ଓଡ଼ିଶାର ଉପକୂଳ ଅଂଚଳରେ ଲଘୁଚାପ ସୃଷ୍ଟି |

ଓଡ଼ିଶାର ଉପକୂଳ ଅଂଚଳରେ ଲଘୁଚାପ ସୃଷ୍ଟି | ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି କାଲିଠୁ ଅନେକ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି | ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବାର ସମ୍ଭାବନା ଅଛି | ଆସନ୍ତା ୨ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବାର ପାଣିପାଗ ବିଭାଗରୁ ସୂଚନା ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ନୟଗାର୍ଡ଼ … Read more

ଆଜିଠୁ ଦିନ ଛୋଟ ରାତି ବଡ |

ଆଜିଠୁ ଦିନ ଛୋଟ ରାତି ବଡ | ଆଜି ଭୁବନେଶ୍ୱରରେ ଦିନ ଛୋଟ ଦେଖିବାକୁ ମିଳିବ ଆଜି ବର୍ଷର ଦିନ ଛୋଟ ରାତି ବଡ଼ ହେବାର ସୂଚନା ମିଳିଛି | ଅଜିଠୁ ଦିନ ଛୋଟ ରାତି ବଡ | ଆଜି ଶନିବାର ଦିନର ସମୟ ୧୦ ଘଣ୍ଟା ୫୪ ମିନଟ ୨୪ ସେକେଣ୍ଡ ରହିବ ଏବଂ ରାତ୍ରିର ସମୟ ୧୩ ଘଣ୍ଟା ୫ ମିନିଟ ୩୬ ସେକଣ୍ଡ ରହିବ | ଏହା ପ୍ରତ୍ୟକ ବର୍ଷ ଡ଼ିସେମ୍ବର ୨୨ … Read more

ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର

ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋରଗତ ଗୁରୁବାର ଦିନ ତୃତୀୟ ମ୍ୟାଚରେ ଭାରତ ମହିଳା ଟିମ ବିଜୟ ହାସଲ କରିଛନ୍ତି | ୱେଷ୍ଟଇଣ୍ଡିଜ ମହିଳା ଟିମ ଵିପକ୍ଷରେ ଭାରତ ମହିଳା ଟିମ ସହିତ ୩ଟି ମ୍ୟାଚର ଆୟୋଜନ କରଯାଇଥିଲା | ସେଥିରେ ୨ -୧ ଶୃଙ୍ଖଲା ଜିତିଛି ଭାରତ | ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର | ଭାରତ ୪ ୱିକେଟ୍ ବିନିମୟରେ ୨୧୭ ରନ କରିଥିଲା |ଏବଂ ୬୦ ରନରେ ବିଜୟ … Read more

ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ

ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ ଜୟପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଭୟାନକ ବିସ୍ପୋରଣ ଘଟିଥିଲା | ଗ୍ୟାସ ଗାଡି ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି | ଦୃଘଟଣାରେ ୪୦ ରୁ ଅଧିକ ଲୋକ ଆହତ ହେବ ସହ ୫ ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଛନ୍ତି | ଦୃଘଟଣାଟି କେମିତି ଘଟିଲା ଘଟଣାଟି ରାଜସ୍ଥାନର ଜୟପୁର ଅଂଚଳର ହୋଇଥିଲା ଦୃଘଟଣାଟି … Read more

ଉତ୍ତରପ୍ରଦେଶରେ ସଡକ ଦୃଘଟଣାରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ ବରଣ କରିଛନ୍ତି।

ଉତ୍ତରପ୍ରଦେଶରେ ସଡକ ଦୃଘଟଣାରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ ବରଣ କରିଛନ୍ତି। କାର ଓ ଟ୍ରକ ଧକ୍କା ହେବ ଫଳରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ କରିଛନ୍ତି। ସମସ୍ତଙ୍କୁ ଆମ୍ବୁଲାନ୍ସ ମାଧ୍ୟ୍ୟମରେ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିଲା ଏହି ଘଟଣାଟି ଉତରପ୍ରଦେଶର ସାହାଜାହାପୁରର ମଦନପୁର ଅଂଚଳ ନିକଟରେ ଏହି ମର୍ମତୁଣ୍ଡ ଦୃଘଟଣା ଦେଖିବାକୁ ମିଳିଥିଲା। ସମସ୍ତ ଆହତ ଗୁରୁତର ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି । ଗତ କାଲି ରାତିରେ କିଭଳି ଭାବେ … Read more

ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ

ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ

ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ। ବିଜେପିର ଦୁଇ ଜଣ ସଂସଦକୁ ରାହୁଲଙ୍କ ଧକ୍କାରେ ୨ଜଣ ଆହତ ହୋଇଛନ୍ତି। ଯାହାଫଳରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡି ମୁଣ୍ଡରେ ଆହତ ଲାଗିଛି ଏବଂ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲିଥିଲେ ସେ ମୋ ଉପରେ ପଡ଼ିଥିଲେ ମୁ ସିଡିରୁ ଖସି ତଳେ ପଡ଼ିଥିଲି। ରାହୁଲ ଗାନ୍ଧୀଙ୍କ ଧକ୍କାରେ ମୁକେଶ ରାଜପୁତଙ୍କୁ ବିଜେପିର ସଂସଦ ଆଇସିୟୁରେ ଭର୍ତି ରାହୁଲ … Read more

ରୁଷ ଦେଶ ବାହାର କରିଛି କ୍ୟାନସର ରୋଗର ଟୀକା

ରୁଷ ଦେଶ ବାହାର କରିଛି କ୍ୟାନସର ରୋଗର ଟୀକା ବହୁତ ବର୍ଷ ଧରି ଲୋକମାନେ ଯେଉଁ ରୋଗରେ ମୁର୍ତ୍ୟୁ ବରଣ କରି ଆସୁଛନ୍ତି । ଅନେକ ଗବେଷଣା କେନ୍ଦ୍ର ସହଯୋଗରେ ରୁଷ କ୍ୟାନସର ରୋଗର ଟୀକା ବାହାର କରିଛି । ଏହା ସମସ୍ତ ରୋଗୀ ମାନକୁ ମାଗଣାରେ ଦିଆଯିବ ବୋଲି ଘୋଷଣା କରାଯାଇଛି ୨ ୦୨୫ ମସିହା ଆରମ୍ଭରେ ଆସିବାର ସମ୍ଭାବନା ଅଛି। ଅନେକ ଗବେଷଣଙ୍କ ସାହଜରେ କ୍ୟାନସର ଟୀକାର ବିକଶିତ ହୋଇପାରିଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର … Read more

ଇଣ୍ଟରନାସନାଲ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ

କେବଳ IPL ମ୍ୟାଚ ଖେଳିବେ ରବିଚନ୍ଦ୍ରନ ଅଶ୍ଵିନ

ଇଣ୍ଟରନାସନାଲ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ ଆଜି ଅଷ୍ଟ୍ରେଲିଆ , ଭାରତ ବର୍ଷା ଯୋଗୁ ଖେଳ ଡ୍ର ରହିଥିଲା ବେଳେ ପ୍ରେସ୍ରକନଫରେନ୍ସ ମାଧ୍ୟମରେ ଅଶ୍ବିନୀ ତାଙ୍କ ଅବସର ଘୋଷଣା କରିଛନ୍ତି ସମସ୍ତ ଖେଳାଳି ମନକୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ତାଙ୍କ କ୍ୟାରିଅରରେ ୧୦୬ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଟେଷ୍ଟରେ ୩୫୦୩ ରନ କରିଛନ୍ତି ୬ ଟି ଶର୍ତ୍ତକ ୧୪ ଟି ଅର୍ଧ ଶର୍ତ୍ତକ କରିଛନ୍ତି ୫୩୭ ଟି ୱିକେଟ୍ ହାସଲ କରିଛନ୍ତି … Read more

ଭାରତ ଅଷ୍ଟ୍ରେଲିଆ ଟେଷ୍ଟରେ ଆଜି ପଞ୍ଚମ ଦିନ

ଭାରତ ଅଷ୍ଟ୍ରେଲିଆ ଟେଷ୍ଟରେ ଆଜି ପଞ୍ଚମ ଦିନ

ଆଡିଲେଡରେ ଖେଳ ହୋଇଥିବା ଭାରତ ଅଷ୍ଟ୍ରେଲିଆ ଟେଷ୍ଟରେ ଆଜି ପଞ୍ଚମ ଦିନରେ ୨୬୦ ରନରେ ଅଲଆଉଟ ହୋଇଛି ଇଣ୍ଡିଆ ଟିମ ପଥମ ପାରିରେ ଅଷ୍ଟ୍ରେଲିଆ ୪୪୫ ରନରେ ଭାରତ ଅଲଆଉଟ କରିଥିଲେ ଅଷ୍ଟ୍ରେଲିଆ ଟିମରୁ ଷ୍ଟିଭେନ ସ୍ମିଥ , ଟ୍ରାଭିସ ହେଡ ଧୁଆଧାର ବାଟିଙ୍ଗ କରିଥିଲେ ସ୍ମିଥ ୧୦୧ ରନ କରିଥିଲେ ଏବଂ ଟ୍ରାଭିସ ୧୫୨ ରନ ପାରି ସାହାଯ୍ୟରେ ଅଷ୍ଟେଲିଆ ୪୪୫ ରନ କରି ପାରିଥିଲା । ଭାରତର ବୋଲର କେବଳ ଯଶପ୍ରୀତ ବୁମରାହାଙ୍କ ପଦର୍ଶନ … Read more

IAS ପଦବୀରୁ ବାହାରିଲେ ବିଷ୍ଣୁପଦ ସେଠି

IAS ପଦବୀରୁ ବାହାରିଲେ ବିଷ୍ଣୁପଦ ସେଠି

IAS ପଦବୀରୁ ବାହାରିଲେ ବିଷ୍ଣୁପଦ ସେଠି ୩ ଟି ମୁଖ୍ୟ ଭୂମିକାରେ କାର୍ଯ୍ୟ କରୁ ଥିଲେ । ଆଜି ତାଙ୍କୁ କାଯ୍ୟରୁ ବହିଷ୍କାର କରାଯାଇଛି କିଛି ଦିନ ତଳେ ବ୍ରିଜ ଆଣ୍ଡ ରୂଫ କମ୍ପାନୀରେ ରେଡ କରିଥିଲା CBI ଟିମ IAS ଅଫିସର ବିଷ୍ଣୁପଦ ସେଠିଙ୍କୁ କମ୍ପାନୀ ସହିତ ଲିଙ୍କ ରହିଥିବାର ସୂଚନା ପାଇଥିଲା ଦିଲ୍ଲୀ CBI ଟିମ ଏବଂ ବିନା ଟେଂଣ୍ଡରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିବାର ଅଭିଯୋଗ ଆସିଥିଲା ବିଷ୍ଣୁପଦଙ୍କ ନାମରେ ଡ଼ିସେମ୍ବର ୧୧ … Read more