ଓଡ଼ିଶାରେ ଆସନ୍ତା ୪ ଦିନ ଭିତରେ ପ୍ରବଳ ବର୍ଷା ସମ୍ଭାବନା ?

୨୪ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ?

ଓଡ଼ିଶାରେ ଆସନ୍ତା ୪ ଦିନ ଭିତରେ ପ୍ରବଳ ବର୍ଷା ସମ୍ଭାବନା | ରାଜ୍ୟରେ ଆସନ୍ତା ୪ ଦିନ ଭିତରେ ରାଜ୍ୟର କିଛି କିଛି ଅଞ୍ଚଳ ଗୁଡିକରେ ବର୍ଷା ସମ୍ଭାବନା । ଆସନ୍ତା କାଲିଠୁ ବର୍ଷା ଲାଗିରହିଥିବା ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୁଆପଡା ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏବଂ ବର୍ଷା ସହିତ କିଛି କିଛି ସ୍ଥାନ ଗୁଡିକରେ ବିଜୁଳି ପବନ , ଘଡଘଡି … Read more

ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି | ଦେଶରେ କିଛି ବର୍ଷ ପୂର୍ବେ କରୋନା ଆକ୍ରାନ୍ତରେ ଆସି ହଜାର ହଜାର ଲୋକ ମୁର୍ତ୍ୟୁ କରିଥିବା ଦେଖାଦେଇଥିଲା | ଏବେ ପୁଣିଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ତୀବ୍ର ଗତିରେ ପ୍ରାୟ ରାଜ୍ୟ ଗୁଡିକରେ ବଢିବା ଆରମ୍ଭ କଲାଣି | ପୂର୍ବରୁ କରୋନା ଆକ୍ରାନ୍ତରେ ବହୁତ ଲୋକ ମୁର୍ତ୍ୟୁ କରିଥିବା ବେଳେ ଏବେ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବା ଦ୍ୱାରା ଲୋକମାନେ ଭୟଭୀତ ହେବା ଆରମ୍ଭ କଲାଣି … Read more

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନିକୋଲସ୍‌ ପୁରନ୍‌ ?

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନିକୋଲସ୍‌ ପୁରନ୍‌ ?

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନିକୋଲସ୍‌ ପୁରନ୍‌ | ଆଜି ନିକୋଲସ ପୂରନ ଓ୍ବେଷ୍ଟଇଣ୍ଡିଜ ଟିମର ଏକ ଧୂଆଁଧାର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜଣାପଡିଛି | ନିକୋଲସ ପୂରନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ ଖେଳରୁ ଅବସର ନେବା ଘୋଷଣା କରିଛନ୍ତି । ପୁରନ ତାଙ୍କ କ୍ରିକେଟ କ୍ୟାରିୟର ମାତ୍ର ୨୯ ବର୍ଷ ବୟସରେ ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି | ନିକୋଲସ ପୂରନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୬୧ଟି … Read more

ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା ?

ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା ?

ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା | ରଥଯାତ୍ରା ସମୟରେ ପୁରୀରେ ଲକ୍ଷ ଲକ୍ଷ ଭକ୍ତ ମାନଙ୍କ ଭିଡ ଲାଗିରହିଥିବା ବେଳେ ଭକ୍ତ ମାନଙ୍କର ସୁବିଧା ଦୃଷ୍ଟିରୁ ସମସ୍ତଙ୍କ ପାଇଁ ବସଷ୍ଟାଣ୍ଡରୁ ପୁରୀ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣାରେ ଅଟୋ ରିଷ୍କା ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୁଚନା ଦେଇଛନ୍ତି | ପୁରୀରେ ରଥଯାତ୍ରା ନିମନ୍ତେ ଦ୍ୱତୀୟ ସମୁନୟ ବୈଠକରେ ମାଗଣାରେ ଅଟୋ ରିଷ୍କା ସେବାର ନିଷ୍ପତି ନିଆଯାଇଥିଲା … Read more

ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି। ରାଜ୍ୟରେ ପୁଣିଥରେ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଦିଆଯାଇଛି | ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ | ଏବଂ କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିବ | ରାଜ୍ୟରେ ଅସହ୍ୟ ଗରମକୁ ଗୁଳୁଗୁଳି … Read more

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଘଟିଥିବା ସୂଚନା ମିଳୁଛି । ଚଳନ୍ତା ଟ୍ରେନରୁ ଖସିପଡି ୫ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ବେଳେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନରୁ ଖସିପଡି ଆହତ ହୋଇଛନ୍ତି | ରେଳ କର୍ମଚାରୀଙ୍କ କହିବା ଅନୁଯାଇ ୧୦-୧୨ ଜଣ ଟ୍ରେନରୁ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅତ୍ୟଧିକ ଗୁରୁତର ହୋଇଥିବା ଜଣାପଡିଛି … Read more

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଦେଖାଦେଉଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଦେଖାଦେଉଛି | ଦେଶରେ ପୁଣିଥରେ କୋରୋନା ବଢିବା ଦେଖାଦେଉଛି | ଦେଶର ସମସ୍ତ ଜନସାଧାରଣ ଲୋକ ଭୟଭୀତ ହେବା ଆରମ୍ଭ କଲେଣି | ଦେଶରେ ଦ୍ରୁତ ଗତିରେ କୋରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏବେ ସୁଧା ଦେଶରେ ୬୦୦୦ରୁ ଉର୍ଧ କୋରୋନା ସଂକ୍ରମିତ ବ୍ୟାପିଥିବା ସୂଚନା ମିଳୁଛି | ଗୋଟିଏ ଦିନ ଭିତରେ ଦେଶରେ ୩୭୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା … Read more

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି । ନନ୍ଦନକାନନରେ ଗତ ରାତିରେ ଧଳା ରଙ୍ଗର ବାଘୁଣୀ ୨ଟି ଛୁଆ ଜନ୍ମ କରଥିବା ସୂଚନା ମିଳିଛି | ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧଳା ରଙ୍ଗର ବାଘୁଣୀ ୨ଟି ଛୁଆ ଜନ୍ମ କରିଥିବା ନେଇ ନଦାନକାନନ କତୃପକ୍ଷ ସୂଚନା ଦେଇଛନ୍ତି | ନଦାନକାନନରେ ବାଘୁଣୀ ୨ଟି ଛୁଆ ଜନ୍ମ କରିଥିବାରୁ ନନ୍ଦନକାନନରେ ବାଘ ଓ ବାଘୁଣୀ ସଂଖ୍ୟା ବଢିବା ଦେଖାଦେଇଛି | … Read more

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ | ଏଭଳି ଏକ ଦୁଃଖଦ ଘଟଣା ବାଙ୍କୀ ଅଞ୍ଚଳର କଇମୁଣ୍ଡି ଗାଁରେ ଘଟିଥିବା ସୂଚନା ମିଳିଛି | ମହାନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏକ ବହୁତ ବଡ ଅଘଟଣ ଘଟିଛି | ମହାନଦୀକୁ ଗାଧେଇବାକୁ ବଡବାପା ସହ ୩ ଜଣ ପୁତୁରା ଓ ୧ ଝିଆରୀ ଯାଇଥିଲେ | ପିଲାମାନେ ପାଣିରେ ଗାଢଉଥିବା ବେଳେ ୪ ଜଣ ପିଲା ପାଣିରେ ବୁଡିଯାଇଥିଲେ | ବଡବାପା ୩ ଜଣ ପୁତୁରାକୁ … Read more

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ ?

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ ?

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ | କେନ୍ଦ୍ରାପଡ଼ାରୁ ୮ ଜଣ ଯୁବକ ପାରାଦୀପ ସମୁଦ୍ରକୁ ଗାଧେଇବାକୁ ଆସିଥିବା ବେଳେ ସମସ୍ତ ଯୁବକ ପାଣିରେ ବୁଡି ନିଖୋଜ ରହିଥିବା ସୂଚନା ମିଳୁଛି | ୮ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ କେନ୍ଦ୍ରାପଡା କଲେଜ ଛାତ୍ର ବୋଲି ଜଣାପଡିଛି ଏବଂ ତାଙ୍କ ଭିତରୁ ଜଣକ ନାଁ ଅମନ ବୋଲି ସୂଚନା ମିଳୁଛି | ସମସ୍ତ ଯୁବକଙ୍କୁ ଖୋଜାଖୋଜି ପ୍ରକ୍ରିୟା ଚାଲିଛି | ଘଟଣାଟି … Read more