ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନର ମହାମୁକାବିଲା ?
ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନର ମହାମୁକାବିଲା । ଆଜି ଆଇସିସି ଚାମ୍ପିମନ୍ସ ଟ୍ରଫିର ୫ ନମ୍ବର ମ୍ୟାଚ୍ଚ ଭାରତ ଓ ପାକିସ୍ତାନ ମାଧ୍ୟ୍ୟରେ ଦେଖିବାକୁ ମିଳିବ । ଦୁବାଇ ଇଣ୍ଟେରନାସନଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମ୍ୟାଚର ମହା ମୁକାବିଲା ଦେଖିବାଉ ମିଳିବ । ଦୁଇଟିଯାକ ଟିମ ଗୋଟିଏ ଗୋଟିଏ ମ୍ୟାଚ ଏପର୍ଯ୍ୟନ୍ତ ଖେଳି ସାରିଛନ୍ତି । ଇଣ୍ଡିଆ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଅନ୍ୟପଟରେ ପାକିସ୍ତାନ … Read more