ଶୀତ ରେ ଥରୁଛି ଓଡ଼ିଶା

ଶୀତ ରେ ଥରୁଛି ଓଡ଼ିଶା

ଶୀତ ରେ ଥରୁଛି ଓଡ଼ିଶା :- ହାଡ ଭଙ୍ଗା ଶୀତରେ ଥରୁଛି ଓଡ଼ିଶା ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ପ୍ରବଳ ଶୀତ ଦେଖିବାକୁ ମିଳୁଛି ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି ଓଡ଼ିଶାର ଅନେକ ଜିଲ୍ଲାରେ ଆହୁରି ୨ ଦିନ ଅତ୍ୟଧିକ ଶୀତ ଦେଖିବାର ସୂଚନା ମିଳିଛି ମାଳଦା , କୋଇଡା , ଚିଲିକା ଭଳି ଅନେକ ସ୍ଥାନରେ ଶୀତର ଲହରୀ ଦେଖିବାକୁ ମିଳିଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ଶୀତ ଦେଖିବାକୁ ମିଳିଛି ସନ୍ଧ୍ୟା ହେଉ … Read more

ବାୟମାଟ୍ରିକ ସାହାଯ୍ୟରେ ସୁଭଦ୍ରା ଯୋଜନାରେ ବାକି ରହି ଯାଇଥିବା ପଇସା Account କୁ ପଠାଯିବ

ବାୟମାଟ୍ରିକ ସାହାଯ୍ୟରେ ସୁଭଦ୍ରା ଯୋଜନାରେ ବାକି ରହି ଯାଇଥିବା ପଇସା Account କୁ ପଠାଯିବ

ବାୟମାଟ୍ରିକ ସାହାଯ୍ୟରେ ପୁଣି ଥରେ ସୁଭଦ୍ରା ଯୋଜନାରେ ବାକି ରହି ଯାଇଥିବା Account କୁ ପଇସା ପଠାଯିବ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆପଣ ଯଦି ସୁଭଦ୍ରା ଟଙ୍କାରୁ ବଂଚିତ ଅଛନ୍ତି ତାହାଲେ ଆଜି ଅଭିଯୋଗ କରନ୍ତୁ ବର୍ତମାନ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ସମସ୍ତ ଯାଞ୍ଚ କରିସାରିଲା ପରେ ଚତୃର୍ଥ ପ୍ରକ୍ରିୟା ଆରମ୍ଭ କରାଯିବ ଯେଉଁ ମହିଳା ମାନେ ସୁଭଦ୍ରା ଯୋଜନା କାର୍ଯ୍ୟ OTP ମାଧ୍ୟମରେ କରିଛନ୍ତି କିଛି … Read more

ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ 2024

ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ

ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ ଅତୁଳ ବେଙ୍ଗଲୁର ସହରରେ ରହୁଥିଲେ ନିକିତା ସିଂଘାନିଆ ଉତର ପ୍ରଦେଶରେ ରହୁଥିଲେ ସେ ୨୦୧୯ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ କିଛି ଦିନ ପରେ ପତ୍ନୀ ନିକିତା ସିଂଘାନିଆ ସ୍ୱମୀ ଅତୁଳ ଆଉ ଶାଶୁଘର ଲୋକଙ୍କ ଉପରେ ଯୈତ୍ତ୍ୱକ ନିର୍ଯାତନା ଘରୋଇ ହିଂସାର ଅଭିଯୋଗ କରିଥିଲେ ୨ ବର୍ଷ ମଧ୍ୟରେ ୧୨୦ ଥର ତାରିଖ ପଡିଥିଲା ୪୦ ଥର ବାଙ୍ଗାଲୁରୁ ୟୁପି … Read more

ବସ ଦୃଘଟଣାରେ ଜଣେ ମୂର୍ତ ୧୦ ରୁ ଅଧିକ ଆହତ

Screenshot 2024 12 16 182743

ବସ ଦୃଘଟଣାରେ ଜଣେ ମୂର୍ତ ୧୦ ରୁ ଅଧିକ ଆହତ ଭଦ୍ରକ ଜିଲ୍ଲାର ଅନଦପୁର ରାସ୍ତା ଟିଲୋ ନିକଟରେ ଏକ ଭୟାନକ ଦୃଘଟଣା ଦେଖିବାକୁ ମିଳିଛି ଏବଂ ସେଥିରେ ୧୦ ରୁ ୧୫ ଜଣ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଘଟଣା ସ୍ଥଳରେ ମୁର୍ତ୍ତୃ ବରଣ କରିଛନ୍ତି ବସଟି ଅଧିକ ଦ୍ରୁତ ଗତିରେ ଯାଉଥିବା ବେଳେ ଏଭଳି ଏକ ଦୃଘଟଣା ଘଟିଛି ବୋଲି ଜଣାପଡିଛି । କିପରି ହୋଇଥିଲା ଦୃଘଟଣା (ବସ ଦୃଘଟଣାରେ ଜଣେ ମୂର୍ତ … Read more

ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ICU ଭର୍ତି ହୋଇଛନ୍ତି ।

ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ICU ଭର୍ତି ହୋଇଛନ୍ତି ।

ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ICU ଭର୍ତି ହୋଇଛନ୍ତି । ଦିଲ୍ଲୀରେ ଥିବା ଆପୋଲୋ ହସ୍ପିଟାଲ ରେ ଭର୍ତି କରିଯାଇଛି ବିଜେପିର ହେଉଛନ୍ତି ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତର କହିବା ଅନୁଯାଇ ତାଙ୍କ ଅବସ୍ଥା ଏବେ ଠିକ ଅଛି ସେ ଏବେ ୯୭ ବର୍ଷ ବୟଷରେ ପହଞ୍ଚିଛନ୍ତି । ଆଡ଼ଭାନୀ ଏହା ପୂର୍ବରୁ ଗତ ତିନି ଚାରି ମାସ ମଧ୍ୟରେ ୪ ରୁ ୫ ଥର ମେଡିକାଲରେ ଭର୍ତି ହେଇଛନ୍ତି ଏବଂ ପୁଣି ଦେହ ଅସୁସ୍ଥ … Read more

IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ଗତ କିଛି ଦିନ ତଳେ ଦିଲ୍ଲୀ ସିବିଆଇର ଟିମ ଗୋଟେ କମ୍ପାନୀକୁ ରେଡ କରିଥିଲା କମ୍ପାନୀ ସାଙ୍ଗରେ ବିଷ୍ଣୁପଦ ସାମିଲ ରହିଥିଲେ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ kara ଯାଇଥିଲା ସିବିଆଇ ୧୦ ତାରିଖ ଦିନ ବିଷ୍ଣୁପଦ ସେଠୀଙ୍କୁ ନୋଟିସ ପଠାଇଥିଲା ଏବଂ ୧୧ ତାରିଖ ଦିନ ୧୦ ବେଳେ ହାଜର ହେବା ପାଇଁ ନୋଟିସ ଦିଆଯାଇ ଥିଲା ବ୍ରିଜ ଆଣ୍ଡ ରୂଫ କମ୍ପାନୀ ସହିତ କଣ … Read more

ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା କରାଯାଇଛି ଗତ ଗୁରୁବାର ଦିନ ରାତିରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିଲେ ଏବଂ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାଇ କିଛି ଦୁର୍ବୃତ ଘରେ ଚୋରି କରିବାକୁ ଆସି ସୁନା ଗହଣା ସବୁ ନେଇଯାଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଏବଂ ପୋଲିସ ସ୍ୱାମୀଙ୍କ ବୟାନ ଶୁଣି ସାରିଲା ପରେ ତଦନ୍ତ କାର୍ଯ୍ୟ ଜାରି ରଖିଥିଲେ । ଆଜି ରାଉରକେଲା ପୋଲିସ ମୁଖ୍ୟ ତଥ୍ୟରୁ ଜଣିପାରିଛି … Read more

ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ଗିରଫ କଲା ହାଇଦ୍ରାବାଦ ପୋଲିସ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ଗିରଫ କଲା ହାଇଦ୍ରାବାଦ ପୋଲିସ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ଗିରଫ କଲା ହାଇଦ୍ରାବାଦ ପୋଲିସ ପୁଷ୍ପ ଫିଲ୍ମ ୨ ର ରିଲିଜ ପରଦିନ ହାଇଦ୍ରାବାଦରେ ଗୋଟିଏ ଷ୍ଟେଜ ପ୍ରୋଗ୍ରାମ କରିଥିଲେ ଅଲ୍ଲୁ ଅର୍ଜୁନ ଏବଂ ବହୁତ ଲୋକ ଭିଡ କରିଥିଲେ ଅଲ୍ଲୁ ଅର୍ଜୁନକୁ ଦେଖିବା ପାଇଁ ଅତ୍ୟଧିକ ଭିଡ ହୋଇଥିବାରୁ ତାଙ୍କର ଜଣେ ମହିଳା ଫ୍ୟାନ ଲୋକଙ୍କ ଦଳାଚକଟାରେ ମୁର୍ତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ଅଲ୍ଲୁ ଅର୍ଜୁନ ଦୁଃଖ ପ୍ରକାଶ କରିବା ସହ ମହିଳାଙ୍କ ପରିବାରକୁ … Read more

ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ

ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ

ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ ଲାଗି ଯାଇଥିଲା ଗତକାଲି ଗୁରୁବାର ଦିନ ରାତିରେ ଏଭଳି ଏକ ଦୃଘଟଣା ଘଟିଛି ନିଆଁ ଟି ବହୁତ ଜୋରେ ଲାଗିଯାଇଥିଲା ଏବଂ ମେଡିକାଲରେ ଥିବା ସମସ୍ତ ରୋଗୀ ଏବଂ ହସ୍ପିଟାଲ କର୍ମଚାରୀ ଭୟଭୀତ ହୋଇ ଯାଇଛନ୍ତି । ଅଗ୍ନିକାଣ୍ଡରେ ୭ ଜଣ ଶିଶୁ ମହିଳା ମୁର୍ତ୍ୟୁ ବରଣ କରିଛନ୍ତି ଏବଂ ଅନେକ ରୋଗୀ ଆହତ ହୋଇଛନ୍ତି ସମସ୍ତ ଆହତ ରୋଗୀ ମାନଙ୍କୁ ଅନ୍ୟ ପାଖ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି … Read more

ବଢ଼ିଲା ମହାପ୍ରସାଦର ଦର ଦାମ

ବଢ଼ିଲା ମହାପ୍ରସାଦର ଦର ଦାମ

ଜଗନ୍ନାଥ ମନ୍ଦିରରେ ପୁଣି ବଢ଼ିଲା ମହାପ୍ରସାଦର ଦର ଦାମ ଏବେ ସାଧାରଣ ଲୋକମାନଙ୍କ ମଧ୍ୟରେ ଅସନ୍ତସ ଦେଖିବାକୁ ମିଳିଛି ସାଧାରଣ ଗରିବ ଲୋକଟି ମହାପ୍ରଭୁଙ୍କୁ ଦର୍ଶନଃ କରିବାକୁ ଆସିଲେ ମହାପ୍ରସାଦ ଖାଇବାର ଇଛା ଥିଲେ ବି ଅତ୍ୟଧିକ ପଇସା ହେତୁ ସେ ଖାଇ ପାରୁନି ୧୦୦ ରୁ ୨୦୦ ଟଙ୍କାରେ ବି ମଣିଷ ଶାନ୍ତିରେ ଖାଇ ପାରୁନି । କେତେ ଟଙ୍କା ବଢ଼ିଲା… (ବଢ଼ିଲା ମହାପ୍ରସାଦର ଦର ଦାମ) ଯେଉଁ ଅନ୍ନ ୧୦୦ ଟଙ୍କାରେ ମିଳୁଥିଲା ଏବେ … Read more