ଝାରସୁଗଡାରୁ କିଡ଼ନାପ କରି ନାବାଳିକାଙ୍କୁ ହତ୍ୟା
ଝାରସୁଗଡାରୁ କିଡ଼ନାପ କରି ନାବାଳିକାଙ୍କୁ ହତ୍ୟା କରାଯାଇଛି ଇସ୍ପାତ ଶହର ରାଉରକେଲାର ଆସିଛି ଏକ ଦୁଃଖଦ ଘଟଣା ନାବାଳୀକୁ କୁନୁ କିସାନ ଜଣକ ବ୍ୟକ୍ତି ନାବାଳିକାକୁ ଭାପାଉଥିଲା ଏବଂ ବିବାହ କରିବାକୁ ରାଜି ହୋଇ ନଥିଲେ ଏବଂ ନାବାଳିକା ଜଣକ କିଛି ଦିନ ପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପୋଲିସ କୁନାକୁ ଗିରଫ କରିଥିଲା ଏବଂ କୁନାକୁ ଜେଲ ହୋଇଥିଲା ଏବଂ ଗୋଟେ ବର୍ଷ କୁନା ଜେଲରେ ରହି ଥିଲା । କିପରି କଲା ପ୍ଲାନ … Read more