ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି | ଦେଶରେ ପୁଣିଥରେ କରୋନା ବ୍ୟାପିବାରୁ ଲୋକମାନେ ଭୟଭୀତ ହେବା ଆରମ୍ଭ କଲେଣି | ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରରୁ ଉର୍ଧ ବ୍ୟାପିଥିବା ସୂଚନା ମିଳୁଛି | ଦେଶରେ ୨୪ ଘଣ୍ଟା ମଧ୍ୟରେ ୮୦୦ଟି ନୂତନ କରୋନା ଆକ୍ରାନ୍ତ ବାହାରିଥିବା ଜଣାପଡିଛି ଏବଂ ସେଥିରେ ୪ ଜଣକ ମୁର୍ତ୍ୟୁ ଘଟିଥିବା ଜଣାପଡିଛି | କର୍ଣ୍ଣାଟକ ଓ ପଞ୍ଜାବର ଜଣେ ଜଣେ ମୁର୍ତ୍ୟୁ … Read more

ପୁଣି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ପୁଣି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା | ରାଜ୍ୟରେ କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି | ରାଜ୍ୟରେ ବଜ୍ରପାତ ସହ ପ୍ରବଳ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ମିଳୁଛି | ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, , ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ, କଳାହାଣ୍ଡିକଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ଆଦି ଜିଲାରେ ଘଣ୍ଟାପ୍ରତି ୪୦ରୁ … Read more

RCB ବିଜୟ ଖୁସିରେ ଦଳାଚକଟାରେ ୧୧ ଜଣ ମୁର୍ତ୍ୟୁକୁ ନେଇ ୪ ଜଣ ଗିରଫ ?

RCB ବିଜୟ ଖୁସିରେ ଦଳାଚକଟାରେ ୧୧ଜଣ ମୁର୍ତ୍ୟୁକୁ ନେଇ ୪ ଜଣ ଗିରଫ ?

RCB ବିଜୟ ଖୁସିରେ ଦଳାଚକଟାରେ ୧୧ଜଣ ମୁର୍ତ୍ୟୁକୁ ନେଇ ୪ ଜଣ ଗିରଫ | ଗତ ଗୁରବାର ଦିନ ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା | rcbର ବିଜୟ ଖୁସିରେ ଲକ୍ଷ ଲକ୍ଷ ଫ୍ୟାନ୍ସ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଜମା ହୋଇଥିଲା | ୧୭ ବର୍ଷ ପରେ ବିଜୟ ଖୁସିରେ ଟିମକୁ ସମ୍ବଧନ ଦେବା ପାଇଁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଏକ ସମରହର ଆୟୋଜନ କରାଯାଇଥିଲା | ହେଲେ ଟିମ ଆସିବା ପୂର୍ବରୁ ଲୋକମାନଙ୍କ ଠେଲାପେଲାରେ … Read more

ଆସାମରେ ଲଗାଣ ବର୍ଷାରେ ୧୯ ମୂର୍ତ ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ଆସାମରେ ଲଗାଣ ବର୍ଷାରେ ୧୯ ମୂର୍ତ | କିଛି ଦିନ ହବ ପ୍ରବଳ ବର୍ଷାରେ ଆସାମରେ ବନ୍ୟା ପରିସ୍ଥିତି ଲାଗିରହିଥିବା ବେଳେ ସେଥିରେ ୧୯ ଜଣଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି | ଆସାମର ବିଭିନ୍ନ ସହର ଗୁଡିକରେ ରାସ୍ତା ଘାଟ , ଘର ଦ୍ୱାର ସବୁ ଆଡେ ବନ୍ୟା ପାଣି ପସିଯାଇଥିବାରୁ ଲୋକମାନେ ବହୁ ଅସୁବିଧର ସମୁଖିନ୍ନ ହଉଛନ୍ତି | ରାସ୍ତା ଗୁଡିକରେ ପାଣି ସବୁ ଭର୍ତି ରହିଥିବାରୁ ଗାଡି ମଟର ସବୁ ବନ୍ଦ ରହିଥିବା … Read more

ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣାରେ ୪ ଜଣ ମୂର୍ତ ?

Screenshot 2025 06 03 133959

ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣାରେ ୪ ଜଣ ମୂର୍ତ | ଘଟଣାଟି ନବରଙ୍ଗପୁର ଜିଲ୍ଲା ପଡଲଗୁଡାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା | ପାଇଖାନା ଟାଙ୍କି ସଫା କରିବାକୁ ଆସିଥିବା ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଗାଁର ଦୁଇ ଜଣ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି | ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ … Read more

ରାଜ୍ୟରେ କୋଭିଡ ଆକ୍ରମଣ ଦିନକୁ ଦିନ ବଢିବା ଦେଖାଦେଉଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ରାଜ୍ୟରେ କୋଭିଡ ଆକ୍ରମଣ ଦିନକୁ ଦିନ ବଢିବା ଦେଖାଦେଉଛି | ପୁଣିଥରେ ଦେଶରେ କୋରାନା ଭାଇରସ ଦିନକୁ ଦିନ ବଢୁଥିବା ବେଳେ ସମସ୍ତ ଦେଶବାସୀଙ୍କ ଚିନ୍ତା ବଢିବା ଲାଗିଛି | କୋଭିଡରେ କିଛି ବର୍ଷ ପୂର୍ବେ ପ୍ରାୟ ଦେଶ ଗୁଡିକରେ ହଜାର ହଜାର ଲୋକ ମୁର୍ତ୍ୟୁ କରିଥିବା ଦେଖାଦେଇଥିଲା | ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫ ଜଣକୁ ବୃଦ୍ଧି ପାଇଥିବା ସୂଚନା ମିଳୁଛି | ପୂର୍ବରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ … Read more

ପଥର ଖଣି ଭୁଶୁଡ଼ିବାରୁ ୧୦ ଶ୍ରମିକ ମୂର୍ତ ?

ପଥର ଖଣି ଭୁଶୁଡ଼ିବାରୁ ୧୦ ଶ୍ରମିକ ମୂର୍ତ | ଘଟଣାଟି ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି | ଶୁକ୍ରବାର ଦିନ ପଥର ଖଣିରେ ଏକ ବଡ଼ ପଥର ଭୁଶୁଡ଼ି ପଡିବାରୁ ଏଭଳି ଏକ ଘଟଣା ଘଟିଛି । ଏକ ବହୁତ ବଡ ଦୃଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ନିଖୋଜ ରହିଥିବା ସୂଚନା ମିଳୁଛି । ପୋଲିସଙ୍କ କହିବା ଅନୁଯାଇ ଖଣିର … Read more

ଆଜି ସନ୍ଧ୍ୟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ଆଜି ସନ୍ଧ୍ୟାରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା | ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | କାଳବୈଶାଖୀର ବର୍ଷା ହେବା ନେଇ ସତର୍କ କରାଯାଇଥିବା ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି-: ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, , ବୌଦ୍ଧ, କନ୍ଧମାଳ , ଢେଙ୍କାନାଳ, ନୟାଗଡ଼ ଏବଂ କଟକ । ଏହିସବୁ ଜିଲ୍ଲା ଗୁଡ଼ିକ … Read more

ଆମେରିକାରେ ଗୋଟିଏ ସପ୍ତାହ ମଧ୍ୟ୍ୟରେ କୋରୋନାରେ ୩୫୦ ମୂର୍ତ ?

Screenshot 2025 05 29 195445 1

ଆମେରିକାରେ ଗୋଟିଏ ସପ୍ତାହ ମଧ୍ୟ୍ୟରେ କୋରୋନାରେ ୩୫୦ ମୂର୍ତ | ଆମେରିକାରେ କୋରୋନା ଦିନକୁ ଦିନ ବଢିବା ଦେଖାଦେଉଛି | ଆମେରିକାରେ ବହୁତ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୫୦ ଲୋକ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି | ଆମେରିକାରେ କୋରୋନା ଦ୍ରୁତ ଗତିରେ ବ୍ୟାପୁଥିବା ନେଇ ସମସ୍ତ ଦେଶର ଚିନ୍ତା ବଢ଼େଇ ଦେଇଛି | ଚିନରେ ମଧ୍ୟ୍ୟ କୋରୋନା ରୋଗରେ ୩୦ ଜଣ ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି | ପୁଣି ସେହି ଭାଇରସ … Read more

ମନ୍ତ୍ରୀ ଓ ଅଫିସର ମାନଙ୍କର ଗାଡି ଖର୍ଚ ବୃଦ୍ଧି ?

Screenshot 2025 05 28 115355

ମନ୍ତ୍ରୀ ଓ ଅଫିସର ମାନଙ୍କର ଗାଡି ଖର୍ଚ ବୃଦ୍ଧି | ମନ୍ତ୍ରୀ ଓ ଅଫିସର ମାନଙ୍କର ମାସିକ ଗାଡି ଖର୍ଚ ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳୁଛି | ରାଜ୍ୟସରକାର ମନ୍ତ୍ରୀ ଓ ଅଫିସର ମାନଙ୍କର ଗାଡି ଖର୍ଚ ବୃଦ୍ଧି କରିବା ନିଷ୍ପତି ନେଇଛନ୍ତି | ୫୦,୪୦୦ ଟଙ୍କା ମନ୍ତ୍ରୀଙ୍କ ଗାଡି ଖର୍ଚ କରାଯାଇଥିବା ସୂଚନା ମିଳୁଛି | ଜିଲ୍ଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧିକରାଯାଇଛି | ବ୍ଲକ , ତହସିଲ ଅଫିସ ଗାଡି … Read more