ଭୁବନେଶ୍ୱରରେ ମୋ ବସ ଧକ୍କାରେ ମହିଳା ମୁର୍ତ୍ୟୁ ?

Screenshot 2025 02 15 132119

ଭୁବନେଶ୍ୱରରେ ମୋ ବସ ଧକ୍କାରେ ମହିଳାଙ୍କ ମୁର୍ତ୍ୟୁ | ଗତ କଲି ରାତିରେ ଭୁବନେଶ୍ୱର ଟମାଣ୍ଡ ଥାନା ଓଭର ବ୍ରିଜ ତଳେ ମୋ ବସ ଦୃଘଟଣାରେ ମହିଳା ଜଣକ ମୁର୍ତ୍ୟୁ କରିଛନ୍ତି | ଏବଂ ଆଉ ତିନି ଜଣ ବ୍ୟକ୍ତି ମଧ୍ୟ ମୋ ବସ ଦୃଘଟଣାରେ ଆହତ ମଧ୍ୟ ହୋଇଛନ୍ତି | ଦୃଘଟଣାରେ ମହିଳା ମୁର୍ତ୍ୟୁ କରିଥିବାବେଳେ ମହିଳାଙ୍କ ସ୍ୱାମୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ମହିଳାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ | ଘଟଣା ସ୍ଥଳରେ … Read more

ବକେୟା ଦରମା ପାଇବେ କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ?

Screenshot 2025 02 14 224456

ବକେୟା ଦରମା ପାଇବେ କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ପୁଣି ଥରେ ମିଶନ ଶକ୍ତି ମହିଳା ମାନଙ୍କର ଆନ୍ଦୋଳନ କରିବା ଦେଖାଦେଇଛି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ହାଜର ହାଜର ମହିଳା | ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ଏବଂ କହିଛନ୍ତି ସ୍ୱୟଂ ସାୟକ ଗୋଷ୍ଟୀର ଆର୍ଥିକ ଅଭିବୃଦ୍ଧି କରିବା ଓ ମହିଳା ମାନଙ୍କୁ ସଶକ୍ତି କାରଣ ପାଇଁ … Read more

ଆସନ୍ତା ୧୯ ତାରିଖରୁ ବର୍ଷ ସମ୍ଭାବନା ?

ଆସନ୍ତା ୧୯ ତାରିଖରୁ ବର୍ଷ ସମ୍ଭାବନା | ଆସନ୍ତା ସପ୍ତାହ ଆରମ୍ଭରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି | ଫେବୃଆରୀ ମାସ ଆରମ୍ଭରୁ ରାଜ୍ୟରେ ପ୍ରବଳ ତାପମାତ୍ରା ଦେଖିବାକୁ ମିଳୁଛି ଆସନ୍ତା ୧୯ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ ଦେଖିବାକୁ ମିଳିବ | ୮ଟି ଜିଲ୍ଲାରେ ଆଗକୁ ବର୍ଷା ହେବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ସେହିସବୁ ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା … Read more

ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା ?

ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା | ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ଶରୀର ଉଦ୍ଧାର କରିଛି ପୋଲିସ ମହିଳାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ମିଳୁଛି | କଟକ ପୋତାପୋଖରୀ ଗାନ୍ଧୀପଲ୍ଲୀ ଅଂଚଳରୁ ମହିଳାଙ୍କ ମୂର୍ତ ଖବର ସାମ୍ନାକୁ ଆସିଛି | ମହିଳାଙ୍କୁ ଘର ପାଖ ପଡୋଶୀ ଗୋଟେ ଧାରୁଆ ପନିକିରେ ଗଳା କାଟି ହତ୍ୟା କରିବା ଖବର ସାମ୍ନାକୁ ଆସୁଛି | ଘର ଜାଗାବାଡ଼ି ନେଇ ବହୁତ ବର୍ଷ ଧରି ମହିଳା … Read more

ଟ୍ରେନ ଲାଇନ ପାଖରେ ଥିବା ବିଦ୍ୟୁତ ତରାରେ ଜଳିଗଲେ ଯୁବକ ?

ଟ୍ରେନ ଲାଇନ ପାଖରେ ଥିବା ବିଦ୍ୟୁତ ତରାରେ ଜଳିଗଲେ ଯୁବକ

ଟ୍ରେନ ଲାଇନ ପାଖରେ ଥିବା ବିଦ୍ୟୁତ ତରାରେ ଜଳିଗଲେ ଯୁବକ | ଯୁବକ ଜଣକ ସମ୍ପୂର୍ଣ ଜଳିଯାଇଥିବା ଜଣାପଡୁଛି ଏବଂ ଘଟଣାରେ ମୁର୍ତ୍ୟୁ ବରଣ କରିଛନ୍ତି | ଯୁବକ ଜଣକ କିପରି ଭାବେ ବିଦ୍ୟୁତ ଲାଇନ ପାଖରେ ଆସି ପୋଡି ହୋଇଛନ୍ତି ଏ ନେଇ କୌଣସି ସୂଚନା ମିଳିନାହିଁ | ଯୁବକଙ୍କ ଘର କେଉଁଠି ବୋଲି କୌଣସି ସୂଚନା ମିଳିନାହିଁ | ଘଟଣାଟି କଟକ ଜିଲ୍ଲାର ଗୁରୁଡ଼ିଝଟିଆ ରେଳ ଷ୍ଟେସନରେ ଏଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ … Read more

ପର୍କିଙ୍ଗରେ ରହିଥିବା ବେଳେ ଜଳିଗଲା କାର ?

ପର୍କିଙ୍ଗରେ ରହିଥିବା ବେଳେ ଜଳିଗଲା କାର ବେଗୁନିଆ ଥାନା ଅନ୍ତର୍ଗତ ଥିବା ଦେଉଳି ଯାମୁନ ସାହିରେ ପର୍କିଙ୍ଗ ରେ ଥୁଆହୋଇଥିବା କାରଟି ରେ ହାଟଥ ନିଆଁ ଲାଗିଯାଇଥିଲା | କାଲି ରାତିରେ ସୋଇଥିବା ସମୟରେ କାର ଟିର ଟାୟାର ଫାଟିବା ଶବ୍ଦ ଶୁଣି ଘର ଲୋକ ଉଠିକି ଦେଖିବା ବେଳକୁ କାରଟି ହୁତୁ ହୁତୁ ହୋଇ କାରଟି ଜାଳିବାର ଦେଖିଥିଲେ | ଘର ପାଖରେ ଥିବା ପଡିଶା ଘରକୁ ଡାକି ନିଆଁ ଲିଭେଇବା କାର୍ଯ୍ୟ କରିଥିଲେ | ଘଟଣା … Read more

+2 ପରୀକ୍ଷା ସଂପୁଲ ପେପେର ଏ ପର୍ଯ୍ୟନ୍ତ ପିଲାଙ୍କ ପାଖକୁ ପହଂଚି ପାରିଲାନି ?

+2 ପରୀକ୍ଷା ସଂପୁଲ ପେପେର ଏ ପର୍ଯ୍ୟନ୍ତ ପିଲାଙ୍କ ପାଖକୁ ପହଂଚି ପାରିଲାନି | ଯୁକ୍ତ ଦୁଇ ପରୀକ୍ଷାକୁ ଆଉ ମାତ୍ର ୪ ଦିନ ରହିଲା | ଏଥର ସବଜେକଟିଭ ବଦଳରେ ଅବଜେକଟିଭକୁ ଅଧିକ ଗୁରୁତ୍ୱ ଦିଆଯାଇଛି କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଇଣ୍ଟରନାଲର ବ୍ୟବସ୍ତା କରାଯାଇଛି | ଏବଂ ସାଇନସରେ କିଛି ବିଷୟରେ ୭୦ ମାର୍କର ଥିଓରୀ ଓ ୩୦ ମାର୍କର ପ୍ରାକ୍ଟିକାଲ ଓ ଇଣ୍ଟରନାଲ ରହିଛି | … Read more

ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି ?

ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି | ଏ ବର୍ଷ ଆରମ୍ଭରୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି ଝାରସୁଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ ହବା ଜଣାପଡୁଛି | ବଲାଙ୍ଗୀରିରେ ୩୬ ଡିଗ୍ରୀ , ଅନୁଗୁଳରେ ୩୫ ଡିଗ୍ରୀ , ଭଦ୍ରକରେ ୩୬ ଡିଗ୍ରୀ ଭବାନୀ ପାଟଣାରେ ୩୫ ଡିଗ୍ରୀ ଓ ଟିଟିଲାଗଡ଼ରେ ୩୫ ଦୀର୍ଗ୍ରୀ ତାପମାତ୍ରା ରହିଥିବା ସୂଚନା ମିଳିଛି | ଭୁବନେଶ୍ୱର ତାପମାତ୍ରା ୩୪.8 ଡିଗ୍ରୀ କଟକରେ ୩୩ ଡିଗ୍ରୀ ତାପମାତ୍ରା ହୋଇଥିବା … Read more

ଇଣ୍ଡିଆ ଓ ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚରେ ଇଣ୍ଡିଆ ବିଜୟ କରିଛି ?

ଇଣ୍ଡିଆ ଓ ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚରେ ଇଣ୍ଡିଆ ବିଜୟ କରିଛି | ଭାରତ ଆଗରୁ ୨ଟି ମ୍ୟାଚରେ ବିଜୟ ହାସଲ କରିବା ପରେ ଆଜି ଖେଳ ହଉଥିବ ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ଏବଂ ସିରଜରେ ୩ -୦ ବିଜୟ ହାସଲ କରିଛି | ଇଂଲଣ୍ଡ ଟିମ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ମ୍ୟାଚଟି ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମଦାବାଦରେ ଖେଳ ହଉଥିଲା ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୩୫୬ … Read more

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବ୍ରିଜ ତଳୁ ଯୁବତୀଙ୍କ ମୂର୍ତ ଦେହ ଉଦ୍ଧାର ?

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବ୍ରିଜ ତଳୁ ଯୁବତୀଙ୍କ ମୂର୍ତ ଦେହ ଉଦ୍ଧାର | ଯୁବତୀଙ୍କ ଗଳାକାଟି ଅବସ୍ଥାରେ ଅଧା ପୋଡା ଦେହ ଉଦ୍ଧାର କରିଛି ପୋଲିସ | ଚାନ୍ଦିପୁର ଥାନା କୁମ୍ଭକେଲା ବ୍ରିଜ ତଳୁ ଅଧା ପୋଡା ଅବସ୍ଥାରେ ମୂର୍ତ ଦେହ ଉଦ୍ଧାର ହୋଇଛି | କିଛି ଲୋକ ଯୁବତୀଙ୍କ ମୂର୍ତ ଦେହ ଦେଖି ପୋଲିସଙ୍କୁ ଖବର ପଠାଇଥିଲେ ଘଟଣା ସ୍ଥଳରେ ପୋଲିସ ପହଂଚି ମୂର୍ତ ଦେହ ଉଦ୍ଧାର କାର୍ଯ୍ୟ କରିଥିଲା | ମୂର୍ତ ଯୁବତୀଙ୍କ ମୂର୍ତ … Read more