ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ବର୍ଷା ?

୨୪ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ?

ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ବର୍ଷା | ଓଡିଶା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ସମସ୍ତ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଥିବ ନେଇ ଜଣାପଡିଛି | ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନେକ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅନେକ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ୧୬ … Read more

ଗତ କାଲି ଆଇପିଏଲ ର ୬୭ ମ୍ୟାଚରେ ଗୁଜୁରାଟ କୁ ପରାସ୍ତ କରିଛି ଚେନ୍ନାଇ |

Screenshot 2025 05 26 123754

ଗତ କାଲି ଆଇପିଏଲର ୬୭ ମ୍ୟାଚ ଖେଳ ହଉଥିବ ବେଳେ ଗୁଜୁରାଟ କୁ ପରାସ୍ତ କରିଛି ଚେନ୍ନାଇ | କାଲି ଦୁଇଟି ଟିମ ନିଜର ଅନ୍ତିମ ମ୍ୟାଚ ଖେଳୁଥିବା ବେଳେ ଗୁଜୁରାଟ ପରାସ୍ତ ହୋଇଛି | ପଏଣ୍ଟ ଟେବୁଲରେ ସବୁଠୁ ଆଗରେ ରହିଥିବା ବେଳେ ଚେନ୍ନାଇଠୁ ପରାସ୍ତ ହଉଛି ଗୁଜୁରାଟ | ଚେନ୍ନାଇ ତରଫରୁ ସର୍ବାଧିକ ୫୭ ରନ ବ୍ରେଭିସ କରିଥିଲେ | ଚେନ୍ନାଇ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୨୩୦ ରନ କରିଥିଲା … Read more

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ?

Screenshot 2025 05 20 190549

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ | ଘଟଣାଟି କପିଳାସର ଆମ୍ବନାଳି ଗାଁ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି | ବୁଢା ଲୋକଟି ଆମ୍ବ ଗୋଟେଇବାକୁ ଯାଇ ହାତୀ ଆକ୍ରମଣ କରିବା ଦ୍ୱାରା ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ବୁଢ଼ା ବ୍ୟକ୍ତି ଜଣକ ସକାଳୁ ସକାଳୁ ଆମ୍ବ ଗୋଟେଇବାକୁ ଆମ୍ବ ତୋଟାକୁ ଯାଇଥିବାବେଳେ ଆମ୍ବ ତୋଟାରେ ଗୋଟାଏ ଦାନ୍ତ ହାତୀ ରହିଥିବା ବେଳେ ବୁଢ଼ା ବ୍ୟକ୍ତି ଜଣକୁ ଦନ୍ତା … Read more

ପ୍ଲେ ଅଫ ରେସରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବାହାରିଲା ?

Screenshot 2025 05 20 143928

ପ୍ଲେ ଅଫରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବାହାରିଲା | ଗତକାଲି ଆଇପିଏଲର ୬୧ ତମ ମ୍ୟାଚ lsg vs srh ମାଧ୍ୟ୍ୟରେ ଖେଲହଉଥିଲା | ହାଇଦ୍ରାବାଦ ଲକ୍ଷ୍ନୌ କୁ ପରାଜୟ କରି ପ୍ଲେ ଅଫ ରେଷରୁ ବାହାର କରିଛି | ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୫ ରନ କରିଥିଲା | ସେଥିରେ ସର୍ବାଧିକ ୬୫ ରନ ମାର୍ଶ କରିଥିଲେ , ମାର୍କରମ ୬୧ ରନ , ପୁରନଙ୍କ ୪୫ ରନ ସାହାଯ୍ୟରେ ଲଖନଉ ୭ ୱିକେଟ … Read more

ବେଙ୍ଗାଲୁରୁରେ ପ୍ରବଳରୁ ଅତିପ୍ରବଳ ବର୍ଷାରେ ୩ ଜଣକ ମୁର୍ତ୍ୟୁ ?

୨୪ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ?

ବେଙ୍ଗାଲୁରୁରେ ପ୍ରବଳରୁ ଅତିପ୍ରବଳ ବର୍ଷାରେ ୩ ଜଣକ ମୁର୍ତ୍ୟୁ | ଗତକାଲି ବେଙ୍ଗାଲୁରୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କାଲି ୨ ଜଣକ ମୁର୍ତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣକ ମୁର୍ତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି | ଦୁଇ ଦିନ ହବ ବେଙ୍ଗଳାରୋରେ ପ୍ରବଳ ବର୍ଷା ହୋଇଥିବାରୁ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଉଛନ୍ତି | ସମସ୍ତ ରାସ୍ତା ଉପର ପାଣି ରହିଥିବାରୁ ଗାଡି ଯିବା ଆସିବା କରିବାରେ ବହୁତ ଅସୁବିଧା ଦେଖାଦେଇଥିବା ଜଣାପଡିଛି … Read more

ନଦୀରେ କାର ଖସିପଡ଼ିବାରୁ ୫ ମୂର୍ତ ?

Screenshot 2025 02 17 184011 2

ନଦୀରେ କାର ଖସିପଡ଼ିବାରୁ ୫ ମୂର୍ତ | ଘଟଣାଟି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳୁଛି | କାରଟି ଭାରଶ୍ୟାମ ହରାଇ ନଦୀରେ ଖସିପଡିଥିଲା ଏତେ ବଡ ଦୃଘଟଣାରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ସକାଳ ସମୟରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ କାରଟି ପ୍ରଥମେ ଭାରଶ୍ୟାମ ହରାଇ ଡିଭାଇଡରରେ ଧକ୍କା ହୋଇଥିଲା ଓ ପରବର୍ତୀ … Read more

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା ?

Screenshot 2025 03 30 101218

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା | ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା ?| କଟକରେ ବର୍ଷା ଲାଗିରହିଥିବା ସୂଚନା ମିଳୁଛି | ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ଲୋକମାନେ ବହୁ ଅସୁବିଧାର ସଂମୁଖିନ୍ନ ହଉଥିଲେ କେହି ଦ୍ୱିପହରେ ଘରୁ ବାହାରକୁ ଆସୁନଥିଲେ | ଏଭଳି ଏକ କାଳବୈଶାଖୀ ବର୍ଷାରେ ସମସ୍ତ ଓଡିଶା ବାସୀଙ୍କୁ ଅଶ୍ଵଷ୍ଟି କର ଖବର ମିଳୁଛି | ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟ୍ୟରେ ବିପ୍ରବଳ ବର୍ଷ ହେବା … Read more

ମହାରାଷ୍ଟ୍ରରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣ ମୂର୍ତ ?

Screenshot 2025 05 05 172430 1

ମହାରାଷ୍ଟ୍ରରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣ ମୂର୍ତ | ଘଟଣାଟି ମହାରାଷ୍ଟ୍ର ସୋଲାପୁରରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ଟେକ୍ସଟାଇଲ୍ ମିଲ୍ସ ଫ୍ୟାକ୍ଟ୍ରିରେ ଏକ ବହୁତ ବଡ ଆକାରର ଅଗ୍ନିକାଣ୍ଡ ଘଟିଥିବାରୁ ସେଥିରେ ୮ ଜଣ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି | ୮ ଜଣ ମୂର୍ତ ବ୍ୟକ୍ତି ମାନଙ୍କ ମଧ୍ୟରୁ ସେଥିରେ ଗୋଟିଏ ଛୋଟପିଲା ରହିଥିବାବେଳେ ୪ ଜଣ ବ୍ୟକ୍ତି ଓ ୩ ଜଣ ମହିଳା ରହିଥିବା … Read more

ସଡକ ଦୃଘଟଣାରେ ଜଣେ ବ୍ୟକ୍ତି ମୂର୍ତ ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ? 4

ସଡକ ଦୃଘଟଣାରେ ଜଣେ ବ୍ୟକ୍ତି ମୂର୍ତ | ଘଟଣାଟି ରାଞ୍ଚି ବିଜୟବାଡାରେ ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଏକ ଟ୍ରକ ଧକ୍କାରେ ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ବ୍ୟକ୍ତି ଜଣକ ନିଜ ଝିଅ ଘରକୁ ଯାଉଥିବା ବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛନ୍ତି | ଝିଅ ଘର ପ୍ରାୟ ପାଖାପାଖି ହୋଇଥିବାବେଳେ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ବ୍ୟକ୍ତି … Read more

କାଠଯୋଡିରେ ବୁଡି ୨ ଜଣ ଯୁବକ ମୂର୍ତ ?

ଗାଧେଇବାକୁ ନଦୀକୁ ଯାଇଥିବାବେଳେ ପାଣିରେ ବୁଡି ୮ ମୂର୍ତ ?

କାଠଯୋଡିରେ ବୁଡି ୨ ଜଣ ଯୁବକ ମୂର୍ତ | ଘଟଣାଟି କଟକ କାଠଯୋଡ଼ି ମହାନଦୀରେ ଏଭଳି ଏକ ଦୁଖଦ ଘଟଣା ଶୁଣିବାକୁ ମିଳୁଛି | ୨ ଜଣ ଯୁବକ ପାଣିରେ ବୁଡି ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି | ଆଜି ୪ ଜଣ ଯୁବକ କାଠଯୋଡ଼ିକୁ ଗାଧେଇବାକୁ ଆସିଥିବା ବେଳେ ସେଥିରେ ୨ ଜଣ ଯୁବକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | ୨ ଜଣ ଯୁବକ ନଦୀରେ ଗାଢଉଥିବା ବେଳେ ଅନ୍ୟ ଦୁଇ ଜଣ … Read more