୪୦ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ ?

Screenshot 2025 02 16 140655

୪୦ ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ | ଜାନୁଆରୀ ମାସ ୮ ତାରିଖରେ ରସୁଲଗଡ଼ ଓଭରବ୍ରିଜ଼ ଉପରେ ସହଦେଵ ନାମକ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା | ଦିନ ଦ୍ୱିପହରେ ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା | ସହଦେଵ ନାୟକଙ୍କୁ ୩ ଜଣ ଅଭିଯୁକ୍ତ ରସୁଲଗଡ଼ ଓଭରବ୍ରିଜ଼ ଉପରେ ଖଣ୍ଡରେ ହାଣି ହତ୍ୟା କରିଥିଲେ | ଘଟଣା ସ୍ଥଳରେ ଫେରାର ରହିଥିଲେ ୩ ଜଣ ଅଭିଯୁକ୍ତ | ପୋଲିସ ମଧ୍ୟ … Read more

ବସ ବୋଲର ଧକ୍କାରେ ୧୦ ଜଣ ମୁର୍ତ୍ୟୁ ବରଣ କରିଛନ୍ତି ?

ବସ ବୋଲର ଧକ୍କାରେ ୧୦ ଜଣ ମୁର୍ତ୍ୟୁ ବରଣ କରିଛନ୍ତି | ଗତ କାଲି ରାତିରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି ଓ ଭୟଙ୍କର ଦୃଘଟଣାରେ ୧୦ ଜଣ ମୁର୍ତ୍ୟୁ କରିବା ସହ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଶ୍ରଦ୍ଧାଳୁ ମାନେ ମହାକୁମ୍ଭକୁ ବୁଡ଼ାପକେଇବାକୁ ଯାଇଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଦୃଘଟଣାଟି ପ୍ରୟାଗରାଜର ମିର୍ଜାପୁର ଅଂଚଳରେ ଘଟିଥିବା ଜଣାପଡୁଛି ଶ୍ରଦ୍ଧାଳୁମାନେ ଛତିଶଗଡ଼ରୁ ମହାକୁମ୍ଭକୁ ବୁଡ଼ପକେଇବାକୁ ଆସୁଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଏବଂ … Read more

ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା ?

ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା | ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ଶରୀର ଉଦ୍ଧାର କରିଛି ପୋଲିସ ମହିଳାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ମିଳୁଛି | କଟକ ପୋତାପୋଖରୀ ଗାନ୍ଧୀପଲ୍ଲୀ ଅଂଚଳରୁ ମହିଳାଙ୍କ ମୂର୍ତ ଖବର ସାମ୍ନାକୁ ଆସିଛି | ମହିଳାଙ୍କୁ ଘର ପାଖ ପଡୋଶୀ ଗୋଟେ ଧାରୁଆ ପନିକିରେ ଗଳା କାଟି ହତ୍ୟା କରିବା ଖବର ସାମ୍ନାକୁ ଆସୁଛି | ଘର ଜାଗାବାଡ଼ି ନେଇ ବହୁତ ବର୍ଷ ଧରି ମହିଳା … Read more

ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି ?

ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି | ଏ ବର୍ଷ ଆରମ୍ଭରୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି ଝାରସୁଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ ହବା ଜଣାପଡୁଛି | ବଲାଙ୍ଗୀରିରେ ୩୬ ଡିଗ୍ରୀ , ଅନୁଗୁଳରେ ୩୫ ଡିଗ୍ରୀ , ଭଦ୍ରକରେ ୩୬ ଡିଗ୍ରୀ ଭବାନୀ ପାଟଣାରେ ୩୫ ଡିଗ୍ରୀ ଓ ଟିଟିଲାଗଡ଼ରେ ୩୫ ଦୀର୍ଗ୍ରୀ ତାପମାତ୍ରା ରହିଥିବା ସୂଚନା ମିଳିଛି | ଭୁବନେଶ୍ୱର ତାପମାତ୍ରା ୩୪.8 ଡିଗ୍ରୀ କଟକରେ ୩୩ ଡିଗ୍ରୀ ତାପମାତ୍ରା ହୋଇଥିବା … Read more

ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ?

ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ଗତ ଜାନୁଆରୀ ମାସରେ ୨୨ କ୍ୟାରେଟ ସୁନା ଦର ରହିଥିଲା ୧୦ ଗ୍ରାମକୁ ୭୩ ହଜାର ରହିଥିଲା | ହେଲେ ଆଜି ଗୋଟିଏ ମାସ ଭିତରେ ୬୬୦୦ ଟଙ୍କା ବଢିଥିବା ଦେଖାଦେଇଛି ଆଜି ଭୁବନେଶ୍ୱରରେ ସୁନା ଦର ୧୦ ଗ୍ରାମକୁ ୮୦ ହଜାର ୬୦୦ ଟଙ୍କା ରହିଛି | ୨୪ କ୍ୟାରେଟ ସୁନା ଦର ପ୍ରାୟ ୮୭ ହଜାର ୯୩୦ ଟଙ୍କା ରହିଅଛି ଗୋଟିଏ ଦିନରେ ସୁନା ଦର … Read more

ଭୁବନେଶ୍ୱରରେ ଘରେ ପଶିଗଲା କାର ?

ଭୁବନେଶ୍ୱରରେ ଘରେ ପଶିଗଲା କାର ଗତ କାଲି ରାତିରେ ପ୍ରାୟ ୨ ଟା ବେଳେ ଘରେ ପଶିଲା କାର ଅଳ୍ପକେ ବର୍ତ୍ତିଯାଇଛନ୍ତି ଘର ଲୋକ କାର ର ବେଗ ଅଧିକ ରହିଥିବାରୁ ଦୃଘଟଣା ଘଟିଥିବା ଜଣାପଡୁଛି ଓ ଦୃଘଟଣାରେ କେହିବି କ୍ଷତି ଗ୍ରସ୍ତ ହୋଇନଥିବା ଜଣାପଡୁଛି | କାର ଟି ଖୁବ ଜୋରେ ଧକ୍କା ହେବ ଫଳରେ ଘରର କାନ୍ଥ ଭାଙ୍ଗିବା ସହ ଘରର ଜିନିଷ ସବୁ ନଷ୍ଟ ହୋଇଛି ବୋଲି କହିଛନ୍ତି ଘର ଲୋକେ | … Read more

ବାଇକକୁ ଧକ୍କା ଦେଲା କାର ଓ ଦୃଘଟଣାରେ ୩ ଜଣ ମୂର୍ତ ?

ବାଇକକୁ ଧକ୍କା ଦେଲା କାର ଓ ଦୃଘଟଣାରେ ୩ ଜଣ ମୂର୍ତ | ଦୃଘଟଣାଟି ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଥିବା ଜଣାପଡିଛି | ଜଗତପୁରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କାରଟି ଦୃଘଟଣା ଘଟାଇଛି ଏବଂ ଦୃଘଟଣାରେ ପ୍ରାଣ ହେଇଥିବା ୩ ଜଣ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ | କାର ଡ୍ରାଇଭର ଜଣକୁ ପୋଲିସ ଅଟକ ରଖି କିପରି ଦୃଘଟଣା ଘଟିଥିଲା ତଦନ୍ତ କରୁଛି କଲି ରାତି ପ୍ରାୟ ୨ ବେଳେ ଦୃଘଟଣା … Read more

ବସ ଦୃଘଟଣାରେ ୧୨ ଜଣ ଯାତ୍ରୀ ଆହତ ?

ବସ ଦୃଘଟଣାରେ ୧୨ ଜଣ ଯାତ୍ରୀ ଆହତ ଦୃଘଟଣାଟି ଖୋର୍ଡ ବୋଲଗଡ଼ ଗୋପବନ୍ଧୁ ଛକରେ ଘଟିଥିବା ଜଣାପଡୁଛି |ଦୃଘଟଣାରେ ବସଟି ଭାରସ୍ୟାମ ହରାଇ ରାସ୍ତା ସେପଟକୁ ପଶିଯାଇଛି ଏକ ବଡ ଭୟଙ୍କର ଦୃଘଟଣାରୁ ଅଳ୍ପକେ ବଂଚିଯାଇଛନ୍ତି ଲୋକେ | ଦୃଘଟଣାରେ ୧୨ ରୁ ଅଧିକ ଯାତ୍ରୀ ଆହତ ହେବା ସୂଚନା ମିଳିଛି ସମସ୍ତ ଆହତ ଯାତ୍ରୀ ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି | ଦୃଘଟଣାରେ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତରଥିବା ଜଣାପଡୁଛି | … Read more

ବ୍ରିଜରୁ ଭାରସ୍ୟାମ ହରାଇ ଖସିଲା ଟ୍ରକ ?

ବ୍ରିଜରୁ ଭାରସ୍ୟାମ ହରାଇ ଖସିଲା ଟ୍ରକ | ଦୃଘଟଣାଟି ସମ୍ବଲପୁର ରେଢ଼ା ଖୋଲ ନିକଟରେ ଥିବା ବ୍ରିଜ ମଧ୍ୟରେ ଟ୍ରକ ଯାତାୟାତ କରୁଥିବା ବେଳେ ଭାରସ୍ୟାମ ହରାଇ ବ୍ରିଜ ତଳକୁ ଝୁଲି ରହିଛି | ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି | ଆଜି ସକାଳୁ ଦୃଘଟଣା ଘଟିଥିବା ଜଣାପଡୁଛି ଦୃଘଟଣାରେ କେହିବି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି ହେଲେ ଦୃଘଟଣାରେ ଟ୍ରକ ଡ୍ରାଇଭର ଜଣକ ଚାପି ହୋଇରହିଥିବା ଜଣାପଡୁଛି | ଡ୍ରାଇଭରକୁ … Read more

ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା ?

ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା | ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନରୁ ବାହାରିଯାଇ ବସ୍ତି ଭିତରକୁ ପଶିଯାଇଛି ଟ୍ରେନର ତିନୋଟି ବଗି ଲାଇନ ବାହାରକୁ ଆସିଥିବା ଜଣାପଡିଛି | ବଗି ଗୁଡିକ ରାସ୍ତା ଉପରେ ରହିଥିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ବାଧା ସୃଷ୍ଟି ହୋଉଛି | ଏବଂ ମାଳବିହୀ ରୋଡ଼ରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଯିବା ଆସିବା କରିବାରେ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ଓ ଘଟଣା ସ୍ଥଳରେ ରେଳବାହୀ କର୍ମଚାରୀ … Read more