ରାଜ୍ୟରେ ଆସନ୍ତା କାଲିଠୁ ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ?

Screenshot 2025 02 22 180137 1

ରାଜ୍ୟରେ ଆସନ୍ତା କାଲିଠୁ ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ସହ ଝିପି ଝିପି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଘଡଘଡି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ମିଳୁଛି । ଉତ୍ତର … Read more

ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ ?

Screenshot 2025 02 17 184011 3

ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ । ମଧ୍ୟପ୍ରଦେଶର ଜବଲପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟିଛି । ଦୃଘଟଣାରେ କର୍ଣ୍ଣାଟକର ୬ ଜଣ ମୃତ୍ୟୁ କରିଥିବା ବେଳେ ୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଦୃଘଟଣାଟି ଆଜି ସକାଳୁ ସୋମବାର ୨୪ ଫେବୃଆରୀରେ ସକାଳ ପ୍ରାୟ ୪ଟା ସମୟରେ ଦୃଘଟଣା ଘଟିଥିବା ଜଣାପଡୁଛି । ଗୋଟିଏ କାର୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୃଘଟଣାରେ ୬ … Read more

ନିଜ ଘର ଭିତରେ ଯୁବତୀଙ୍କୁ ହତ୍ୟା ?

Screenshot 2025 02 24 155935

ନିଜ ଘର ଭିତରେ ଯୁବତୀଙ୍କୁ ହତ୍ୟା ଘଟଣାଟି ବାଲେଶ୍ୱର ଜିଲ୍ଲାରୁ ଆସିଛି ବୋଲି ଜଣାପଡୁଛି | ବାଲେଶ୍ୱରର ସୌର ପୌରଅଞ୍ଚଳ ନିଙ୍ଗାପାଡା ଗାଁର ଜ୍ୟୋର୍ତିର୍ମୟୀ ରଣାକୁ ତାଙ୍କ ଘର ଭିତରୁ ମୂର୍ତ ଦେହ ଠାବକରାଯଇଛି | ଜ୍ୟୋର୍ତିର୍ମୟୀ ରଣକୁ ଏକତରଫା ପ୍ରେମରୁ ହତ୍ୟା କରିଥିବା ସୂଚନା ମିଳୁଛି | ଜ୍ୟୋର୍ତିର୍ମୟୀ ଭୁବନେଶ୍ୱରରେ କାମ କରୁଥିବା ଜଣାପଡୁଛି କିଛି ଦିନ ତଳେ ଘରକୁ ଆସିଥିଲେ | ଘରେ କେହି ନଥିବା ଅବସ୍ଥାରେ ଯୁବତୀଙ୍କୁ କେହି ଆକ୍ରମର କରିଥିଲେ ଜ୍ୟୋର୍ତିର୍ମୟୀଙ୍କ … Read more

ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ ?

Screenshot 2025 02 24 142144

ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ | ଗତ କାଲି ଆଇସିସି ଚାମ୍ପିଅନ୍ସ ଟ୍ରଫିର ୫ମ ମ୍ୟାଚ ଖେଳହଉଥିବାର ଭାରତ ପାକିସ୍ତାନକୁ ପରାଜୟ କରିଛି | ମ୍ୟାଚଟି ଦୁବାଇ ଇଣ୍ଟନସନାଲ ଷ୍ଟାଡିୟମରେ ଖେଳ ଆୟୋଜନ କରାଯାଇଥିଲା | ପାକିସ୍ତାନ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପାକିସ୍ତାନ ପ୍ରଥମ ବ୍ୟାଟିଂରେ ୨୪୧ – ୧୦ ( ୪୯ .୪ ) ଓଭରରେ ପାକିସ୍ତାନ ଟିମ ଅଲ ଆଉଟ ହୋଇଥିଲା … Read more

ପୁଅକୁ ନେଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଦୃଘଟଣା ?

Screenshot 2025 02 24 130136

ପୁଅକୁ ନେଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଦୃଘଟଣା | କେନ୍ଦ୍ରାପଡାର ତିନିମୁହାଣ ଛକରେ ଦୃଘଟଣା ଘଟିଥିବା ଜଣ ପଡୁଛି | ଆଜି ସକାଳେ ପୁଅକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ବାପା , ମା ଦୁଇଜଣ ସ୍କୁଟିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ଗୋଟେ ଟ୍ରକ ସହିତ ଦୃଘଟଣା ଘଟିଛି | ଦୃଘଟଣାରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିବ ଜଣାପଡୁଛି ଏବଂ ମହିଳାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି ଓ ପୁଅଙ୍କ ହାତ ଦୃଘଟଣାରେ … Read more

ରାସ୍ତା ଉପରେ ଜଳିଗଲା ବସ ?

Screenshot 2025 02 24 110301

ରାସ୍ତା ଉପରେ ଜଳିଗଲା ବସ | ଘଟଣାଟି ଯାଜପୁର ରୋଡ ଥାନା ମିଲଟେରୀ ଛକ ନିକଟରେ ପେଟ୍ରୋଲ ଟାଙ୍କି ପାଖରେ ଏଭଳି ଏକ ଦୃଘଟଣା ଘଟିଥିବା ଜଣାପଡୁଛି | ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ବସଟି ରାସ୍ତା ଉପରେ ଛିଡାହୋଇଥିବା ବସଟି ହାଟଠ ହୁତୁ ହୁତୁ ହୋଇ ବସଟି ଜାଳିବା ଆରମ୍ଭ ହୋଇଥିବା ବୋଲି ସ୍ଥାନୀୟ ଲୋକମାନଙ୍କଠୁ ସୂଚନା ମିଳୁଛି | ବସରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି … Read more

ତେଲେଙ୍ଗାନାରେ ଟନେଲ ଭୁଶୁଡି ପଡିବାରୁ ଶ୍ରମିକମାନେ ଫସିରହିଛନ୍ତି ?

ତେଲେଙ୍ଗାନାରେ ଟନେଲ ଭୁଶୁଡି ପଡିବାରୁ ଶ୍ରମିକମାନେ ଫସିରହିଛନ୍ତି | ନାଗାରକୁରନୁଲ ଜିଲ୍ଲାରେ ଟନେଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଅଘଟଣ | ଟନେଲ ଭୁଶୁଡିବା ଦ୍ୱାରା ୮ ଜଣ ଶ୍ରମିକ ଫସିରହିଥିବା ସୂଚନା ମିଳୁଛି | ଗତ କାଲିଠୁ ଏସଡ଼ିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ | ଟନେଲ ଭିତରେ କାଦୁଅ ଭର୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଟିମ ଭିତରକୁ ପ୍ରବେଶ କରିବାରେ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | … Read more

ପ୍ରୟାଗରାଜରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ?

Screenshot 2025 02 23 203204

ପ୍ରୟାଗରାଜରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବାର ସହିତ ଆଜି ମହାକୁମ୍ଭରେ ବୁଡ଼ ପକାଇଛନ୍ତି | ମହାକୁମ୍ଭରେ କୋଟ କୋଟି ଲୋକେ ବୁଡ଼ ପକାଉଛନ୍ତି ପ୍ରସିଦ୍ଧ ମହାକୁମ୍ଭରେ ଦେଶର ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ବୁଡପକାଇଥିଲେ | ହେଲେ ଆଜି ଓଡ଼ିଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବାର ସହିତ ପବିତ୍ର ମକୁମ୍ଭରେ ବୁଡପେକଇ ପୂନ୍ୟଅର୍ଜନ କରିବାକୁ ଆସିଛନ୍ତି | ଉତ୍ତରପ୍ରଦେଶରେ ପ୍ରୟାଗରାଜରେ ଆରମ୍ଭ ଆୟୋଜନ ହୋଇଥିବା … Read more

ଲଗାଣ ବର୍ଷା ହେବା ଯୋଗୁ ଧାନ ମଣ୍ଡିରେ ଭିଜିଲା ଧାନ ?

Screenshot 2025 02 23 140004

ଲଗାଣ ବର୍ଷା ହେବା ଯୋଗୁ ଧାନ ମଣ୍ଡିରେ ଭିଜିଲା ଧାନ । ଏବେ ଓଡ଼ିଶାରେ ବର୍ଷା ଲାଗିରହିଥିବାରୁ ମଣ୍ଡିରେ ଧାନ ଭିଜିବାକୁ ଲାଗିଲାଣି । ଖୋର୍ଦ୍ଧା ଜିଲ୍ଲାରୁ ଚାଷୀ ମାନଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି । ଧାନ ବର୍ଷାରେ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ । ମଣ୍ଡିରେ ସହ ସହ କୁଇଣ୍ଟାଲ ଧାନ ବର୍ଷା ଯୋଗୁ ନଷ୍ଠ ହେବାକୁ ଆରମ୍ଭ କଲାଣି । ବହୁତ ଧାନ ବସ୍ତା ଧୀରେ ଧୀରେ ଗଜା ହେବାକୁ ବସିଲାଣି ଚାଷୀ ଏହାଦେଖି … Read more

ଫାର୍ମ ହାଉସ ମାଲିକଙ୍କୁ ଗୁଳି ମାଡ ?

Screenshot 2025 02 23 132125

ଫାର୍ମ ହାଉସ ମାଲିକଙ୍କୁ ଗୁଳି ମାଡ ଘଟଣାଟି ଢେଙ୍କାନାଳ ଅଂଚଳରେ ଘଟିଥିବା ଜଣାପଡିଛି କିଛି ଦୁର୍ବୁତ୍ତ ମାନେ ଫର୍ମ ହାଉସ ମାଲିକଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳୁଛି । ଢେଙ୍କାନାଳ ଫାସୀ ଗାଁ ନିକଟରେ ଥିବା ଫର୍ମ ହାଉସ ମାଲିକ ଜଣକ ଦୁର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଛନ୍ତି । ଦୁର୍ବୁତଙ୍କ ଗୁଳି ମାଡ଼ରେ ଫାର୍ମ ହାଉସ ମାଲିକ ଜଣକ ମୁର୍ତ୍ୟୁ ବରଣ କରଥିବା ଜଣାପଡିଛି । ଫାର୍ମ ହାଉସ ମାଲିକ ଜଣକ … Read more