କାର ଟ୍ରକ ଦୃଘଟଣାରେ ଡିଏସପିଙ୍କ ମୁର୍ତ୍ୟୁ ?

Screenshot 2025 02 16 180056

କାର ଟ୍ରକ ଦୃଘଟଣାରେ ଡିଏସପିଙ୍କ ମୁର୍ତ୍ୟୁ | କାର ଟ୍ରକ ଧକ୍କା ହେବ ଦ୍ୱାରା ୨ ଜଣ ପ୍ରାଣ ହରାଇଛନ୍ତି |ଦୃଘଟଣାରେ ଦେଶର ସୁରକ୍ଷା କର୍ମୀ ଡିଏସପିଙ୍କ ମୁର୍ତ୍ୟୁ ଘଟିଛି | ଯାଜପୁର ପାଣିକୋଇଲି ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି | ଦୃଘଟଣାରେ ଯାଜପୁର ପୋଲିସ କର୍ମଚାରୀ ଡିଏସପି ବଳରାମ ନାୟକଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି | ପାଣିକୋଇଲି ଥାନା ନିକଟରେ ରହିଥିବା କୃପାଳୁ ରାଇସି ମିଲ ଠାରେ ଦୃଘଟଣା ଘଟିଛି … Read more

ଗଞ୍ଜାମ ରୁଷୀକୂଲ୍ୟା ନଦୀ ମୁହାଣରେ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ ?

Screenshot 2025 02 16 160740

ଗଞ୍ଜାମ ରୁଷୀକୂଲ୍ୟା ନଦୀ ମୁହାଣରେ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ ହୋଇଛି | ଆଜି ଭୋର ସକାଳୁ ଏହି ପ୍ରକିର୍ୟ ଆରମ୍ଭ ହୋଇଛି | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦୦୦ ହଜାର କଇଁଚ ଅଣ୍ଡାଦେବା ଜଣାପଡୁଛି | ଆଗକୁ ମଧ୍ୟ ଲକ୍ଷାଧିକ କଇଁଚ ଆସି ଅଣ୍ଡାଦେବେ ବୋଲି ସୂଚନା ମିଳୁଛି | ଆରବର୍ଷ ପାଣିପାଗ ଖରାପ ଦୃଷ୍ଟିରୁ କଇଁଚ ମାନେ ଅଣ୍ଡାଦେବା ପାଇଁ ଆସିପାରିନଥିଲେ | ହେଲେ ଏବର୍ଷରେ ୧୦୦୦୦ କଇଁଚ ଆସି ଅଣ୍ଡା … Read more

୪୦ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ ?

Screenshot 2025 02 16 140655

୪୦ ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ | ଜାନୁଆରୀ ମାସ ୮ ତାରିଖରେ ରସୁଲଗଡ଼ ଓଭରବ୍ରିଜ଼ ଉପରେ ସହଦେଵ ନାମକ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା | ଦିନ ଦ୍ୱିପହରେ ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା | ସହଦେଵ ନାୟକଙ୍କୁ ୩ ଜଣ ଅଭିଯୁକ୍ତ ରସୁଲଗଡ଼ ଓଭରବ୍ରିଜ଼ ଉପରେ ଖଣ୍ଡରେ ହାଣି ହତ୍ୟା କରିଥିଲେ | ଘଟଣା ସ୍ଥଳରେ ଫେରାର ରହିଥିଲେ ୩ ଜଣ ଅଭିଯୁକ୍ତ | ପୋଲିସ ମଧ୍ୟ … Read more

ପୁଣିଥରେ ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି ?

Screenshot 2025 02 16 113907

ପୁଣିଥରେ ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି | ମହାକୁମ୍ଭରେ ପ୍ରସ୍ତୁତ ହୋଇଥିବା କ୍ୟାମ୍ପ ଗୁଡିକରେ ଓ ଅନେକ ପେଣ୍ଡାଲ ଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା | ନିଆଁ ଲାଗିବାର ଖବର ମିଳିସାରିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲା | ଏବଂ ଅଗ୍ନିକାଣ୍ଡରେ କିଛିବି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ନ ହେବ ସହ କେହି ଲୋକ ମଧ୍ୟ ଦୃଘଟଣାରେ କ୍ଷତି ଗ୍ରସ୍ତ ହୋଇନାହାନ୍ତି | ନିଆଁ କିପରି ଲାଗିଥିଲା … Read more

ଦିଲ୍ଲୀରେ ଟ୍ରେନ ଦଳାଚକଟାରେ ୧୮ ଜଣ ମୂର୍ତ ?

Screenshot 2025 02 16 093653

ଦିଲ୍ଲୀରେ ଟ୍ରେନ ଦଳାଚକଟାରେ ୧୮ ଜଣ ମୂର୍ତ କାଲି ରାତିରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଦୃଘଟଣାରେ ୧୮ଜଣ ମୁର୍ତ୍ୟୁ କରିଛନ୍ତି | ସେଥିରେ ୧୪ ଜଣ ମହିଳା ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି ମହକୁମ୍ଭ ମେଳାକୁ ହଜାର ହଜାର ଭକ୍ତ ବୁଡ଼ାପକେଇବାକୁ ଯାଉଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଦିଲ୍ଲୀ ଷ୍ଟେସନରେ ହଜାର ହଜାର ଲୋକ ମହାକୁମ୍ଭକୁ ଯାଇଥିବାବେଳେ ଠେଲାପେଲା ହେବ ଦ୍ୱାରା ୧୮ ଜଣ ମୁର୍ତ ବରଣ କରିଛନ୍ତି ଏବଂ … Read more

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ ?

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ | ୮ ଲକ୍ଷରୁ ଅଧିକ ତାଙ୍କ ଲୁଟ କରିଥିବା ଖବର ସାମ୍ନାକୁ ଆସିଛି ଘଟଣାଟି କୋରାପୁଟ ଜିଲ୍ଲା ବୋଡିଗାଁ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି | ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ପିଇଓ ଜଣକ ବଧାର୍କ୍ୟ ଟଙ୍କା ବାଣ୍ଟିବା ପାଇଁ ଯାଉଥିବାବେଳେ କିଛି ଦୁର୍ବୁତ୍ତ ମାନେ ତାଙ୍କୁ ଛୁରୀ ଦେଖେଇ ଲୁଟ କରିଛନ୍ତି | ଦୁର୍ବୁତାମାନେ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିବାରେ ସଫଳ ହୋଇଛନ୍ତି | … Read more

ପୁଣି ବଢ଼ିଲା ରାସନ କାର୍ଡ E-KYC ସମୟ ସୀମା ?

Screenshot 2025 02 15 185034

ପୁଣି ଥରେ ବଢ଼ିଲା ରାସନ କାର୍ଡ E-KYC ସମୟ ସୀମା | ଗତ ଜୁନ ମାସଠାରୁ ଆରମ୍ଭ ହୋଇଥିଲା E-KYC ପ୍ରକ୍ରିୟା ଆଜି ରହିଥିଲା E-KYC ଶେଷ ଦିନ | ହିତାଧିକାରମାନଙ୍କୁ ୪ ଥର E-KYC କରିବା ପାଇଁ ସମୟ ସୀମା ଦିଆଯାଇଛି | ହେଲେ ଏପର୍ଯ୍ୟନ୍ତ ଆଉ ୩୩ ଲକ୍ଷ ହିତାଧିକାରୀ କରିନାହାନ୍ତି E-KYC | ନେଟୱର୍କ ସମସ୍ୟା ରହିଥିବାରୁ ଲୋକମାନେ ଅସୁବିଧାର ସମୁଖିନ୍ନ ହଉଛନ୍ତି | ସରକାରୀ ଚାକିରୀ ଓ ବିଜନେସ କରୁଥିବା ଲୋକମାନେ … Read more

ବସ ବୋଲର ଧକ୍କାରେ ୧୦ ଜଣ ମୁର୍ତ୍ୟୁ ବରଣ କରିଛନ୍ତି ?

ବସ ବୋଲର ଧକ୍କାରେ ୧୦ ଜଣ ମୁର୍ତ୍ୟୁ ବରଣ କରିଛନ୍ତି | ଗତ କାଲି ରାତିରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି ଓ ଭୟଙ୍କର ଦୃଘଟଣାରେ ୧୦ ଜଣ ମୁର୍ତ୍ୟୁ କରିବା ସହ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଶ୍ରଦ୍ଧାଳୁ ମାନେ ମହାକୁମ୍ଭକୁ ବୁଡ଼ାପକେଇବାକୁ ଯାଇଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଦୃଘଟଣାଟି ପ୍ରୟାଗରାଜର ମିର୍ଜାପୁର ଅଂଚଳରେ ଘଟିଥିବା ଜଣାପଡୁଛି ଶ୍ରଦ୍ଧାଳୁମାନେ ଛତିଶଗଡ଼ରୁ ମହାକୁମ୍ଭକୁ ବୁଡ଼ପକେଇବାକୁ ଆସୁଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଏବଂ … Read more

୩୪ ମାସ ପରେ ନବ ଦାସଙ୍କ ରୋଷେୟାଙ୍କ ମୁର୍ତ୍ୟୁର ପୁନଃତଦନ୍ତ ?

Screenshot 2025 02 15 155305

୩୪ ମାସ ପରେ ନବ ଦାସଙ୍କ ରୋଷେୟାଙ୍କ ମୁର୍ତ୍ୟୁର ପୁନଃତଦନ୍ତ | ପ୍ରାୟ ୩ ବର୍ଷ ହବ ନବ ଦାସଙ୍କ ମୁର୍ତ୍ୟୁ ଖବର ସାମ୍ନାକୁ ଆସିଥିଲା | ନବ ଦାସଙ୍କ ରୋଷେୟା ଲଳିତ ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୂର୍ତ ଦେହ ମିଳିଥିଲା | ୨୦୨୨ ଏପ୍ରିଲ ୧୭ ତାରିଖରେ ଲଳିତ ଦାସ ମୂର୍ତ ବରଣ କରିଥିଲେ | ଲଳିତ ଦାସ ନିଜେ ଆତ୍ମହତ୍ୟା କରିଥିବାର କାରଣ କଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଏବଂ ଘର ଲୋକଙ୍କ ପୁଣି … Read more

ଯୁବକଙ୍କୁ ହତ୍ୟା କରି ମୁହଁରେ ଲଙ୍କାଗୁଣ୍ଡ ମାରିଲେ ଅଭିଯୁକ୍ତ ?

ଯୁବକଙ୍କୁ ହତ୍ୟା କରି ମୁହଁରେ ଲଙ୍କାଗୁଣ୍ଡ ମାରିଲେ ଅଭିଯୁକ୍ତ | ଘଟଣାଟି ନବରଙ୍ଗପୁର ଜିଲ୍ଲା ବିଜୁପଟନାୟକ ସ୍କୁଲ ପାଖରେ ରହିଥିବା ଗୋଟେ ଇଟାଭାଟି ନିକଟରେ ଯୁବକଙ୍କ ମୂର୍ତ ଦେହ ମିଳିଛି | ଯୁବକ ମୁର୍ତ୍ୟୁ କରିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଯୁବକଙ୍କୁ କିଏ ଓ କଣ ପାଇଁ ମାରିଛନ୍ତି କିଛି ସୂଚନା ମିଳିନାହିଁ ଯୁବକ ଜଣକର ଘରର ଠିକଣା ମଧ୍ୟ ମିଳିପାରିନାହିଁ | ମୂର୍ତ ଶରୀର ପାଖରେ ମଦ ବୋତଲ ସହିତ ଲଙ୍କା ଗୁଣ୍ଡ ପାକେଟ … Read more