୧୫ ଜଣ ଛାତ୍ର ଆକ୍ରମଣରେ ଛତ୍ରୀ ଜଣକ ଆହତ ?
୧୫ ଜଣ ଛାତ୍ର ଆକ୍ରମଣରେ ଛତ୍ରୀ ଜଣକ ଆହତ ସମ୍ବଲପୁରରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜଣକ ପାଠପଢୁଥିବା ସୂଚନା ମିଳୁଛି । ଛାତ୍ରୀ ଜଣକୁ ୧୫ ଜଣ ଛାତ୍ର ମାନେ ଏକାଠି ହୋଇ ଆକ୍ରମଣ କରିଥିବା ସୂଚନା ମିଳୁଛି । ଛାତ୍ରୀଙ୍କୁ ଏକତ୍ରିତ ହୋଇ ଛାତ୍ର ମାନେ ଆକ୍ରମଣ କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଛାତ୍ରମାନେ ଗତକାଲି ମଧ୍ୟ ରାତିରେ ଛାତ୍ରୀ ଜଣକୁ ଆକ୍ରମଣ କରିଥିବା ସୂଚନା ମିଳୁଛି … Read more