ବଜ୍ରପାତରେ ୨ ଜଣ ମୁର୍ତ୍ୟୁ ବରଣ କରିଛନ୍ତି ?

Screenshot 2025 02 22 180137

ବଜ୍ରପାତରେ ୨ ଜଣ ମୁର୍ତ୍ୟୁ ବରଣ କରିଛନ୍ତି | ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିଥିବା ବେଳେ ଆଜି ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିଥିଲା | ଆଜି ବଜ୍ରପାତରେ ୨ ଜଣକ ଜୀବନ ଚାଲିଯାଇଥିବା ସୂଚନା ମିଳୁଛି | ଘଟଣାଟି ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି |ବଲାଙ୍ଗୀରର ୨ ଜଣ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଛନ୍ତି | ୨ ଜଣ ମୁର୍ତ୍ୟୁ ବ୍ୟକ୍ତି ହେଉଛନ୍ତି ଜଣେ ଛେଳି … Read more

ରାଜ୍ୟରେ ଆସନ୍ତା ୨୫ତାରିଖ ଯାଏ ଲାଗିରହିବ ବର୍ଷା ?

Screenshot 2025 02 22 180137 1

ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ଲାଗିରହିବ ବର୍ଷା | ରାଜ୍ୟରେ କାଳବୈଶାଖୀ ବର୍ଷା ସମସ୍ତ ଜିଲ୍ଲାରେ ଲାଗିରହିଥିବା ବେଳେ ପୂବରୁ ୨୦ ତାରିଖରେ ବର୍ଷା କମିବା ସୂଚନା ମିଳିଥିଲା | ହେଲେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ଆସନ୍ତା ୨୫ ତାରିଖ ଯାଏ ବର୍ଷା ଲାଗିରହିବା ନେଇ ସୂଚନା ମିଳୁଛି | ଅନେକ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡ଼ି ହେବ ଓ ୫୦ ରୁ ୬୦ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା ?

Screenshot 2025 04 19 210132

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା | ଆସନ୍ତା ଏପ୍ରିଲ ୨୪ ତାରିଖରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ନେଇ ସୂଚନା ମିଳୁଛି | ସଭଦ୍ରା ଯୋଜନାର ପଞ୍ଚମ ପର୍ଜ୍ୟାୟ କିଷ୍ଟି ପ୍ରଦାନ ହୋଇଥିବାବେଳେ ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ଷଷ୍ଟ ପର୍ଜୟ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି | ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ … Read more

ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ ?

Screenshot 2025 02 17 184011 2

ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ | ଦୃଘଟଣାଟି ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଘଟିଥିବା ସୂଚନା ମିଳୁଛି | ଗୋଟେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଏକ ଯାତ୍ରୀବାହି ବସଟି ଫୁଲବାଣୀରୁ ଫେରୁଥିବାବେଳେ ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଦୃଘଟଣା ଘଟିଥିଲା | ବସଟିକୁ ଗୋଟିଏ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ବସଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା | ଦୃଘଟଣାରେ … Read more

ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ ?

Screenshot 2025 02 22 180137

ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ରାଜ୍ୟରେ କାଳବୈଶାଖୀ ପ୍ରଭାବ ସମସ୍ତ ଜିଲ୍ଲାରେ ଦେଖାଦେଉଥିବା ବେଳେ ରାଜ୍ୟରେ ବର୍ଷା ଲାଗିରହିଥିବା ସୂଚନା ମିଳୁଛି | ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୨ ଘଣ୍ଟା ପର୍ଯ୍ୟନ୍ତ ରେଡ ୱାର୍ନିଂ ଜାରିକରିଛି ପାଣିପାଗ ବିଭାଗ | ପ୍ରବଳ ବର୍ଷା ହେବା ସହ ବଜ୍ରପାତ , ଓ କୁଆପଥର ବର୍ଷା … Read more

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘୋଷଣା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ ?

Screenshot 2025 04 18 194446

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘୋଷଣା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ | ସରକାର କିଛି ମାସ ତଳେ ରାସନ କାର୍ଡର ekyc କରିବା ପାଇଁ ସମସ୍ତ ହିତାଧିକାରୀମାନଙ୍କୁ ସୂଚନା ଦେଇଥିଲେ | କିଛି ଲୋକ ବାହାର ରାଜ୍ୟରେ କାମ କରୁଥିବାରୁ ekyc କରିବାରେ ଅସୁବିଧାର ସମୁଖିନ୍ନ ହୋଇଥିଲେ | ସରକାର ଅସୁବିଧାର ସମାଧାନ ନିମନ୍ତେ ସରକାର ବାରମ୍ବାର ekycର ସମୟ ସୀମା ବଢାଇଥିଲେ | ତଥାପି … Read more

ନଦୀରେ ଡ଼ଙ୍ଗା ଓଲଟିପଡିବାରୁ ୫୮ ଜଣ ମୁର୍ତ୍ୟୁ ?

Screenshot 2025 04 17 212052

ନଦୀରେ ଡ଼ଙ୍ଗା ଓଲଟିପଡିବାରୁ ୫୮ ଜଣ ମୁର୍ତ୍ୟୁ | ଆଫ୍ରିକା ଦେଶରେ ଏକ ଦୁଖଦ ଖବର ଶୁଣିବାକୁ ମିଳୁଛି | ନଦୀରେ ଡଙ୍ଗା ବୁଡ଼ିବାରୁ ୫୮ ଜଣରୁ ଉର୍ଧ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଡ଼ଙ୍ଗାରେ ନିଆଁ ଲାଗିବ ଦ୍ୱାରା ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଡ଼ଙ୍ଗା ଓଲଟିବାରୁ ୫୮ ଜଣରୁ ଉର୍ଧ ବ୍ୟକ୍ତି ମୁର୍ତ୍ୟୁ କରିଥିବାବେଳେ ଅତ୍ୟଧିକ ଲୋକ ଆହତ ହୋଇଥିବା ସୂଚନା ମିଳୁଛି | … Read more

ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ ସରକାରଙ୍କ ଘୋଷଣା ?

Screenshot 2025 04 17 173303 1

ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ ସରକାରଙ୍କ ଘୋଷଣା | ମହାରାଷ୍ଟ୍ର ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷପ ନେଇଛନ୍ତି | ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବିଷୟ ପାଠପଢା ଏକ ଗୁରୁତ୍ୱପୂର୍ଣ ବୋଲି ସରକାର ଘୋଷଣା କରିଛନ୍ତି | ସରକାରଙ୍କ ଘୋଷଣା କରିଛନ୍ତି ମରାଠୀ ଓ ଇଂରାଜି ବିଦ୍ୟାଳୟମାନଙ୍କରେ ପାଠପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ହିନ୍ଦୀ ବିଷୟ ବାଧ୍ୟତାମୂଳକଭାବେ ସରକାର ଘୋଷଣା କରିଛନ୍ତି | … Read more

ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା ?

Screenshot 2025 02 22 180137

ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା | ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ଆସନ୍ତା ୪ ରୁ ୫ ଦିନ ମଧ୍ୟ୍ୟରେ ରାଜ୍ୟର କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନେକ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୬ ତାରିଖରେ ୨୧ଟି ଜିଲ୍ଲା ଗୁଡିକୁ ପ୍ରବଳ ବର୍ଷା … Read more

ଭୁବନେଶ୍ୱରରେ ବିଜୁଳି ଘଡଘଡି ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ?

Screenshot 2025 02 22 180137

ଭୁବନେଶ୍ୱରରେ ବିଜୁଳି ଘଡଘଡି ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା ଲାଗିରହିଥିବାବେଳେ ଆଗାମୀ ୩ ଘଣ୍ଟା ମଧ୍ୟ୍ୟରେ ଭୁବନେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ କୁଆପଥର ବର୍ଷା ଓ ବିଜୁଳି ଘଡଘଡି ହେବା ନେଇ ସତର୍କ ସୂଚନା ଜାରିକରାଯାଇଛି | ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜରକରାଯାଇଛି | ଜିଲ୍ଲା ଗୁଡିକ ହେଲା … Read more