ରାଜ୍ୟରେ ଆସନ୍ତା ୫ ଦିନ ଲାଗିରହିବ ବର୍ଷା ?

Screenshot 2025 02 22 180137

ରାଜ୍ୟରେ ଆସନ୍ତା ୫ ଦିନ ଲାଗିରହିବ ବର୍ଷା | ଆଜି ଓଡ଼ିଶାରେ ସନ୍ଧ୍ୟା ସମୟରୁ କିଛି କିଛି ସ୍ଥାନରେ ବର୍ଷା ହେବା ଦେଖାଦେଉଛି | ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଓ ଘଡଘଡି ଜୋରେ ହୋଇଥିବା ପାଣିପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା … Read more

ଆଜି ୨ ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କୁ ମିଳିଲା ସୁଭଦ୍ରା ଟଙ୍କା ?

Screenshot 2025 04 19 210132 1

ଆଜି ୨ ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କୁ ମିଳିଲା ସୁଭଦ୍ରା ଟଙ୍କା | ପୁରୀର ତାଳବଣିଆଠାରେ ଆୟୋଜନ ହୋଇଥିବା ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ ଦେଇ ୬ ଲକ୍ଷରୁ ଉର୍ଧ ଲୋକ ନୂତନ ରାସନ କାର୍ଡ ବାଂଟିଥିବା ସୂଚନା ମିଳୁଛି | ୨ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଆଜି ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରାଯାଇଛି | ସମସ୍ତ ହିତାଧିକାରୀମାନଙ୍କୁ ୫୦୦୦ ନୁହେଁ ବରଂ ୧୦୦୦୦ ଟଙ୍କା ପ୍ରଦାନ କରାଯାଇଛି ବୋଲି … Read more

ପୁଅକୁ ବଞ୍ଚେଇବାକୁ ଯାଇ ମା ମୂର୍ତ ?

Screenshot 2025 04 23 200930

ପୁଅକୁ ବଞ୍ଚେଇବାକୁ ଯାଇ ମା ମୂର୍ତ | ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ପ୍ରଧାନପାଟକାରି ଗାଁରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ମା ପୁଅ ପୋଖରୀକୁ ଗାଧେଇଯାଇଥିଲେ ପୁଅକୁ ପୋଖୋରୀରେ ବୁଡ଼ିଯାଉଥିବା ଦେଖି ମା ନିଜ ପୁଅକୁ ବଞ୍ଚେଇବାକୁ ଯାଇ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | ମା ପୁଅଟିକୁ ବଞ୍ଚେଇଥିଲେ ମଧ୍ୟ ନିଜେ ବୁଡିଯାଇଥିଲେ | ପୁଅ ସଂଗେ ସଂଗେ ଗାଁ ଲୋକଙ୍କୁ ଡାକିଥିଲେ ଗାଁର କିଛି ଯୁବକ ଆସି ପାଣିରେ ବୁଡି … Read more

ଆଜିଠୁ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର ?

Screenshot 2025 04 23 194652

ଆଜିଠୁ ସ୍କୁଲ ବନ୍ଦ ଘୋଷଣା କଲେ ସରକାର | ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ , ଅଙ୍ଗନବାଡି , ଶିଶୁବାଟିକା ଆଜିଠୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି | ରାଜ୍ୟରେ ରହିଥିବା ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ ରହିବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଘୋଷଣା କରିଛନ୍ତି | ରାଜ୍ୟରେ ବର୍ତମାନ ତାପମାତ୍ରା ପ୍ରାୟ ଜିଲ୍ଲା ଗୁଡିକରେ ୪୩ , ୪୪ ଡିଗ୍ରୀ ରହିଥିବା … Read more

ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିଲା ବୋଲର ୮ ମୂର୍ତ ?

Screenshot 2025 02 17 184011 2

ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିଲା ବୋଲର ୮ ମୂର୍ତ | ଘଟଣାଟି ମଧ୍ୟପ୍ରଦେଶ ଅଞ୍ଚଳରେ ଘଟିଥିବା ସୂଚନା ମିଳୁଛି | ଗୋଟିଏ ବୋଲର ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିପଡିଛି ଘଟଣା ସ୍ଥଳରେ ୮ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି |ଦୃଘଟଣାରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ଜବେରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ବୋଲରଟି ଅତି ଦ୍ରୁତ ଗତିରେ … Read more

PCR ଗାଡିକୁ ଚାପିଦେଲେ ଟ୍ରାକ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀ ମୂର୍ତ ?

Screenshot 2025 04 22 133118

PCR ଗାଡିକୁ ଚାପିଦେଲେ ଟ୍ରାକ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀ ମୂର୍ତ | ଘଟଣାଟି କଟକ ପାରାଦୀପ ରାସ୍ତା ଗତିରାଉତପାଟଣାରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଆଜି ସକାଳ ସମୟରେ ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟିଏ ବାଲି ବୋଝେଇ ଟ୍ରାକ PCR ଗାଡିକୁ ଚାପିଦେଇଥିଲା | ଘଟଣା ସ୍ଥଳରେ ୨ ଜଣ ପୋଲିସ କର୍ମଚାରୀ ମୁର୍ତ୍ୟୁ ବରଣ କରିଥିବାବେଳେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତରଭାବେ ଆହତ ହୋଇଛନ୍ତି … Read more

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ?

Screenshot 2025 04 22 132053

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା | ଘଟଣାଟି ରାୟଗଡା ପଦ୍ମପୁର ହାଟପଦା ସାହିର ଏଭଳି ଏକ ଖବର ଶୁଣିବାକୁ ମିଳୁଛି | ଗୁଣି ସନ୍ଦେହରେ ସଙ୍ଘବଦ ହୋଇ ଆକ୍ରମଣ କରିଛନ୍ତି କିଛି ଲୋକ | ଆକ୍ରମଣରେ ବ୍ୟକ୍ତି ଜଣକ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳୁଛି | ଦୁଇ ଦିନ ପୂର୍ବରୁ ଗାଁରେ ଜଣେ ବ୍ୟକ୍ତିଙ୍କ ମୁର୍ତ୍ୟୁ ହୋଇଥିଲା ସେହି ମୁର୍ତ୍ୟୁ ଘଟଣାକୁ ନେଇ କେହି ଜଣେ ଗୁଣି କରି ହତ୍ୟା କରିଥିବା ଗାଁ ଲୋକ … Read more

ସ୍ତ୍ରୀକୁ ମାରି ସ୍ୱାମୀ ଫେରାର ?

Screenshot 2025 04 21 183754

ସ୍ତ୍ରୀକୁ ମାରି ସ୍ୱାମୀ ଫେରାର | ଘଟଣାଟି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦୀ ଗାଁ ରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ନିଜ ସ୍ତ୍ରୀକୁ ମାରି ସ୍ୱାମୀ ଜଣକ ଫେରାର ରହିଥିବା ସୂଚନା ମିଳୁଛି | ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟ ଭିତରେ ଲୁଚେଇ ନିଜ ଘରେ ତାଲା ପକାଇ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା ମିଳୁଛି | ୨ ରୁ ୩ ଦିନ … Read more

ଦିନକୁ ଦିନ ତାପମାତ୍ରା ବଢିବା ଲାଗିଛି ଆଜି ଝାରସୁଗଡରେ ସର୍ବାଧିକ ୪୪.୮ ଡିଗ୍ରି ରେକର୍ଡ କରାଯାଇଛି ?

Screenshot 2025 03 25 185116

ଦିନକୁ ଦିନ ତାପମାତ୍ରା ବଢିବା ଲାଗିଛି ଆଜି ଝାରସୁଗଡରେ ସର୍ବାଧିକ ୪୪.୮ ଡିଗ୍ରି ରେକର୍ଡ କରାଯାଇଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ରାଜ୍ୟରେ ଦୁଇ ଦିନ ହବ ତାପମାତ୍ରା ଅତ୍ୟଧିକ ବଢିବା ଦେଖାଦେଉଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ତାପମାତ୍ରା ୪୩ ଡିଗ୍ରୀ ବଢିବା ଦେଖାଦେଉଥିବାବେଳେ ଆଗକୁ ତାପମାତ୍ରା ଆହୁରି ବଢିବା ନେଇ ସୂଚନା ମିଳୁଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା … Read more

ପୋଖରୀରେ ବୁଡି ବାପା ମୂର୍ତ ପୁଅ ଗୁରୁତର ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ପୋଖରୀରେ ବୁଡି ବାପା ମୂର୍ତ ପୁଅ ଗୁରୁତର | ଘଟଣାଟି କେନ୍ଦୁଝର ଜିଲ୍ଲା ଟାଙ୍ଗରାଣୀ ଗାଁରେ ଏଭଳି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳୁଛି | ପୋଖରୀରେ ବୁଡି ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ଦ୍ୱିପହରେ ବିଜୟ କୁମାର ନାୟକ ବ୍ୟକ୍ତି ଜଣକ ପୋଖରୀରେ ଗାଧଉଥିବା ସମୟରେ ହାଟଥ ପାଣିରେ ବୁଡିଯାଇଥିଲେ ବାପାଙ୍କୁ ସାନ ପୁଅ ବୁଡିଯିବାର ଦେଖି ଉଦ୍ଧାର କରିବାକୁ ପାଣି ଭିତରକୁ ଡେଇଁପଡ଼ିଥିଲେ | ପୁଅ ଜଣକ … Read more