ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି |
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି |ଆଜି ଜାତୀୟ ଉପଭୋକ୍ତା ଦିବସରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ ଠକାମୀ ବିଷୟରେ କହିଥିଲେ | ଆପଣମାନେ କେହି ନ କେହି ଚିଟଫଣ୍ଡ ଠକାମୀର ଶିକାର ହୋଇଥିବେ ମୁ ବି ହୋଇଛି ମୁ ଟଙ୍କା ଯୋଗାଡ଼ କରି ଠକ ସଂସ୍ଥାକୁ ଦେଇଥିଲି ପରେ ଦେଖିଲି ସଂସ୍ଥା ନାହିଁ | ଏବଂ ସମସ୍ତଙ୍କୁ ଚିଟଫଣ୍ଡ ଠକେଇରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି | ମ୍ୟଖ୍ୟମନ୍ତ୍ରୀ କେମିତି ଚିଟଫଣ୍ଡ ଠକେଇର … Read more