ପାହାଡ଼ରୁ କଲେଜ ଛାତ୍ରଙ୍କ ମୂର୍ତ ଦେହ ଠାବ ?

Screenshot 2025 02 20 102414

ପାହାଡ଼ରୁ କଲେଜ ଛାତ୍ରଙ୍କ ମୂର୍ତ ଦେହ ଠାବ । ଘଟଣାଟି କାଲି ଦ୍ୱିପହରେ ଘଟିଥିବା ସୂଚନା ମିଳିଛି ଗଂଜାମ ଜିଲ୍ଲାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କଲେଜ ଛାତ୍ର ଜଣକ ଗୋଟେ ଜଙ୍ଗଲ ପାହାଡ଼ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜନପଡ଼ିନାହିଁ । କଲେଜ ଛାତ୍ରଙ୍କ ଜୁଳାନ୍ତ ମୂର୍ତ ଦେହ ଠାବ କରାଯାଇଛି ଗଂଜାମ ଜିଲ୍ଲା ଖଲିକୋଟ ଶ୍ୟାମସୁନ୍ଦର ପୁରରେ ରହିଥିବା ଦୁର୍ଗା ପାହାଡ଼ରେ ଛାତ୍ରଙ୍କ ଆତ୍ମହତ୍ୟା … Read more

ଛାତ୍ରଙ୍କ ଉପରେ ସ୍କୁଲ ପାଚେରୀ ପଡିବାରୁ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଛନ୍ତି ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ? 4

ଛାତ୍ରଙ୍କ ଉପରେ ସ୍କୁଲ ପାଚେରୀ ପଡିବାରୁ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଛନ୍ତି । ଘଟଣାଟି କଟକ ଜିଲ୍ଲାର କଣ୍ଟାପଦା ବ୍ଲକ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟରୁ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଏକ ଦୁଃଖଦ ଘଟଣା ଶୁଣିବାକୁ ମିଳୁଛି ସ୍କୁଲ ପାଚେରୀ ପଡିବାରୁ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଛନ୍ତି । ଛାତ୍ର ଜଣକ ୫ମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳୁଛି ଛାତ୍ରଙ୍କ ଉପରେ ପାଚେରୀ ପଡିବାରୁ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇଥିଲେ … Read more

କିଟ ଛାତ୍ରୀଙ୍କ ପୋଷ୍ଟମଟମ ପରେ ପରିବାରଙ୍କୁ ମୂର୍ତଦେହ ହସ୍ତାନ୍ତର କରିଛି ପୋଲିସ ?

Screenshot 2025 02 19 174020

କିଟ ଛାତ୍ରୀଙ୍କ ପୋଷ୍ଟମଟମ ପରେ ପରିବାରଙ୍କୁ ମୂର୍ତଦେହ ହସ୍ତାନ୍ତର କରିଛି ପୋଲିସ । ଗତ କାଲି ଛାତ୍ରୀ ଜଣଙ୍କର ମୂର୍ତ ଶରୀର ପୋଷ୍ଟମଟମ ହେବା ପାଇଁ ପଠାଯାଇଥିଲା ଆଜି ଛତ୍ରିଙ୍କ ପରିବାର ଲୋକଙ୍କୁ ମୂର୍ତ ଶରୀର ଦିଆଯାଇଛି । ଗତ କିଛି ଦିନ ହବ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଟ କଲେଜରେ ବହୁତ ଛାତ୍ର ଛାତ୍ରୀ ମାନଙ୍କର ଧାରଣା ଦେଇଥିବା ଦେଖିବାକୁ ମିଳୁଛି । କିଟ କଲେଜର କର୍ତ୍ତୃପକ୍ଷ ନେପାଳୀ ଛାତ୍ରୀଙ୍କ ମୁର୍ତ୍ୟୁକୁ ନେଇ କଲେଜ … Read more

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା ?

Screenshot 2025 02 19 172826

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା । ରାଜ୍ୟରେ କେତେକ ସ୍ଥାନରେ ବର୍ଷ ସାଙ୍ଗକୁ ବିଜୁଳି ଓ ଘଡ ଘଡି ସହ ବର୍ଷ ହେବାର ସମ୍ଭାବନା ଅଛି । ଘୁର୍ଣ୍ଣିବଳୟ ଓ ପଚିମାଅଞ୍ଚଳ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହବ । ଆଜି ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ବର୍ଷ ହବ ସେଗୁଡିକ ହେଲା ଭଦ୍ରକ , ମୟୁରଭଞ୍ଜ , ଯାଜପୁର , ବାଲେଶ୍ୱର ଆଦି ଜିଲ୍ଲାଗୁଡିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷ ହେବର … Read more

ଆଜିଠୁ ଆରମ୍ଭ ହେଲା +୨ ପିଲାଙ୍କର କାଳ ଓ ବାଣିଜ୍ୟ ପରୀକ୍ଷା ?

Screenshot 2025 02 19 130050

ଆଜିଠୁ ଆରମ୍ଭ ହେଲା +୨ ପିଲାଙ୍କର କାଳ ଓ ବାଣିଜ୍ୟ ପରୀକ୍ଷା । ଗତ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପିଲାମାନଙ୍କର ବିଜ୍ଞାନ ପରୀକ୍ଷା । ଆଜିଠୁ ଯୁକ୍ତ ଦୁଇ ପିଲାମନେ କଳା ଓ ବାଣିଜ୍ୟରେ ପିଲାମାନେ ପରୀକ୍ଷା ଦେବେ । ଏବର୍ଷ କଳା ଓ ବାଣିଜ୍ୟରେ ୨ ଲକ୍ଷ ୧୫ ହଜାର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବେ । ଏବର୍ଷ ମୋଟ ୧୨୭୬ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପରୀକ୍ଷା … Read more

ବରଯାତ୍ରୀ ବାସ ଦୃଘଟଣା ଘଟି ୧୨ ଜଣ ଆହତ ?

Screenshot 2025 02 19 125522

ବରଯାତ୍ରୀ ବାସ ଦୃଘଟଣା ଘଟି ୧୨ ଜଣ ଆହତ ଘଟଣାଟି ବାଲେଶ୍ୱର ଜିଲ୍ଲାର ଘଟିଥିବା ସୂଚନା ମିଳୁଛି ଗତ କାଲି ବିଳମ୍ବିତ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି ଗଣେଶ ନାମକ ବସଟି ଦୃଘଟଣା ଜଣାପଡୁଛି । ନୀଳଗିର ବ୍ଲକ ମିତ୍ରପୁର ଅଞ୍ଚଳର ୫୦ ଜଣ ଲୋକମାନଙ୍କୁ ବସରେ ଆସୁଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି । ବସଟି ଭାରସ୍ୟାମ ହରାଇ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଘଟଣା ସ୍ଥଳରେ ବାସ … Read more

ନାବାଳକ ହତ୍ୟାକାଣ୍ଡ ମାମଲାରେ ବ୍ଲକ ଉପାଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଛି ?

Screenshot 2025 02 19 095341

ନାବାଳକ ହତ୍ୟାକାଣ୍ଡ ମାମଲାରେ ବ୍ଲକ ଉପାଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଛି । ଘଟଣାଟି ଯାଜପୁର ଅଞ୍ଚଳର ଘଟିଥିବା ସୂଚନା ମିଳୁଛି । ଯାଜପୁର ସଦର ପୋଲିସ କର୍ମଚାରୀ ବ୍ଲକ ଉପାଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାଜପୁର ସାହସପୁର ପଞ୍ଚାୟତର ଶୁକଦେବ ଦାସ ନାମକ ବ୍ୟକ୍ତି ଜଣକ ଗତ ୯ ତାରିଖ ରାତିରେ ନିଜ ପୁଅ ସହିତ ସ୍ଥାନୀୟ ସିଵା ଛକକୁ ଚଓମିନ ଖାଇବାକୁ ଯାଇଥିଲେ । ଏବଂ ଚଓମିନ ଦୋକାନରେ ପାଟିତୁଣ୍ଡ ଘଟିବ … Read more

ପିକଅପ ଭ୍ୟାନ୍ ଓଲଟି ୧୮ ଜଣ ଲୋକ ଆହତ ?

Screenshot 2025 02 18 152834

ପିକଅପ ଭ୍ୟାନ୍ ଓଲଟି ୧୮ ଜଣ ଲୋକ ଆହତ । ଘଟଣାଟି ବୈପାରୀଗୁଡା କୁମ୍ଭିଖାରୀ ଘାଟିରେ ଓଲଟିଲା ପିକଅପ ଭ୍ୟାନ । ଭରା ଶ୍ୟାମ ହରାଇ ଭ୍ୟାନଟି ଓଲଟି ପଡିଥିବା ସୂଚନା ମିଳୁଛି । ଦୃଘଟଣାରେ ୩ ଜଣ ଅଧିକ ଗୁରୁତର ହୋଇଥିବା ଜଣାପଡୁଛି | ଏକ ଭୟଙ୍କର ଦୃଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ କରିଥିଲେ । ଦୃଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି … Read more

ରବିବାର ଆତ୍ମହତ୍ୟା କରିଥିବା କିଟ ଛାତ୍ରୀଙ୍କ ଆଜି ହବ ପୋଷ୍ଟମଟମ ?

Screenshot 2025 02 18 142249

ରବିବାର ଆତ୍ମହତ୍ୟା କରିଥିବା କିଟ ଛାତ୍ରୀଙ୍କ ଆଜି ହବ ପୋଷ୍ଟମଟମ ଗତ ରବିବାର ଦିନ କିଟ କଲେଜେର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରୀ ଜଣକ ନେପାଳରେ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ଛାତ୍ରୀ ଜଣକର ଆତ୍ମହତ୍ୟାକୁ ନେଇ ଛାତ୍ର ଛାତ୍ରୀ ମାନେ ଉତେଜନା ଦେଖେଇଥିଲେ ସବୁ ଛାତ୍ର ଛାତ୍ରୀମାନେ କିଟ ପାଖରେ ରହିଥିବା ମୁଖ୍ୟ ରାସ୍ତାକୁ ରାତି ତମାମ ଅବରଧ କରିଥିଲେ । ଭୁବନେଶ୍ୱର ଏମ୍ସରେ ମେଡିକାଲରେ ନେପାଳୀ ଛାତ୍ରୀ ଜଣଙ୍କର … Read more

ପୁଣି ଥରେ ଲ୍ୟଣ୍ଡିଙ୍ଗ ବେଳେ ବିମାନ ଦୃଘଟଣା ?

Screenshot 2025 02 18 125451

ପୁଣି ଥରେ ଲ୍ୟଣ୍ଡିଙ୍ଗ ବେଳେ ବିମାନ ଦୃଘଟଣା ତୋରଣ୍ଟ ଏୟାରପୋର୍ଟରେ ଦୃଘଟଣା ଘଟିଥିବା ସୁଚନା ମୁଳୁଛି । ଦୃଘଟଣାରେ ୧୮ ଜଣ ଆହତ ହୋଇଥିବାବେଳେ ୩ ଅଧିକ ଗୁରୁତର ହୋଇଥିବା ସୂଚନା ମିଳୁଛି । ବିମାନରେ ମୋଟ ୮୦ ଜଣ ଯାତ୍ରୀ ରହିଥିବାର ଜଣାପଡିଛି । ଏତେ ବଡ ଦୃଘଟଣା ଘଟିଥିବାରୁ କେହି ଜଣେ ଯାତ୍ରୀ ମୁର୍ତ୍ୟୁ ବରଣ କରିନଥିବା ସୂଚନା ମିଳୁଛି ସମସ୍ତେ ଯାତ୍ରୀ ଭୟଙ୍କର ଦୃଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୃଘଟଣା ହେବା ପରେ … Read more