ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ଦୃଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ?

Screenshot 2025 02 17 184011 2

ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ଦୃଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ | ଦୃଘଟଣାଟି ମାଲକାନଗିରି ଅଂଚଳରେ ଘଟିଥିବା ଜଣାପଡୁଛି | ଦଶମ ଶ୍ରେଣୀ ଛତ୍ର ଜଣକ ଆଜି ମାଟ୍ରିକ ପରୀକ୍ଷା ଶେଷ ଦିନରେ ପରୀକ୍ଷା କେନ୍ଦ୍ରକୁ ବାଇକରେ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଏବଂ ଛତ୍ର ଜଣକ ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ପରୀକ୍ଷାର ଶେଷଦିନ ହୋଇଥିବା ବେଳେ ଛାତ୍ର ଜଣକର ଶେଷଦିନ ଘଟିଛି | ପରୀକ୍ଷା କେନ୍ଦ୍ରକୁ … Read more

କନେଷ୍ଟବଳ ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିନନ୍ଦନ ?

aj

କନେଷ୍ଟବଳ ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିନନ୍ଦନ | ଓଡ଼ିଶାରେ କନଷ୍ଟେବଳ ଓ ସିପାହୀ ନିଯୁକ୍ତି ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ୨୦୮୦ ପଦବୀ ବାହାରିଥିଲା ବୋଲି ସୋସିଆଲ ମିଡିଆରେ ଘୋଷଣା କରିଥିଲେ | କନେଷ୍ଟବଳ ପରୀକ୍ଷାରେ 1853 ଜଣ ପରୀକ୍ଷାର୍ଥୀ କନେଷ୍ଟବଳ ନିଯୁକ୍ତି ପାଇବେ ବୋଲି ସୂଚନା ମିଳୁଛି … Read more

ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ହରାଇ ଭାରତ ଫାଇନାଲରେ ପହଞ୍ଚିଛି ?

Screenshot 2025 03 04 132123 1

ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ହରାଇ ଭାରତ ଫାଇନାଲରେ ପହଞ୍ଚିଛି | ଗତ କାଲି ଅଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଲହଉଥିଲା ଏବଂ ଅଷ୍ଟ୍ରେଲିଆକୁ ପରାଜୟ କରି ଫାଇନାଲରେ ପ୍ରବେଶ କରିଛି | ସେମିଫାଇନାଲ ମ୍ୟାଚ ଦୁବାଇ ଇଣ୍ଟେରନାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳ ହଉଥିଲା | ଅଷ୍ଟ୍ରେଲିଆ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା | ଅଷ୍ଟ୍ରେଲିଆ ୨୬୪ ରନ କରି ଅଲ ଆଉଟ ହୋଇଥିଲା | ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ … Read more

ଆଜି ଭାରତ ବନାମ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ?

Screenshot 2025 03 04 132123

ଆଜି ଭାରତ ବନାମ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ | ଡୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ଦେଖିବାକୁ ମିଳିବ | କ୍ରିକେଟ ପ୍ରେମୀମାନେ ସେମିଫାଇନାଲ ମ୍ୟାଚ ଦେଖିବା ଲାଗି ବହୁ ଉତ୍ସାହରେ ଅଛନ୍ତି | ଭାରତ ଏପର୍ଯ୍ୟନ୍ତ ୩ଟା ଯାକ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଆଜି ସେମିଫାଇନାଲରେ ବିଜୟ ହାସଲ କଲେ ଫାଇନାଲରେ ପହଞ୍ଚିବ ଇଣ୍ଡିଆ ଟିମ | ଭାରତ ଓ ଅଷ୍ଟ୍ରେଲିଆ ସର୍ଵାଧିକ ୧୫୧ ଟି ମ୍ୟାଚ … Read more

ମହିଳାଙ୍କ ମାନଙ୍କୁ ସୁରକ୍ଷା ଓ ସଂମାନ ନିମନ୍ତେ ଭାରତୀୟ ଆଇନକୁ ସଂଶୋଧନ କରାଯାଇଛି ?

Screenshot 2025 03 04 081409

ମହିଳାଙ୍କ ମାନଙ୍କୁ ସୁରକ୍ଷା ଓ ସଂମାନ ନିମନ୍ତେ ଭାରତୀୟ ଆଇନକୁ ସଂଶୋଧନ କରାଯାଇଛି | କେନ୍ଦ୍ର ସରକାର ଭାରତର ଆଇନକୁ ସଂଶୋଧନ କରିଛନ୍ତି ବୋଲି ସୂଚନା ମିଳୁଛି | ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଗୱାଲ ଆଇନ ସଂଶୋଧନ ହବ ବୋଲି କହିଛନ୍ତି | ଆମ ଦେଶରେ ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନ କୁ ସଦୃଢ଼ କରିବା ନିମନ୍ତେ କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛନ୍ତି | ଆଜି ନୂଆ ଦିଲ୍ଲୀର … Read more

ଶ୍ରୀ ମନ୍ଦିରରେ ଗହଳି ନିଅନ୍ତ୍ରଣ କରିବା ନିମନ୍ତେ ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା ?

Screenshot 2025 03 03 175405

ଶ୍ରୀ ମନ୍ଦିରରେ ଗହଳି ନିଅନ୍ତ୍ରଣ କରିବା ନିମନ୍ତେ ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା | ଶ୍ରୀ ମନ୍ଦିରରେ ଲୋକମାନଙ୍କ ଭିଡ ଅତ୍ୟଧିକ ହୋଉଥିବାରୁ ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ | ୧୦୮୩ ସୁରକ୍ଷା ବାହିନୀ ନିଯୁକ୍ତି ପଦବୀ ସୃଷ୍ଟି ହୋଇଛି ଏବଂ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି କରାଯିବ | ଶ୍ରୀ ମନ୍ଦିରରେ ଷ୍ଟେଟ ଆର୍ମଡ୍ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ,୮ ଇନ୍ସପେକ୍ଟର, … Read more

ଖରାର ତାପମାତ୍ରା ବଢ଼ିବାରୁ ସ୍କୁଲ – କଲେଜ ପାଇଁ ଆସିବା ନୂଆ ଗାଇଡ଼ ଲାଇନ ?

Screenshot 2025 03 03 152811

ଖରାର ତାପମାତ୍ରା ବଢ଼ିବାରୁ ସ୍କୁଲ – କଲେଜ ପାଇଁ ଆସିବା ନୂଆ ଗାଇଡ଼ ଲାଇନ | ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ପ୍ରବଳରୁ ଅତିପ୍ରବଳ ଖରା ଦେଖିବାକୁ ମିଳୁଛି ଓ ଯାହାଫଳରେ ଲୋକମାନେ ଜୀବନ ଜାପାନ କରିବାକୁ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରଖି ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ କଲେଜ ନିମନ୍ତେ ନୂଆ ଗାଇଡ଼ ଲାଇନ ହେବା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି | … Read more

ଜଗତସିଂହପୁରରେ ପାଣିର ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି ଲୋକେ ?

Screenshot 2025 03 03 130022

ଜଗତସିଂହପୁରରେ ପାଣିର ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି ଲୋକେ । ଘଟଣାଟି ଜଗତସିଂହପୁର ଏରସମା ଓ ବାଲିକୁଦା ଅଂଚଳର ଲୋକମାନେ ପାଣି ପାଇଁ ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି । ୪ ରୁ ୫ ଗାଁ ଅଞ୍ଚଳର ଲୋକମାନେ ଖରାଦିନ ଆରମ୍ଭରୁ ପାଣିର ଅସୁବିଧାର ସମୁଖୀନ ହୋଉଛନ୍ତି । ସେଠାକାର ଅଞ୍ଚଳରେ ଗୋଟେ କୂଅ ରହିଥିବାବେଳେ ଏବଂ ସେହି କୂଅରେ ଭଲ ପାଇବା ପାଣି ବାହାରୁଥିବା ବେଳେ ସେଠାକାର ଅଖା ପାଖ ଅଞ୍ଚଳର ଲୋକମାନେ ସେହି କୂଅ … Read more

ଗତ କାଲି ରବିବାର ଦିନ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ ?

Screenshot 2025 02 17 184011 3

ଗତ କାଲି ରବିବାର ଦିନ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଘଟଣାଟି ମୟୂରଭଞ୍ଜ ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ମହାଦେବଶାଳ ନିକଟରେ ରବିବାର ଅପରାହ୍ନରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଦୃଘଟଣାରେ ଦୁଇଟି ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ମୟୂରଭଞ୍ଜ ଜିଲ୍ଲାର ସିଙ୍ଗଡା କୁଦାସାହି ଗ୍ରାମର ବାଟରାମ ଗାଗରାଇ ଜଣେ ବନ୍ଧୁଙ୍କ ସହିତ କୌଣସି କାମରେ … Read more

କାଲି ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ବିଜୟ ?

Screenshot 2025 03 03 104514

କାଲି ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ବିଜୟ । ଭାରତ ଚାମ୍ପିଅନ୍ସ ଟ୍ରଫିରେ ୩ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଯାକରେ ବିଜୟ ହାସଲ କରିଛି । କାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଲହଉଥିବା ବେଳେ ଭାରତ ସେଥିରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଟିମ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରି ପାରିଥିଲା ସେଥିରେ ସର୍ବାଧିକ … Read more