ ସରକାର ସମସ୍ତ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ | ବହୁତ ମହିଳାମାନଙ୍କର ସୁଭଦ୍ରା ଯୋଜନା ଆବେଦନ କଲାବେଳେ କିଛି ତ୍ରୁଟି ରହିଥିବା ଯୋଗୁ ସୁଭଦ୍ରା ଟଙ୍କା ପାଇପାରିନଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ଘରେ ଘରେ ବୁଲି ସର୍ଭେ କରିବାପାଇଁ ନିର୍ଦେଶ ଦିଆଯାଇଥିଲା | ସମସ୍ତ … Read more

ସମ୍ବଲପୁରରେ ହାତୀ ଆକ୍ରମଣରେ ଫରେଷ୍ଟର କର୍ମଚାରୀ ଗୁରୁତର ?

Screenshot 2025 03 06 161705

ସମ୍ବଲପୁରରେ ହାତୀ ଆକ୍ରମଣରେ ଫରେଷ୍ଟର କର୍ମଚାରୀ ଗୁରୁତର | ହାତୀ ଆକ୍ରମଣରେ କୁଶାମରା ଜିଲ୍ଲାର ପ୍ରବୀର କୁମାର ସିଂଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ମିଳୁଛି | ହାତୀ ଗୁରୁତର ଭାବେ ପ୍ରବୀର କୁମାର ସିଂଙ୍କୁ ଆକ୍ରମଣ କରିଥିବା ସୂଚନା ମିଳୁଛି | ଫରେଷ୍ଟର କର୍ମଚାରୀଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହାଇଥିବା ସହ ମୁଣ୍ଡରେ ବହୁତ ଜୋରେ ଆଘାତ ଲାଗିଥିବା ସୂଚନା ମିଳୁଛି | ଫରେଷ୍ଟର ଜଣକୁ ପାଖ ମେଡିକାଲରେ ଭର୍ତି କରାଯାଇଛି | ଫରେଷ୍ଟର … Read more