ପ୍ରସିଦ୍ଧ ଧନୁଯାତ୍ରାରେ ଟ୍ରାଫିକ ସମସ୍ୟା ଯୋଗୁ ସକାଳ ୮ରୁ ସ୍କୁଲ ଯିବେ ପିଲା ?
ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ଦିନକୁ ଦିନ ବଢିବାକୁ ଲାଗିଛି। ମହୋତ୍ସବ ସାରିବାକୁ ଆହୁରି ୮ ଦିନ ରହିଛି । ଅନେକ ନୃତ ଶିଳ୍ପ ବହୁତ ବହୁତ ଜାଗାରୁ ପ୍ରସିଦ୍ଧ ଧୂଯାତ୍ରାରେ ନୃତ କରିବାକୁ ଆସିଛନ୍ତି ରାଜ୍ୟର ଅନେକ ଜିଲ୍ଲାରୁ ନୃତ କରିବାକୁ ଆସିଛନ୍ତି । ଛତିଶଗଡରୁ ଅନେକ ଲୋକେ ତାଙ୍କ ନୃତ କାର୍ଯ୍ୟ କରିବାକୁ ଆସିଛନ୍ତି । ୧୧ ଦିନ ଧରି ଚାଲିବ ବରଗର୍ଡରେ ପ୍ରସିଦ୍ଧ ଧନୁ ଯାତ୍ରା । ଅତ୍ୟଧିକ ଭିଡ … Read more