୧୨ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ମୁର୍ତ୍ୟୁ ବରଣ କରିଛନ୍ତି ?

Screenshot 2025 05 13 152149

୧୨ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ମୁର୍ତ୍ୟୁ ବରଣ କରିଛନ୍ତି | ଏଭଳି ଏକ ଘଟଣା ପଞ୍ଜାବ ଅମୃତସରରେ ଘଟିଥିବା ସୂଚନା ମିଳୁଛି | ବିଷାକ୍ତ ମଦ ପିଇ ୧୪ ଜଣ ମୁର୍ତ୍ୟୁ କରିଥିବାବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୂର୍ତ ଶରୀର ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିବା ସୂଚନା ମିଳୁଛି | ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ … Read more

ଆସନ୍ତା କାଲି ଆରମ୍ଭ ହବ ବିଜେପିର ଦେଶବ୍ୟାପୀ ତୀରଙ୍ଗା ଯାତ୍ରା |

Screenshot 2025 05 12 211847

ଆସନ୍ତା କାଲି ଆରମ୍ଭ ହବ ବିଜେପିର ଦେଶବ୍ୟାପୀ ତୀରଙ୍ଗା ଯାତ୍ରା | ପାକିସ୍ତାନ ଆତଙ୍କବାଦୀ ଭାରତର ପର୍ଯ୍ୟଟକମାନଙ୍କୁ ଗୁଳି କରି ହତ୍ୟା କରିଥିଲେ | ଭାରତ ତାର ଜବାବରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା | ଏବଂ ଅପେରସନ ସିନ୍ଦୂର ସଫଳତାରେ ଭାଜପା ଆସନ୍ତା କଲି ପଦଯାତ୍ରା କରିବାକୁ ଯାଉଛି | ଏହି ପଦଯାତ୍ରାରେ ଭାଜପାର ସଂସଦ ଓ କର୍ମକର୍ତା ମାନେ ଯୋଗଦେବେ ବୋଲି ସୂଚନା ମିଳୁଛି | ଅପେରସନ ସିନ୍ଦୂରରେ ଭାରତ କିପରି ନିଜ ଦେଶବାସୀଙ୍କୁ … Read more

ପୋଲୋ ତଳକୁ ଖସିପଡିଲା ବସ ୨୦ରୁ ଅଧିକ ଯାତ୍ରୀ ଆହତ ?

Screenshot 2025 02 17 184011 2

ପୋଲୋ ତଳକୁ ଖସିପଡିଲା ବସ ୨୦ରୁ ଅଧିକ ଯାତ୍ରୀ ଆହତ | ଦୃଘଟଣାଟି ବାଲେଶ୍ୱର ନୁଣିଆଯୋଡି ପୋଲୋ ଉପରେ ଭାରଶ୍ୟାମ ହରାଇ ତଳକୁ ଖସିଆପଡିଥିବା ସୂଚନା ମିଳୁଛି | ଏକ ବହୁତ ବଡ ଦୃଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି | ବସରେ ଭିତରେ ୪୦ରୁ ଉର୍ଧ ଯାତ୍ରୀ ରହିଥିବା ସୂଚନା ମିଳୁଛି | ଦୃଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି | ଯାତ୍ରୀମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ କିଛି ସମୟ … Read more

ଘରେ ନିଆଁ ଲାଗି ଗୋଟେ ପରିବାରର ୫ ମୁର୍ତ୍ୟୁ ?

Screenshot 2025 05 05 172430

ଘରେ ନିଆଁ ଲାଗି ଗୋଟେ ପରିବାରର ୫ ମୁର୍ତ୍ୟୁ | ଘଟଣାଟି ଉତ୍ତରପ୍ରଦେଶ କାନପୁର ଚମନଗଞ୍ଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି | ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ଜଣ ଲୋକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଗୋଟିଏ ପରିବାରର ବାପା ମା ସହିତ ୩ ଜଣ ପିଲା ପୋଡି ହୋଇ ମୁର୍ତ୍ୟୁ ବରଣ କରିଛନ୍ତି | ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡୁଛି | ନିଆଁ … Read more

ଜମ୍ମୁ-କାଶ୍ମୀରରେ ଗଭୀର ଖାଲକୁ ଗାଡି ଖସିବାରୁ ୩ ଯବାନ ମୂର୍ତ ?

Screenshot 2025 05 04 200812

ଜମ୍ମୁ-କାଶ୍ମୀରରେ ଗଭୀର ଖାଲକୁ ଗାଡି ଖସିବାରୁ ୩ ଯବାନ ମୂର୍ତ ? ଆଜି ରବିବାରରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ଦୃଘଟଣାଟି ଆଜି ସକାଳ ୧୧ଟା ସମୟରେ ଘଟିଥିବା ସୂଚନା ମିଳୁଛି | ସେନାବାହିନୀ ଗାଡିଟି ବହୁତ ଗଭୀର ଖାଲ ଭିତରକୁ ଖସିପଡିଥିଲା ପ୍ରାୟ ୭୦୦ ପୁଟ ତଳକୁ ଖସିପଡିଥିଲା | ଦୃଘଟାଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି | ଯବାନ ଗାଡିଟି ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଏଭଳି ଏକ ଦୃଘଟଣାର … Read more

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ?

Screenshot 2025 05 02 092410

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ | ଆଜି ଅପରାହ୍ନ ୪ ଟାରେ ମାଟ୍ରିକ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳୁଛି | ସନ୍ଧ୍ୟା ୬ ଟାରେ ୱେବ୍ସାଇଟରେ ମାଟ୍ରିକ ପିଲାମାନେ ରେଜଲ୍ଟ ଦେଖିପାରିବେ | ରାଜ୍ୟରେ ସର୍ବମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳୁଛି |ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦରୁ ଆଜି ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇବା ବୋଲି … Read more

ମେ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା ?

Screenshot 2025 02 22 180137

ମେ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା | ଓଡ଼ିଶାରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟରେ ଆସନ୍ତା କାଲିଠୁ ଗଜପତି , ଗଂଜାମ ଓ ମୟୁରଭଞ୍ଜ ଏହି ସବୁ ଜିଲ୍ଲା ଗୁଡିକୁ ପ୍ରବଳରୁ ଅତିପ୍ରବଳ ବର୍ଷା ଓ କୁଆପଥର ବର୍ଷା ହେବ ନେଇ ପାଣିପାଗ ବିଭାଗରୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରଯାଇଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ହୋଇଥିବାବେଳେ … Read more

ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ମୁର୍ତ୍ୟୁ ?

Screenshot 2025 02 17 184011 2

ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ମୁର୍ତ୍ୟୁ | କଳାହାଣ୍ଡି କୋକସରା ଥାନା ବେହେରା ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଧକ୍କା ଦେଇଥିବାରୁ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଖ ମେଡିକାଲକୁ ନିଆଯାଇଥିଲା । କିଛି ସମୟ ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକଙ୍କ ମୁର୍ତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରଧ କରିଥିବା ସୂଚନା ମିଳୁଛି । ମୂର୍ତ ବ୍ୟକ୍ତି ଜଣକ ପରିବାରର … Read more

ଚେନ୍ନାଇରେ ପିଟି ପିଟି ମାରିଦେଲେ ଓଡିଶାର ଜଣେ ଶ୍ରମିକଙ୍କୁ ?

Screenshot 2025 05 01 153144

ଚେନ୍ନାଇରେ ପିଟି ପିଟି ମାରିଦେଲେ ଓଡିଶାର ଜଣେ ଶ୍ରମିକଙ୍କୁ | ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ ମଧୁସୂଦନ ନାୟକ ସେଠି କିଛି ଯୁବକ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳୁଛି | କେନ୍ଦୁଝର ଘସିପୁରା ଥାନା କୁମୁଣିଆ ଗାଁର ମଧୁସୂଦନ ନାୟକ ଦୀର୍ଘ ବର୍ଷ ଧରି ଚେନ୍ନାଇ ଦାଦନ ଖଟିବାକୁ ଯାଇଥିଲେ | ହେଲେ ସେଠାକାର କିଛି ଦୁର୍ବୁତାମାନେ ମଧୁସୂଦନ ନାୟକଙ୍କୁ ହାତ ଗୋଡ ବାନ୍ଧି ପିଟି ପିଟି ହତ୍ୟା କରିଥିବା ଜଣାପଡିଛି | … Read more

ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ?

Screenshot 2025 05 01 150140

ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ | ଆଜିଠୁ ଭିତରକନିକା ୩ ମାସ ବନ୍ଦ ରହିବ ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳୁଛି | ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ମିଳୁଛି | ବଉଳା କୁମ୍ଭୀର ମାନଙ୍କର ପ୍ରଜନନକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତି ନିଆଯାଇଛି | ପର୍ଯ୍ୟଟକ ମାନକ ସୁରକ୍ଷା ଦୃଷ୍ଟିରେ ଭିତରକନିକା ବନ୍ଦ ରହିବ ଲାଗି ନିଷ୍ପତି ନିଆଯାଇଛି | ଏହି କିଛି ମାସ … Read more