ଯୁବକଙ୍କୁ ହାଣିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ?
ଯୁବକଙ୍କୁ ହାଣିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ଓଭରବ୍ରିଜରେ ଯୁବକଙ୍କୁ ହାଣିଦେଲେ ଦୁର୍ବୁତ୍ତ । ଅତି ନୃଶଂସ ଭବେ ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇଛନ୍ତି ଦୁର୍ବୁତ୍ତ । ଦିନ ଦିପହରେ ହତ୍ୟା କଲେ ଦୁର୍ବୁତ୍ତ ଏବଂ କ୍ୟାମେରା ସାହାଯ୍ୟରେ ହତ୍ୟା କାଣ୍ଡର ପୁରା ଭିଡ଼ିଓ ସାମ୍ନାକୁ ଆସିଛି । କେମିତି ଦୁର୍ବୁତ୍ତ ମାନେ ଯୁବକଙ୍କୁ ହତ୍ୟା କରି ବାଇକରେ ପଳେଇଛନ୍ତି । ଯୁବକ ଜଣକ ନିଜ ଝିଅକୁ ସ୍କୁଲରେ ଛାଡି … Read more