ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ସୂଚନା ମିଳୁଛି ?
ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ସୂଚନା ମିଳୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୂମିକମ୍ପ ହୋଇଥିବା ନେଇ ଦୁଇ ଦେଶକୁ ଯେକୌଣସି ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି | ଥାଇଲ୍ୟାଣ୍ଡ ଅପେକ୍ଷା ମିଆଁମାରରେ ଭୂମିକମ୍ପ ଅଧିକ ହୋଇଥିବା ସୂଚନା ମିଳୁଛି | ଭୂମିକମ୍ପର ତୀବ୍ରତା ୭. ୨ ହୋଇଥିବା ରେକର୍ଡ କରାଯାଇଛି | ଭୂମିକମ୍ପର ତୀବ୍ରତା ଅଧିକ ଜୋରେ ହୋଇଥିବାରୁ ମିଆଁମାରରେ ବଡ ବଡ ବିଲଡିଂ ଭୁଶୁଡି ପଡିବା ସୂଚନା ମିଳୁଛି … Read more