ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା ?

ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା ?

ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା | ରଥଯାତ୍ରା ସମୟରେ ପୁରୀରେ ଲକ୍ଷ ଲକ୍ଷ ଭକ୍ତ ମାନଙ୍କ ଭିଡ ଲାଗିରହିଥିବା ବେଳେ ଭକ୍ତ ମାନଙ୍କର ସୁବିଧା ଦୃଷ୍ଟିରୁ ସମସ୍ତଙ୍କ ପାଇଁ ବସଷ୍ଟାଣ୍ଡରୁ ପୁରୀ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣାରେ ଅଟୋ ରିଷ୍କା ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୁଚନା ଦେଇଛନ୍ତି | ପୁରୀରେ ରଥଯାତ୍ରା ନିମନ୍ତେ ଦ୍ୱତୀୟ ସମୁନୟ ବୈଠକରେ ମାଗଣାରେ ଅଟୋ ରିଷ୍କା ସେବାର ନିଷ୍ପତି ନିଆଯାଇଥିଲା … Read more

ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି। ରାଜ୍ୟରେ ପୁଣିଥରେ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଦିଆଯାଇଛି | ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ | ଏବଂ କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିବ | ରାଜ୍ୟରେ ଅସହ୍ୟ ଗରମକୁ ଗୁଳୁଗୁଳି … Read more

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଘଟିଥିବା ସୂଚନା ମିଳୁଛି । ଚଳନ୍ତା ଟ୍ରେନରୁ ଖସିପଡି ୫ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ବେଳେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନରୁ ଖସିପଡି ଆହତ ହୋଇଛନ୍ତି | ରେଳ କର୍ମଚାରୀଙ୍କ କହିବା ଅନୁଯାଇ ୧୦-୧୨ ଜଣ ଟ୍ରେନରୁ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅତ୍ୟଧିକ ଗୁରୁତର ହୋଇଥିବା ଜଣାପଡିଛି … Read more

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଦେଖାଦେଉଛି ?

ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଲାଗିଛି ?

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଦେଖାଦେଉଛି | ଦେଶରେ ପୁଣିଥରେ କୋରୋନା ବଢିବା ଦେଖାଦେଉଛି | ଦେଶର ସମସ୍ତ ଜନସାଧାରଣ ଲୋକ ଭୟଭୀତ ହେବା ଆରମ୍ଭ କଲେଣି | ଦେଶରେ ଦ୍ରୁତ ଗତିରେ କୋରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏବେ ସୁଧା ଦେଶରେ ୬୦୦୦ରୁ ଉର୍ଧ କୋରୋନା ସଂକ୍ରମିତ ବ୍ୟାପିଥିବା ସୂଚନା ମିଳୁଛି | ଗୋଟିଏ ଦିନ ଭିତରେ ଦେଶରେ ୩୭୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା … Read more

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗୋଟିଏ ବାଘୁଣୀ ୨ ଛୁଆ ଜନ୍ମ କରିଛି । ନନ୍ଦନକାନନରେ ଗତ ରାତିରେ ଧଳା ରଙ୍ଗର ବାଘୁଣୀ ୨ଟି ଛୁଆ ଜନ୍ମ କରଥିବା ସୂଚନା ମିଳିଛି | ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧଳା ରଙ୍ଗର ବାଘୁଣୀ ୨ଟି ଛୁଆ ଜନ୍ମ କରିଥିବା ନେଇ ନଦାନକାନନ କତୃପକ୍ଷ ସୂଚନା ଦେଇଛନ୍ତି | ନଦାନକାନନରେ ବାଘୁଣୀ ୨ଟି ଛୁଆ ଜନ୍ମ କରିଥିବାରୁ ନନ୍ଦନକାନନରେ ବାଘ ଓ ବାଘୁଣୀ ସଂଖ୍ୟା ବଢିବା ଦେଖାଦେଇଛି | … Read more

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ | ଏଭଳି ଏକ ଦୁଃଖଦ ଘଟଣା ବାଙ୍କୀ ଅଞ୍ଚଳର କଇମୁଣ୍ଡି ଗାଁରେ ଘଟିଥିବା ସୂଚନା ମିଳିଛି | ମହାନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏକ ବହୁତ ବଡ ଅଘଟଣ ଘଟିଛି | ମହାନଦୀକୁ ଗାଧେଇବାକୁ ବଡବାପା ସହ ୩ ଜଣ ପୁତୁରା ଓ ୧ ଝିଆରୀ ଯାଇଥିଲେ | ପିଲାମାନେ ପାଣିରେ ଗାଢଉଥିବା ବେଳେ ୪ ଜଣ ପିଲା ପାଣିରେ ବୁଡିଯାଇଥିଲେ | ବଡବାପା ୩ ଜଣ ପୁତୁରାକୁ … Read more

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ ?

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ ?

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ | କେନ୍ଦ୍ରାପଡ଼ାରୁ ୮ ଜଣ ଯୁବକ ପାରାଦୀପ ସମୁଦ୍ରକୁ ଗାଧେଇବାକୁ ଆସିଥିବା ବେଳେ ସମସ୍ତ ଯୁବକ ପାଣିରେ ବୁଡି ନିଖୋଜ ରହିଥିବା ସୂଚନା ମିଳୁଛି | ୮ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ କେନ୍ଦ୍ରାପଡା କଲେଜ ଛାତ୍ର ବୋଲି ଜଣାପଡିଛି ଏବଂ ତାଙ୍କ ଭିତରୁ ଜଣକ ନାଁ ଅମନ ବୋଲି ସୂଚନା ମିଳୁଛି | ସମସ୍ତ ଯୁବକଙ୍କୁ ଖୋଜାଖୋଜି ପ୍ରକ୍ରିୟା ଚାଲିଛି | ଘଟଣାଟି … Read more

ପୁଣି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ପୁଣି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା | ରାଜ୍ୟରେ କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି | ରାଜ୍ୟରେ ବଜ୍ରପାତ ସହ ପ୍ରବଳ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ମିଳୁଛି | ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, , ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ, କଳାହାଣ୍ଡିକଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ଆଦି ଜିଲାରେ ଘଣ୍ଟାପ୍ରତି ୪୦ରୁ … Read more

ଆସାମରେ ଲଗାଣ ବର୍ଷାରେ ୧୯ ମୂର୍ତ ?

ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ?

ଆସାମରେ ଲଗାଣ ବର୍ଷାରେ ୧୯ ମୂର୍ତ | କିଛି ଦିନ ହବ ପ୍ରବଳ ବର୍ଷାରେ ଆସାମରେ ବନ୍ୟା ପରିସ୍ଥିତି ଲାଗିରହିଥିବା ବେଳେ ସେଥିରେ ୧୯ ଜଣଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି | ଆସାମର ବିଭିନ୍ନ ସହର ଗୁଡିକରେ ରାସ୍ତା ଘାଟ , ଘର ଦ୍ୱାର ସବୁ ଆଡେ ବନ୍ୟା ପାଣି ପସିଯାଇଥିବାରୁ ଲୋକମାନେ ବହୁ ଅସୁବିଧର ସମୁଖିନ୍ନ ହଉଛନ୍ତି | ରାସ୍ତା ଗୁଡିକରେ ପାଣି ସବୁ ଭର୍ତି ରହିଥିବାରୁ ଗାଡି ମଟର ସବୁ ବନ୍ଦ ରହିଥିବା … Read more

ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣାରେ ୪ ଜଣ ମୂର୍ତ ?

Screenshot 2025 06 03 133959

ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣାରେ ୪ ଜଣ ମୂର୍ତ | ଘଟଣାଟି ନବରଙ୍ଗପୁର ଜିଲ୍ଲା ପଡଲଗୁଡାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା | ପାଇଖାନା ଟାଙ୍କି ସଫା କରିବାକୁ ଆସିଥିବା ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଗାଁର ଦୁଇ ଜଣ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି | ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ … Read more