ଦୁଇ ଦଳ ଟିମ ଆଜି ଭୁବନଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ ?
ଦୁଇ ଦଳ ଟିମ ଆଜି ଭୁବନଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ | ଆଜି ଭାବନେଶ୍ୱର ଦୁଇ ଦଳ ଟିମକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିରହିଥିଲା ଦୁଇ ଦଳ ଟିମ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ | ଦୁଇଟିଯାକ ମ୍ୟାଚ ଭାରତ ଇଂଲଣ୍ଡ ଟିମ ଠାରୁ ଜିତି ସାରିବା ପରେ ଭାରତ ସିରଜରେ ବିଜୟ ହାସଲ କରିଛି ଭାରତର ତୃତୀୟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମଦାବାଦରେ ଖେଳାଯିବ | ଆସନ୍ତା ଫେବୃଆରୀ ୧୨ ତାରିଖରେ … Read more