ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ ?
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ | ୮ ଲକ୍ଷରୁ ଅଧିକ ତାଙ୍କ ଲୁଟ କରିଥିବା ଖବର ସାମ୍ନାକୁ ଆସିଛି ଘଟଣାଟି କୋରାପୁଟ ଜିଲ୍ଲା ବୋଡିଗାଁ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି | ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ପିଇଓ ଜଣକ ବଧାର୍କ୍ୟ ଟଙ୍କା ବାଣ୍ଟିବା ପାଇଁ ଯାଉଥିବାବେଳେ କିଛି ଦୁର୍ବୁତ୍ତ ମାନେ ତାଙ୍କୁ ଛୁରୀ ଦେଖେଇ ଲୁଟ କରିଛନ୍ତି | ଦୁର୍ବୁତାମାନେ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିବାରେ ସଫଳ ହୋଇଛନ୍ତି | … Read more