Mahila Samman Yojana: ଏହା ଏକ ସରକାରୀ ଯୋଜନା ଏଥିରେ ପ୍ରତି ମହିଳା ମାନକୁ ମାସରେ ମିଳିବ ୨୧୦୦ ଟଙ୍କା । ଏହି Mahila Samman Yojana ରେଜିଷ୍ଟ୍ରେସନ୍. କରିବା ପାଇଁ ହେଲେ ଆସନ୍ତା କାଲି ଠାରୁ କରିପାରିବେ ରେଜିଷ୍ଟ୍ରେସନ୍…
କେବେ ଆରମ୍ଭ ହେବ ପଞ୍ଜି କରଣ (Mahila Samman Yojana)
ଦିଲ୍ଲୀର ପୂର୍ବତନ CM ଶ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ମହିଳା ଏହି Mahila Samman Yojana ପଞ୍ଜୀକରଣ ସୋମବାର ଦିନ ଡିସେମ୍ବର ୨୩ ରୁ ଆରମ୍ଭ ହେବ ବହୁତ ଜଳଦି ଦିଲ୍ଲୀର ମହିଳାମାନେ ୨୧୦୦ ଟଙ୍କା ଲେଖାଏଁ ପାଇବେ । କେଜ୍ରିୱାଲ କହିଥିଲେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିଲା ତାହେଲେ ମାସିକ ସହାୟତା ରାଶି ୧୦୦୦ ରୁ ୨୧୦୦ ଟଙ୍କାକୁ ବୃଦ୍ଧି କରିବେ।
Our Channel (Odia Khabar)