ଆଜିଠୁ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର ?

Screenshot 2025 04 23 194652

ଆଜିଠୁ ସ୍କୁଲ ବନ୍ଦ ଘୋଷଣା କଲେ ସରକାର | ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ , ଅଙ୍ଗନବାଡି , ଶିଶୁବାଟିକା ଆଜିଠୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି | ରାଜ୍ୟରେ ରହିଥିବା ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ ରହିବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଘୋଷଣା କରିଛନ୍ତି | ରାଜ୍ୟରେ ବର୍ତମାନ ତାପମାତ୍ରା ପ୍ରାୟ ଜିଲ୍ଲା ଗୁଡିକରେ ୪୩ , ୪୪ ଡିଗ୍ରୀ ରହିଥିବା … Read more

ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିଲା ବୋଲର ୮ ମୂର୍ତ ?

Screenshot 2025 02 17 184011 2

ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିଲା ବୋଲର ୮ ମୂର୍ତ | ଘଟଣାଟି ମଧ୍ୟପ୍ରଦେଶ ଅଞ୍ଚଳରେ ଘଟିଥିବା ସୂଚନା ମିଳୁଛି | ଗୋଟିଏ ବୋଲର ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିପଡିଛି ଘଟଣା ସ୍ଥଳରେ ୮ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି |ଦୃଘଟଣାରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ଜବେରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ବୋଲରଟି ଅତି ଦ୍ରୁତ ଗତିରେ … Read more

PCR ଗାଡିକୁ ଚାପିଦେଲେ ଟ୍ରାକ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀ ମୂର୍ତ ?

Screenshot 2025 04 22 133118

PCR ଗାଡିକୁ ଚାପିଦେଲେ ଟ୍ରାକ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀ ମୂର୍ତ | ଘଟଣାଟି କଟକ ପାରାଦୀପ ରାସ୍ତା ଗତିରାଉତପାଟଣାରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଆଜି ସକାଳ ସମୟରେ ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟିଏ ବାଲି ବୋଝେଇ ଟ୍ରାକ PCR ଗାଡିକୁ ଚାପିଦେଇଥିଲା | ଘଟଣା ସ୍ଥଳରେ ୨ ଜଣ ପୋଲିସ କର୍ମଚାରୀ ମୁର୍ତ୍ୟୁ ବରଣ କରିଥିବାବେଳେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତରଭାବେ ଆହତ ହୋଇଛନ୍ତି … Read more

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ?

Screenshot 2025 04 22 132053

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା | ଘଟଣାଟି ରାୟଗଡା ପଦ୍ମପୁର ହାଟପଦା ସାହିର ଏଭଳି ଏକ ଖବର ଶୁଣିବାକୁ ମିଳୁଛି | ଗୁଣି ସନ୍ଦେହରେ ସଙ୍ଘବଦ ହୋଇ ଆକ୍ରମଣ କରିଛନ୍ତି କିଛି ଲୋକ | ଆକ୍ରମଣରେ ବ୍ୟକ୍ତି ଜଣକ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳୁଛି | ଦୁଇ ଦିନ ପୂର୍ବରୁ ଗାଁରେ ଜଣେ ବ୍ୟକ୍ତିଙ୍କ ମୁର୍ତ୍ୟୁ ହୋଇଥିଲା ସେହି ମୁର୍ତ୍ୟୁ ଘଟଣାକୁ ନେଇ କେହି ଜଣେ ଗୁଣି କରି ହତ୍ୟା କରିଥିବା ଗାଁ ଲୋକ … Read more

ସ୍ତ୍ରୀକୁ ମାରି ସ୍ୱାମୀ ଫେରାର ?

Screenshot 2025 04 21 183754

ସ୍ତ୍ରୀକୁ ମାରି ସ୍ୱାମୀ ଫେରାର | ଘଟଣାଟି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦୀ ଗାଁ ରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ନିଜ ସ୍ତ୍ରୀକୁ ମାରି ସ୍ୱାମୀ ଜଣକ ଫେରାର ରହିଥିବା ସୂଚନା ମିଳୁଛି | ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟ ଭିତରେ ଲୁଚେଇ ନିଜ ଘରେ ତାଲା ପକାଇ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା ମିଳୁଛି | ୨ ରୁ ୩ ଦିନ … Read more

ଦିନକୁ ଦିନ ତାପମାତ୍ରା ବଢିବା ଲାଗିଛି ଆଜି ଝାରସୁଗଡରେ ସର୍ବାଧିକ ୪୪.୮ ଡିଗ୍ରି ରେକର୍ଡ କରାଯାଇଛି ?

Screenshot 2025 03 25 185116

ଦିନକୁ ଦିନ ତାପମାତ୍ରା ବଢିବା ଲାଗିଛି ଆଜି ଝାରସୁଗଡରେ ସର୍ବାଧିକ ୪୪.୮ ଡିଗ୍ରି ରେକର୍ଡ କରାଯାଇଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ରାଜ୍ୟରେ ଦୁଇ ଦିନ ହବ ତାପମାତ୍ରା ଅତ୍ୟଧିକ ବଢିବା ଦେଖାଦେଉଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ତାପମାତ୍ରା ୪୩ ଡିଗ୍ରୀ ବଢିବା ଦେଖାଦେଉଥିବାବେଳେ ଆଗକୁ ତାପମାତ୍ରା ଆହୁରି ବଢିବା ନେଇ ସୂଚନା ମିଳୁଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା … Read more

ପୋଖରୀରେ ବୁଡି ବାପା ମୂର୍ତ ପୁଅ ଗୁରୁତର ?

ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ ?

ପୋଖରୀରେ ବୁଡି ବାପା ମୂର୍ତ ପୁଅ ଗୁରୁତର | ଘଟଣାଟି କେନ୍ଦୁଝର ଜିଲ୍ଲା ଟାଙ୍ଗରାଣୀ ଗାଁରେ ଏଭଳି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳୁଛି | ପୋଖରୀରେ ବୁଡି ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ଦ୍ୱିପହରେ ବିଜୟ କୁମାର ନାୟକ ବ୍ୟକ୍ତି ଜଣକ ପୋଖରୀରେ ଗାଧଉଥିବା ସମୟରେ ହାଟଥ ପାଣିରେ ବୁଡିଯାଇଥିଲେ ବାପାଙ୍କୁ ସାନ ପୁଅ ବୁଡିଯିବାର ଦେଖି ଉଦ୍ଧାର କରିବାକୁ ପାଣି ଭିତରକୁ ଡେଇଁପଡ଼ିଥିଲେ | ପୁଅ ଜଣକ … Read more

ବଜ୍ରପାତରେ ୨ ଜଣ ମୁର୍ତ୍ୟୁ ବରଣ କରିଛନ୍ତି ?

Screenshot 2025 02 22 180137

ବଜ୍ରପାତରେ ୨ ଜଣ ମୁର୍ତ୍ୟୁ ବରଣ କରିଛନ୍ତି | ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିଥିବା ବେଳେ ଆଜି ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିଥିଲା | ଆଜି ବଜ୍ରପାତରେ ୨ ଜଣକ ଜୀବନ ଚାଲିଯାଇଥିବା ସୂଚନା ମିଳୁଛି | ଘଟଣାଟି ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି |ବଲାଙ୍ଗୀରର ୨ ଜଣ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଛନ୍ତି | ୨ ଜଣ ମୁର୍ତ୍ୟୁ ବ୍ୟକ୍ତି ହେଉଛନ୍ତି ଜଣେ ଛେଳି … Read more

ରାଜ୍ୟରେ ଆସନ୍ତା ୨୫ତାରିଖ ଯାଏ ଲାଗିରହିବ ବର୍ଷା ?

Screenshot 2025 02 22 180137 1

ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ଲାଗିରହିବ ବର୍ଷା | ରାଜ୍ୟରେ କାଳବୈଶାଖୀ ବର୍ଷା ସମସ୍ତ ଜିଲ୍ଲାରେ ଲାଗିରହିଥିବା ବେଳେ ପୂବରୁ ୨୦ ତାରିଖରେ ବର୍ଷା କମିବା ସୂଚନା ମିଳିଥିଲା | ହେଲେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ଆସନ୍ତା ୨୫ ତାରିଖ ଯାଏ ବର୍ଷା ଲାଗିରହିବା ନେଇ ସୂଚନା ମିଳୁଛି | ଅନେକ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡ଼ି ହେବ ଓ ୫୦ ରୁ ୬୦ … Read more

ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ ?

Screenshot 2025 02 17 184011 2

ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ | ଦୃଘଟଣାଟି ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଘଟିଥିବା ସୂଚନା ମିଳୁଛି | ଗୋଟେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଏକ ଯାତ୍ରୀବାହି ବସଟି ଫୁଲବାଣୀରୁ ଫେରୁଥିବାବେଳେ ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଦୃଘଟଣା ଘଟିଥିଲା | ବସଟିକୁ ଗୋଟିଏ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ବସଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା | ଦୃଘଟଣାରେ … Read more