ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି ?

ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି | କିଛି ଦିନ ହବ ଷଣ୍ଢଟି ସ୍ଥାନୀୟ ଲୋକମାନଙ୍କୁ ହଇରାଣ କରୁଥିଲା ଏବଂ କିଛି ଲୋକଙ୍କୁ ଆହତ ମଧ୍ୟ କରିଥିଲା | ହେଲେ ଆଜି ଷଣ୍ଢଟିକୁ ଧରିବା ପାଇଁ ଗାଁ ଲୋକ ଓ ପୋଲିସ କର୍ମଚାରୀ ଲାଗିଛନ୍ତି ଓ ଷଣ୍ଢଟିକୁ ଧରିବାରେ ଗାଁ ଲୋକ ସଫଳ ମଧ୍ୟ ହୋଇଛନ୍ତି କିଛି ସମୟ ପରେ ଷଣ୍ଢଟି ମୁର୍ତ୍ତୃ କରିବା … Read more

୧୫ ତାରିଖ ପରେ ଆଉ ବଢିବା ନାହିଁ ରାସନ କାର୍ଡ e-kyc ସମୟ ସୀମା ?

୧୫ ତାରିଖ ପରେ ଆଉ ବଢିବା ନାହିଁ ରାସନ କାର୍ଡ e-kyc ସମୟ ସୀମା | ରାଜ୍ୟ ବାହାରେ ଲୋକ କାମ କରୁଥିବାରୁ ଲୋକମାନଙ୍କୁ e-kyc କରିବାରେ ବହୁ ଅସୁବିଧାର ସଂମୁଖିନ୍ନ ହୋଇଥିଲେ | ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଦିନକୁ ଦିନ ତାରିଖ ଘୁଞ୍ଚାଉଥିଲେ | ଆସନ୍ତା ୧୫ ତାରିଖରୁ ଆଉ ସମୟ ବଢିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | ଏବେ ସୁଦ୍ଧା ୩୭ ଲକ୍ଷ … Read more

କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଜୟ ଟଙ୍କା ?

କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଜୟ ଟଙ୍କା | ଆସନ୍ତା କାଲି ସୁଭଦ୍ରା ଟଙ୍କା ମିଳିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ଏବଂ କହିଛନ୍ତି ଆସନ୍ତା କାଲି ୧୮ ଲକ୍ଷରୁ ଉର୍ଧ ମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ | କାଲି ଯେଉଁ ମହିଳା ମାନେ ସୁଭଦ୍ରା ଟଙ୍କାରୁ ବଂଚିତ ହେବେ npci କରିନଥିବାରୁ ଏଭଳି ଅସୁବିଧାର ସମୁଖିନ୍ନ ହୋଉଛନ୍ତି ଏବଂ ସେମାନଙ୍କୁ ଆଉ ମାସେ ସମୟ ଭିତରେ … Read more

ଫେବୃଆରୀ ୨୧ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ?

ଫେବୃଆରୀ ୨୧ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା | ପୂର୍ବ ବର୍ଷ ହୋଇଥିବା ପେପର ଲିକକୁ ରୋକିବା ପାଇଁ ଏଥର ମାଧ୍ୟ୍ୟବିକା ଶିକ୍ଷା ପରିସର ପେପେର ଲିକ ରୋକିବା ପାଇଁ ଏକାଧିକ ସୁବିଧାର ବ୍ୟବସ୍ତା କରାଯାଇଛି | ଏଥର ମାଟ୍ରିକ ପ୍ରଶ୍ନପତ୍ରରେ qr କୋଡ଼ ବ୍ୟବସ୍ତା କରାଯାଇଛି ଓ ମାର୍କର ମଧ୍ୟ୍ୟ ବ୍ୟବସ୍ତା ଅଛି ପେପର ଲିକ ହେଲେ ଏହି ଦୁଇ ସୁବିଧାରେ କିଏ ପେପର ଲିକ କରୁଛି ତା ଜଣାପଡିଯିବ | ଏବର୍ଷ ୪୦ … Read more

ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ?

ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ଭୁବନେଶ୍ୱର ଝାରପଡା ମହାଦେବ ନଗରରେ ରହିଥିବା ନିଶା ନିବାରଣ କେନ୍ଦ୍ରରୁ ପ୍ରଶାନ୍ତ ନାମକ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି | ଯୁବକଙ୍କ ଘର ନୟାଗଡ ସହରରେ ବୋଲି ଜଣାପଡିଛି | ଯୁବକ ଜଣକର ମା ଓ ବାପା କହିଛନ୍ତି ତାଙ୍କ ପୁଅକୁ ୩ ମାସ ହବ ନିଶା ନିବାରଣ କେନ୍ଦ୍ରକୁ ଆଣିଥିଲେ ଏବଂ ୨ ଲକ୍ଷ୍ୟ ଟଙ୍କା ଦିଆ ସାରିଲାଣି ଆଉ ୭ ହଜାର ଟଙ୍କା … Read more

ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ ?

ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ | ମାଲକାନଗିରି ଜଳ ସମ୍ପଦ ବିଭାଗରେ ଜଳଛାୟା ପ୍ରକଳ୍ପ ଉପନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ | ଭିଜିଲାନ୍ସ ଅଧିକାରୀ ଶାନ୍ତନୁଙ୍କ ଘରେ କୋଟି କୋଟି ଟଙ୍କା ଦେଖି ତାଯୁବ ଅଛନ୍ତି ଭିଜିଲାନ୍ସ ଅଧିକାରୀ ମେସିନେରେ ଟଙ୍କା ଗଣିସାରିବା ପରେ ୧ କୋଟି ୯୭ ଲକ୍ଷ ଟଙ୍କା ଜବତ କରାଯାଇଛି | ଶାନ୍ତନୁଙ୍କ ଜୟପୁରରେ ରହିଥିବା ଗୋଟେ ଘରେ କୋଟି କୋଟି ଟଙ୍କା ସହ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ଅଧିକାରୀ … Read more

ପାଣିରେ ବୁଡି ୨ ଛାତ୍ର ମୂର୍ତ ?

ପାଣିରେ ବୁଡି ୨ ଛାତ୍ର ମୂର୍ତ ସରସ୍ବତୀ ପୂଜା ମୂର୍ତି ବିସର୍ଜନ କରିବାପାଇଁ ୨ ଛାତ୍ର ନଦୀକୁ ଯାଇଥିବାବେଳେ ନଦୀରେ ବୁଡି ପ୍ରାଣ ହରାଇଛନ୍ତି | ୨ ଜଣ ପିଲାଙ୍କ ଘର ଭୁବନେଶ୍ୱରର ରହିଥିବା ଜଣାପଡିଛି ଏବଂ ପିଲା ୨ ଜଣ ଟିଉସନରେ ପୂଜା କରିଥିବା ମୂର୍ତ୍ତିକୁ ଛାତ୍ର ୨ ଜଣ ନଦୀକୁ ବିସର୍ଜନ କରିବାକୁ ଯାଇ ଏହିଭଳି ଏକ ଦୃଘଟଣା ଘଟିଛି | ଏବଂ ଆଜି ସକାଳୁ ୨ ଜଣ ପିଲା ସରସ୍ବତୀ ମୂର୍ତ୍ତିକୁ ନେଇ … Read more

ରାସ୍ତା ପାଇଁ ରାସ୍ତା ଅବରଧ ?

ରାସ୍ତା ପାଇଁ ରାସ୍ତା ଅବରଧ ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଲୋକମାନେ ରାସ୍ତାର ଅସୁବିଧା ନେଇ ବାରମ୍ବାର ଅଭିଯୋଗ କରିବା ସତ୍ୱେ ରାସ୍ତା ମରାମତି କାର୍ଯ୍ୟ ନ ହେବା ଦ୍ୱାରା ବାଧ୍ୟ୍ୟ ହୋଇ ଗଣିଆ ବ୍ଲକର ବାସିନ୍ଧାମାନେ ରାସ୍ତା ଅବରଧ କରିଛନ୍ତି | ଦୀର୍ଘ ୪ବର୍ଷ ହବ ରାସ୍ତା ଖରାପ ହୋଇଥିବାରୁ ବହୁତ ଦୃଘଟଣା ଦେଖିବାକୁ ମିଳୁଛି ରାସ୍ତା ଦଶପଲ୍ଲାଠୁ ଆରମ୍ଭ କରି ୨୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଖରାପ ରହିଥିବା ଗାଁ ଲୋକେ ଅଭିଯୋଗ କରିଆସିଛନ୍ତି … Read more

ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା ?

ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା | ସୁଭଦ୍ରା ଚତୁର୍ଥ ପର୍ଜୟ ଟଙ୍କା ୮ ତାରିଖରେ ମହିଳା ମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ଏବଂ ସେ କହିଛନ୍ତି ମହିଳା ମାନଙ୍କର ବ୍ୟାଙ୍କ ଆକାଉଣ୍ଟ କିଛି ତ୍ରୁଟି ରହିଥିବା ଯୋଗୁ ସମସ୍ତ ମହିଳା ମାନଙ୍କୁ ବ୍ୟାଙ୍କ ଯାଇ NPCI ଚେକ କରିବାକୁ ପ୍ରଭାତୀ ପରିଡା ମତ ଦେଇଛନ୍ତି | ସୁଭଦ୍ରା ରେଜିଷ୍ଟ୍ରସନ କେବେ ସାରିବ ? NPCI କାର୍ଯ୍ୟ ସମସ୍ତ … Read more

ଭାରତ U19 ମହିଳା କ୍ରିକେଟ ବିଶ୍ୱକପ ଚାମ୍ପିୟନ ?

ଭାରତ U19 ମହିଳା କ୍ରିକେଟ ବିଶ୍ୱକପ ଚାମ୍ପିୟନ | ଏହି ବିଶ୍ୱକପ ଟୁର୍ନାମେଣ୍ଟରେ ଭାରତ ଓ ସାଉଥ ଆଫ୍ରିକା ମହିଳା ଟିମ ଫାଇନାଲରେ ପହଞ୍ଚିଥିଲା | ଆଜି ମହିଳା ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ମହିଳା ବିଜୟ କରିଛନ୍ତି | ସାଉଥ ଅଫ୍ରିକା ମହିଳା ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା | ପ୍ରଥମେ ବ୍ୟାଟିଂ କରି ମାତ୍ର ୮୨ ରନ କରି ଅଲ ଆଉଟ ହୋଇଥିଲା ଟିମ | ୨୦ ଓଭର ବ୍ୟାଟିଂ … Read more