ଫସଲ ନଷ୍ଟ ହେବାରୁ ଏବେ ଚିନ୍ତାରେ ଚାଷୀ |

ଫସଲ ନଷ୍ଟ ହେବାରୁ ଏବେ ଚିନ୍ତାରେ ଚାଷୀ ନୟାଗଡ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଚାଷୀମାନଙ୍କ ଫସଲ ନଷ୍ଟ ହୋଈଛି | ସାନଖେମୁଣ୍ଡି ଜଲମେର ଗାଁ ରେ ଲଗାଣ ବର୍ଷ ଯୋଗୁ ଧାନ ଫସଲ ନଷ୍ଟ ହେବା ସହ ମୁଗ , ବିରି , ପନିପରିବା ସମସ୍ତ ଫସଲ ସବୁ ନଷ୍ଟ ହୋଇଛି | ଏବେ ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ ଧାନ ଗୁଡିକ ସବୁ ଗଜା ହେବାକୁ ଲାଗିଲାଣି ସମସ୍ତ ଚାଷୀ ଦାବି କରିଛନ୍ତି … Read more

ବିଦ୍ୟୁତ ତାରରେ ବିଲ ମଝିରେ ଜଳିଗଲେ ଚାଷୀ।

ବିଦ୍ୟୁତ ତାରରେ ବିଲ ମଝିରେ ଜଳିଗଲେ ଚାଷୀ। | ଏପରି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ମୃତ ଚାଷୀ ଜଣ ହେଲେ ପ୍ରମୋଦ ଦାସ | ଚାଷୀ ଜଣକ ଆଜି ବିଲକୁ ଯାଉଥିବାବେଳେ ବିଦ୍ୟୁତ ତରାରେ ପୋଡିହୋଇ ମୁର୍ତ୍ୟୁ ବରଣ କରିଛନ୍ତି | ଚାଷୀ ଜଣକ ବିଲ ଦେଇ ୧୧ କଭି ବିଦ୍ୟୁତ ତାର ଯାଉଥିବାବେଳେ ବିଦ୍ୟୁତ ତାର କରେଣ୍ଟ ଲାଗି ପ୍ରମୋଦ ଦାସ ମୁର୍ତ୍ୟୁ ବରଣ କରିଛନ୍ତି | ବିଦ୍ୟୁତ … Read more

ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ |

ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ | ଗତକାଲି ୯୨ ବର୍ଷ ବୟଷରେ ମନମୋହନ ସିଂହ ମୁର୍ତ୍ୟୁ ବରଣ କରିଛନ୍ତି | ନିଶ୍ୱାସ ନେବାବେଳେ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା ମେଡିକାଲରେ ତାଙ୍କ ମୁର୍ତ୍ୟୁ ଘଟିଛି | ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ ସିଂହ | ୨୦୦୪ ମସିହାରୁ ୨ ଥର ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ଦେଶରେ ଶୋକର ଛାୟା ଖେଳିଯାଇଛି … Read more

ପରାଜୟର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ?

Screenshot 2024 12 26 204450

ପରାଜୟର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ବିଜେଡି ୨୮ ତମ ପ୍ରତିଷ୍ଠା ଦିବସରେ ଆଜି ନବୀନ ପଟନାୟକ ହରିବାର ମୁଖ୍ୟ କାରଣ ଗୁଡିକ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ସାରଦୁନିଆରେ ଓଡିଶା କୁ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି | ଅନ୍ୟ ରାଜ୍ୟର ଖାଦ୍ୟ ଶଷ୍ୟ ଉପରେ ନିର୍ଭର କରୁଥିବା ସରକାର ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଇଛି ଓଡ଼ିଶାରେ ଗରିବୀ କମିଛି … Read more

ଫସଲ ନଷ୍ଟ ହେବାରୁ ଚାଷୀଙ୍କ ମୁର୍ତ୍ୟୁ |

କେନ୍ଦ୍ରାପଡା ଜିଲ୍ଲାରୁ ଚାଷିଙ୍କ ମୁର୍ତ୍ୟୁ ଫସଲ ନଷ୍ଟ ହେବାରୁ ଚାଷୀଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି | ରାଜ୍ୟରେ ଲଘୁଚାପ ସୃଷ୍ଟି ହେତୁ ସମସ୍ତ ଜିଲ୍ଲା ମାନଙ୍କରେ ଲାଗି ରହିଛି ବର୍ଷା | ଫସଲ ନଷ୍ଟ ହେଇ ଯାଇଥିବାରୁ ଚାଷୀ ଋଣ ଭାରରେ ବୁଡି ଏବେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଉଛନ୍ତି | ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଅଂଚଳରେ ଚାଷୀ ମୁତ୍ୟୁ କରିବାର ସୂଚନା ମିଳିଛି | ଚାଷୀଙ୍କ … Read more

ବାଲେଶ୍ୱରରେ ବ୍ୟାଙ୍କ ପୋଡିଦେଲେ ଦୁର୍ବୁତ୍ତ |

ବାଲେଶ୍ୱରରେ ବ୍ୟାଙ୍କ ପୋଡିଦେଲେ ଦୁର୍ବୁତ୍ତ ଘଟଣାଟି ବାଲେଶ୍ୱରର ସିମିଲିଆ ଅଂଚଳର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଦୁର୍ବୁତ୍ତ ମାନେ ଚୋରି କରି ବ୍ୟାଙ୍କରେ ନିଆଁ ଲଗେଇଦେଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହନୀ ପହଂଚି ନିଆଁ କୁ ଆୟତ କରିବା କାର୍ଯ୍ୟ କରିଥିଲା | ଦୁର୍ବୁତ୍ତ ମାନେ କିପରି କରିଥିଲେ ଲୁଟ | ଗତ କାଲି ରାତିରେ ଦୁର୍ବୁତ୍ତ ମାନେ ଏହି ଭଳି କାଣ୍ଡ କରିଥିବାର ସୁଚନା ମିଳିଛି | ସ୍ଥାନୀୟ ଲୋକମାନେ କହିଛନ୍ତି ଦୁର୍ବୁତ୍ତ … Read more

କାଜାଖସ୍ତାନରେ ହେଲା ବିମାନ କ୍ରାସ |

Screenshot 2024 12 25 141017

କାଜାଖସ୍ତାନରେ ହେଲା ବିମାନ କ୍ରାସ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ ଏଭଳି ଏକ ଭୟଙ୍କର ଦୃଘଟଣା ଘଟିଛି | ବିମାନରେ ୮୦ ରୁ ଉର୍ଧ ଲୋକ ଯାତ୍ରା କରିବାର ସୂଚନା ମିଳିଛି ବିମାନଟି ବାକୁରୁ ରୁ ଗ୍ରଜନୀ ଯାଉଥିବାବେଳେ ଏହିଭଳି ଏକ ଦୃଘଟଣା ଘଟିଥିଲା | ଦୃଘଟଣାରେ କୌଣସି ଯାତ୍ରୀ ମାନଙ୍କର ମୁର୍ତ୍ୟୁ ଏବଂ ଆହତ ହେବା ଖବର ଜଣାପଡ଼ି ନାହିଁ | ଦୃଘଟଣାର ହେବାର କାରଣ ଏବେ ସ୍ପଷ୍ଟ ଜଣାପଡିନାହିଁ ଏଭଳି ଏକ ଦୁଖଦ ଘଟଣା … Read more

କୋହଳା ପାଗକୁ ଲାଗି ରହିଛି ଝିପି ଝିପି ବର୍ଷା

କୋହଳା ପାଗକୁ ଲାଗି ରହିଛି ଝିପି ଝିପି ବର୍ଷା ପୁଣି ଲଘୁଚାପ ସୃଷ୍ଟି ହେତୁ ବର୍ଷା ଲାଗିରହିଥିବାରୁ ସମସ୍ତ ଓଡିଶାବାସି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଏବେ ସମସ୍ତ ରାଜ୍ୟରେ କୋହୋଲା ପାଗ ସହିତ ଝିପି ଝିପି ବର୍ଷ ଦେଖାଦେଇଛି ଆଜି ୮ ଟି ଜିଲ୍ଲାକୁ ସତର୍କ ରହିବ ପାଇଁ ପାଣି ପାଗ ବିଭାଗ ସୂଚନା ଦେଇଛି | ସେଶବୁ ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଡ, ଗଂଜାମ , କୋରାପୁଟ, ରାୟଗଡା, ମାଲକାନଗିରି … Read more

ବାଲେଶ୍ୱର ଜିଲ୍ଲାରେ ଦିନ ଦ୍ୱିପହରେ ଲୁଟ |

ବାଲେଶ୍ୱର ଜିଲ୍ଲାରେ ଦିନ ଦ୍ୱିପହରେ ଲୁଟ କିଛି ଦିନ ତଳେ ବାଲେଶ୍ୱରରେ ଚୋରିର ପରିମାଣ ଦିନକୁ ଦିନ ବଢିବାକୁ ଲାଗିଛି |ବାଲେଶ୍ୱରରେ କାମାର୍ଦ୍ଧ ଅଂଚଳରେ ଚୋରି କରିଛନ୍ତି ଦୂର୍ବତ ମାଳତୀ ଜୁଏଲର୍ସ ଦୋକାନରେ ଦୁର୍ବୁତ୍ତ ମାନେ ଆଜି ସକାଳୁ କରିଛନ୍ତି ଲୁଟ |ଘଟଣା ସ୍ଥଳରେ କମର୍ଦ୍ଧ ପୋଲିସ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |ଦୋକାନ ଖୋଲିବା କିଛି ସମୟ ପରେ ଲୁଟିନେଲେ ଦୁର୍ବୁତ୍ତ | ଦିନ ଦ୍ୱିପହରେ କିପରି କରିଥିଲେ ଲୁଟ | ଦୋକାନ ମାଲିକ … Read more

ଫେବୃଆରୀ ୧୯ ରୁ ଚାମ୍ପିୟନ ଟ୍ରଫି ଆରମ୍ଭ |

Screenshot 2024 12 24 205732

ଫେବୃଆରୀ ୧୯ ରୁ ଚାମ୍ପିୟନ ଟ୍ରଫି ଆରମ୍ଭ | ଆୟୋଜିତ ହେବାକୁ ଯାଉଛି ଚାମ୍ପିୟନ ଟ୍ରଫି ଫେବୃଆରୀ ୧୯ ତାରିଖରୁ ମ୍ୟାଚ ଆରମ୍ଭ ହେବ ମାର୍ଚ୍ଚ ୯ ତାରିଖରେ ସରିବ | ଏବଂ ପାକିସ୍ତାନରେ ସମସ୍ତ ମ୍ୟାଚ ଖେଳିବାକୁ ଭାରତ ସ୍ୱୀକାର କରିନଥିଲା | ଚାମ୍ପିୟନ ଟ୍ରଫିର ସମସ୍ତ ଵିଵାଦ ତୁଟିଲା ଭାରତର ସମସ୍ତ ମ୍ୟାଚ ଦୁବାଇରେ ଆୟୋଜନ କରାଯାଇଛି | ଭାରତର ସମସ୍ତ ମ୍ୟାଚ ଦୁବାଇରେ ଆୟୋଜନ କରାଯାଇଛି | ଭାରତ ଚାମ୍ପିୟନ ଟଫି ର … Read more