ବିଦ୍ୟୁତ ତାର ଲାଗି ଦାନ୍ତ ହାତୀ ମୁର୍ତ୍ୟୁ କରିଛି ?
ବିଦ୍ୟୁତ ତାର ଲାଗି ଦାନ୍ତ ହାତୀ ମୁର୍ତ୍ୟୁ କରିଛି ଘଟଣାଟି ଦେବଗଡ଼ ଅଞ୍ଚଳରେ ଘଟିଥିବା ଜଣାପଡୁଛ ବିଦ୍ୟୁତ ତାର ସଂସ୍ପଶରେ ଆସି ଦାନ୍ତ ହାତୀ ମୁର୍ତ୍ୟୁ ବରଣ କରିଛି । ଗତକାଲି ବିଳମ୍ବିତ ରାତିରେ ହାତୀର ମୁର୍ତ୍ୟୁ ଘଟିଥିବା ସୂଚନା ମିଳିଛି । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଗାରିଆ ପଲ୍ଲୀ ଗାଁରେ ହାତୀର ମୁର୍ତ୍ୟୁ ଘଟିଛି । ଗାରିଆପାଲ୍ଲୀ ଗାଁ ରାସ୍ତାରୁ ହାତୀର ମୂର୍ତ ଦେହ ଠାବ ହୋଇଛି ଆଜି ସକାଳୁ ବନବିଭାଗ ଅଧିକାରୀ ଘଟଣା … Read more