କଟକ ତ୍ରିସୁଳିଆ ବ୍ରିଜ ତଳୁ +୨ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ?

କଟକ ତ୍ରିସୁଳିଆ ବ୍ରିଜ ତଳୁ +୨ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବ୍ରିଜ ତଳୁ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ହୋଇଛି | ମୁର୍ତ୍ୟୁ କରିଥିବା ଛାତ୍ରୀଙ୍କ ଘର ହେଉଛି ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ରହିଥିବା ପ୍ରତୀକ ଦାସ ସେ +୨ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡୁଛି | ଗତ କାଲି ଛାତ୍ରୀ ଜଣକ ଘରୁ ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲେ | ହେଲେ ଆଜି କଟକ ତ୍ରିସୁଳିଆ … Read more

ସରକାର ବ୍ୟାନ କଲେ ୮୦୫ଟି ଆପ , ୩୨୬୬ଟି ୱେବ୍ସାଇଟ ?

Screenshot 2025 02 12 132226

ସରକାର ବ୍ୟାନ କଲେ ୮୦୫ଟି ଆପ , ୩୨୬୬ଟି ୱେବ୍ସାଇଟ | ଦେଶରେ ବଢୁଥିବା ସାଇବର କ୍ରଇମକୁ ରୋକିବା ନିମନ୍ତେ କେନ୍ଦ୍ର ଏକ ଗୁରୁତ୍ୱ ପୁର୍ଣ ପଦକ୍ଷପ ନେଇଛନ୍ତି | ଦେଶରେ ଆପ ବ୍ୟାନ ହୋଇଥିବା ନେଇ ଗୃହମନ୍ତ୍ରୀ ଅମିତ ସାହା ସୂଚନା ଦେଇଛନ୍ତି | ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେଉଁ ସବୁ ଆପ ସରକାରଙ୍କ ନିଅମ ସବୁ ମାନୁନାହାନ୍ତି ଏବଂ ଯେଉଁ ଆପ୍ପ ଦ୍ୱାରା ଲୋକମାନଙ୍କର ଡାଟା ସୁରକ୍ଷିତ ହୋଇ ରହୁନାହିଁ ସରକାର … Read more

୫ ଟଙ୍କାରେ ବି ବିଲାତି କାଣିବାକୁ ରାଜିହଉନାହାନ୍ତି ବେପାରୀ ?

Screenshot 2025 02 12 121514

୫ ଟଙ୍କାରେ ବି ବିଲାତି କାଣିବାକୁ ରାଜିହଉନାହାନ୍ତି ବେପାରୀ | ଟମାଟୋ ଚାଷୀ ଦିନକୁ ଦିନ ଟମାଟୋର ଦର କମିବା ନେଇ ଚିନ୍ତାରେ ଚାଷୀ ଜଗତସିଂହପୁର ଜିଲ୍ଲାର ଆଳି ପଙ୍ଗଳ ଓ ସେଠାକାର ଅଞ୍ଚଳର ଲୋକମାନେ ପ୍ରାୟ ସମସ୍ତେ ଟମାଟୋ ଚାଷ କରିବା ଦେଖାଦେଇଛି | କିନ୍ତୁ ଦିନକୁ ଦିନ ଟମାଟୋ ଦର କମିବା ନେଇ ଏବେ ଚିନ୍ତାରେ ଚାଷୀ | ଧାର ଉଦ୍ଧାର କରି ଟମାଟୋ ଚାଷ କରିଥିବା ଚାଷୀ ମାନେ ଟମାଟୋ ଦର କମିବା … Read more

୯ମ ଓ ୧୦ମ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ ?

୯ମ ଓ ୧୦ମ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ | କଟକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୁବିଧା ସବୁବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛୁଆଙ୍କ ପାଇଁ ରଖାଯାଇଥିଲା | କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ ବୋଲି ଘୋଷଣା କରିଛନ୍ତି | ମୋହନ ଚରଣ ମାଝୀ କହୁଛନ୍ତି ପୂର୍ବତନ ସରକାର ଥିବାବେଳେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନର … Read more

ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ?

ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ଗତ ଜାନୁଆରୀ ମାସରେ ୨୨ କ୍ୟାରେଟ ସୁନା ଦର ରହିଥିଲା ୧୦ ଗ୍ରାମକୁ ୭୩ ହଜାର ରହିଥିଲା | ହେଲେ ଆଜି ଗୋଟିଏ ମାସ ଭିତରେ ୬୬୦୦ ଟଙ୍କା ବଢିଥିବା ଦେଖାଦେଇଛି ଆଜି ଭୁବନେଶ୍ୱରରେ ସୁନା ଦର ୧୦ ଗ୍ରାମକୁ ୮୦ ହଜାର ୬୦୦ ଟଙ୍କା ରହିଛି | ୨୪ କ୍ୟାରେଟ ସୁନା ଦର ପ୍ରାୟ ୮୭ ହଜାର ୯୩୦ ଟଙ୍କା ରହିଅଛି ଗୋଟିଏ ଦିନରେ ସୁନା ଦର … Read more

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି ?

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି | ଭୁବନେଶ୍ୱରର ୩ଟି ସ୍ଥାନ ଓ ବାଲେଶ୍ୱରରେ ୪ଟି ସ୍ଥାନରେ ରେଡ ହୋଇଛି | ଏକ କାଳରେ ୭ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ଟିମ ବିଦ୍ୟାଧର ପତିଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ରହିଥିବା ଫ୍ଲାଟ ଓ ରୁଦ୍ର ପୁରରେ ରହିଥିବା ୩ଟି ଫ୍ଲାଟକୁ ଭିଜିଲାନ୍ସ ଅଧିକାରୀ ରେଡ କରିଛି | ଏବଂ ରେମୁଣାରେ ରହିଥିବା ଅଫିସରେ ମଧ୍ୟ ଭିଜିଲାନ୍ସ ରେଡ କରିଛି ୭ ଟି ସ୍ଥାନରେ ରେଡ … Read more

ଭୁବନେଶ୍ୱରରେ ଘରେ ପଶିଗଲା କାର ?

ଭୁବନେଶ୍ୱରରେ ଘରେ ପଶିଗଲା କାର ଗତ କାଲି ରାତିରେ ପ୍ରାୟ ୨ ଟା ବେଳେ ଘରେ ପଶିଲା କାର ଅଳ୍ପକେ ବର୍ତ୍ତିଯାଇଛନ୍ତି ଘର ଲୋକ କାର ର ବେଗ ଅଧିକ ରହିଥିବାରୁ ଦୃଘଟଣା ଘଟିଥିବା ଜଣାପଡୁଛି ଓ ଦୃଘଟଣାରେ କେହିବି କ୍ଷତି ଗ୍ରସ୍ତ ହୋଇନଥିବା ଜଣାପଡୁଛି | କାର ଟି ଖୁବ ଜୋରେ ଧକ୍କା ହେବ ଫଳରେ ଘରର କାନ୍ଥ ଭାଙ୍ଗିବା ସହ ଘରର ଜିନିଷ ସବୁ ନଷ୍ଟ ହୋଇଛି ବୋଲି କହିଛନ୍ତି ଘର ଲୋକେ | … Read more

ବାଇକକୁ ଧକ୍କା ଦେଲା କାର ଓ ଦୃଘଟଣାରେ ୩ ଜଣ ମୂର୍ତ ?

ବାଇକକୁ ଧକ୍କା ଦେଲା କାର ଓ ଦୃଘଟଣାରେ ୩ ଜଣ ମୂର୍ତ | ଦୃଘଟଣାଟି ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଥିବା ଜଣାପଡିଛି | ଜଗତପୁରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କାରଟି ଦୃଘଟଣା ଘଟାଇଛି ଏବଂ ଦୃଘଟଣାରେ ପ୍ରାଣ ହେଇଥିବା ୩ ଜଣ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ | କାର ଡ୍ରାଇଭର ଜଣକୁ ପୋଲିସ ଅଟକ ରଖି କିପରି ଦୃଘଟଣା ଘଟିଥିଲା ତଦନ୍ତ କରୁଛି କଲି ରାତି ପ୍ରାୟ ୨ ବେଳେ ଦୃଘଟଣା … Read more

ବସ ଦୃଘଟଣାରେ ୧୨ ଜଣ ଯାତ୍ରୀ ଆହତ ?

ବସ ଦୃଘଟଣାରେ ୧୨ ଜଣ ଯାତ୍ରୀ ଆହତ ଦୃଘଟଣାଟି ଖୋର୍ଡ ବୋଲଗଡ଼ ଗୋପବନ୍ଧୁ ଛକରେ ଘଟିଥିବା ଜଣାପଡୁଛି |ଦୃଘଟଣାରେ ବସଟି ଭାରସ୍ୟାମ ହରାଇ ରାସ୍ତା ସେପଟକୁ ପଶିଯାଇଛି ଏକ ବଡ ଭୟଙ୍କର ଦୃଘଟଣାରୁ ଅଳ୍ପକେ ବଂଚିଯାଇଛନ୍ତି ଲୋକେ | ଦୃଘଟଣାରେ ୧୨ ରୁ ଅଧିକ ଯାତ୍ରୀ ଆହତ ହେବା ସୂଚନା ମିଳିଛି ସମସ୍ତ ଆହତ ଯାତ୍ରୀ ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି | ଦୃଘଟଣାରେ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତରଥିବା ଜଣାପଡୁଛି | … Read more

ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି ?

ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି | କିଛି ଦିନ ହବ ଷଣ୍ଢଟି ସ୍ଥାନୀୟ ଲୋକମାନଙ୍କୁ ହଇରାଣ କରୁଥିଲା ଏବଂ କିଛି ଲୋକଙ୍କୁ ଆହତ ମଧ୍ୟ କରିଥିଲା | ହେଲେ ଆଜି ଷଣ୍ଢଟିକୁ ଧରିବା ପାଇଁ ଗାଁ ଲୋକ ଓ ପୋଲିସ କର୍ମଚାରୀ ଲାଗିଛନ୍ତି ଓ ଷଣ୍ଢଟିକୁ ଧରିବାରେ ଗାଁ ଲୋକ ସଫଳ ମଧ୍ୟ ହୋଇଛନ୍ତି କିଛି ସମୟ ପରେ ଷଣ୍ଢଟି ମୁର୍ତ୍ତୃ କରିବା … Read more