ମାଲକାନଗିରି ରେ ବସ ଏବଂ ବାଇକ ଧକା ରେ ୩ ଜଣ ଵ୍ୟକ୍ତି ମୁର୍ତ୍ୟୁ ଘଟିଛି
ମାଲକାନଗିରି ଜିଲ୍ଲାରେ ବାଇକକୁ ଧକା ଦେଇଛି ବସ୍ । ବାଇକକୁ ଧକା ଦେଇଛି ରାଜ୍ୟ ପରିବହନ ବସ ଯାହା ଫଳର ବାଇକରେ ଯାଉଥିବା ୩ ଜଣ ଵ୍ୟକ୍ତି ମୁର୍ତ୍ୟୁ ବରଣ କରିଛନ୍ତି । ବସ୍ଟି ମାଲକାନଗିରିରୁ କାଲିମେଳା ଯିବାବେଳେ ଏମଭି- ୭ ଗ୍ରାମ ନିକଟରେ ଦୃଘଟଣା ଘଟିଛ। ବାଇକଟି ମାଲକାନଗିରିରୁ ଆସୁଥିବା ବେଳେ ଏବଂ ବସଟି ମାଲକାନଗିରିରୁ କାଲିମେଳା ଯିବାବେଳେ ପରଷ୍ପର ମଧ୍ୟରେ ଧକା ହୋଇଥିଲା ବାଇକରେ ୩ ଜଣ ଯୁବକ ଯାଉଥିଲେ ଏବଂ କିଛି ସମୟ … Read more