ଦରମା କମ ରହିଲେ କଟିବ ନାହିଁ ରାସନ କାର୍ଡ ?

ଦରମା କମ ରହିଲେ କଟିବ ନାହିଁ ରାସନ କାର୍ଡ | ଯେଉଁ ସବୁ ଲୋକମାନଙ୍କର ମାସିକ ଦରମା ୧୦ ରୁ ୧୨ ହଜାର ଟଙ୍କା ଦରମା ପାଉଛନ୍ତି ସେମାନଙ୍କ ରାସନ କାର୍ଡ କଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର | ଏବଂ ସେ କହିଛନ୍ତି ଯେଉଁ ଲୋକମାନଙ୍କ ମାସକୁ ୧୫ ହଜାରରୁ ଅଧିକ ରୋଜଗାର କରୁଛନ୍ତି ସେମାନଙ୍କ ରାସନ କାର୍ଡରୁ ନାମ କଟାଯିବ ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ପତ୍ର … Read more

ରାସନ କାର୍ଡର e-kyc ସମୟ ସୀମା ବଢ଼ିଲା ?

ରାସନ କାର୍ଡର e-kyc ସମୟ ସୀମା ବଢ଼ିଲା ପୂର୍ବରୁ ରାସନ କାର୍ଡ e-kyc ସମୟ ଜାନୁଆରୀ ୩୧ ତାରିଖ ସ୍ଥିର କରାଯାଇଥିଲା | କିଛି ଲୋକେ ରାସନ କାର୍ଡ ଅପଡେଟ ନ କରିବା ନେଇ ସମୟ ବଢିଥିଲା ଆଜି ପୁଣି ଥରେ ରାଜ୍ୟ ସରକାର ଫେବୃଆରୀ ୧୫ ଯାଏ e-kyc ସମୟ ସୀମା ରଖାଯାଇଛି | କେହି ବି ଜଣେ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଲିଷ୍ଟରୁ ବଂଚିତ ନ ରହିବା ପାଇଁ ଏହି ସବୁ ସୁବିଧା … Read more

ତୃତୀୟ ଟି୨୦ ରେ ଭାରତ ହାରିଲା ?

ତୃତୀୟ ଟି୨୦ ରେ ଭାରତ ହାରିଲା | ଗତ କାଲି ଭାରତର ତୃତୀୟ ଟି୨୦ ମ୍ୟାଚରେ ଭାରତର ପରାଜୟ | ଟସ ଜିତି ଇଣ୍ଡିଆ ଟିମ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା | ଇଂଲଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୭୧/୯ ରନର ଭାରତକୁ ଲକ୍ଷ ଦେଇଥିଲା | ବେନ ଡକେଟ ୫୧ ରନ ,ଲିଭିଂଷ୍ଟୋନ ୪୩ ରନ ସାହାଯ୍ୟରେ ଇଂଲଣ୍ଡ ଟିମ ୧୭୧ ରନ ବଡ ଲକ୍ଷ ଭାରତକୁ ଦେଇପାରିଥିଲା | ଇଣ୍ଡିଆର ବରୁଣ … Read more

ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ମିଶନ ଶକ୍ତି ମହିଳ ମାନେ ?

ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ମିଶନ ଶକ୍ତି ମହିଳ ମାନେ | କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗତରେ ୩ ବର୍ଷ ହବ ମିଶନ ଶକ୍ତି ମହିଳା ମାନଙ୍କ ଦରମା ବନ୍ଦ ରହିବ ନେଇ ବ୍ଲକରେ ଧାରଣା ଦେଇଛନ୍ତି ମିଶନ ଶକ୍ତି ମହିଳା ମାନେ | ଏବଂ କହିଛନ୍ତି ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହବ ସେ ପର୍ଯ୍ୟନ୍ତ ଦିନ ରାତି ଧାରଣା ଦେଇ ବସି ରହିବୁ ବୋଲି କହିଛନ୍ତି | ଏବଂ … Read more

ପାଣି ପାଇଁ ଉତେଜନା ଦେଖାଦେଇଛି ଢେଙ୍କାନଳର କାମାକ୍ଷାନଗରରେ ?

ପାଣି ପାଇଁ ଉତେଜନା ଦେଖାଦେଇଛି ଢେଙ୍କାନଳର କାମାକ୍ଷାନଗରରେ ମହିଳା ମାନେ ପାଣିର ଅସୁବିଧା ନେଇଁ ରାସ୍ତା ଅବରୋଧ କରିଛନ୍ତି | କାମାକ୍ଷାନଗର ବଜାଡ଼ିହିଠାରେ ମହିଳା ମାନେ ମାଠିଆ ବାଲଟି ଥୋଇ ରାସ୍ତା ରୋକ କରିବାକୁ ବାଧ୍ୟ୍ୟ ହୋଇଛନ୍ତି | ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗିରହିଥିବାରୁ ଲୋକମାନେ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟକୁ କହିସାରିବା ପରେ ମଧ୍ୟ୍ୟ ଲୋକେ ନିରାଶ ହୋଇଛନ୍ତି | ଆଗକୁ ଖରାଦିନ ଆସିବା ନେଇ ଚିନ୍ତାରେ ଅଛନ୍ତି … Read more

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସିଂହୀ ରେୱା ମୂର୍ତ ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସିଂହୀ ରେୱା ମୂର୍ତ ପ୍ରସବକାଳୀନ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ସିଂହୀ ରେୱା | ଯାହା ଫଳରେ ମୁତ୍ୟୁ ବରଣ କରିଛନ୍ତି ରେୱା | ୮ ବର୍ଷ ବୟଷରେ ସିଂହୀ ରେୱା ମୁର୍ତ୍ୟୁ କରିଛନ୍ତି | ୨୬ ତାରିଖରେ ରେୱା ଅତ୍ୟଧିକ ଅସୁସ୍ଥ ହୋଇଥିଲା ଏବଂ ରେୱର ଚିକିର୍ଷ କାର୍ଯ୍ୟ ଚାଲୁଥିଲା ଆଜି ସିଂହୀ ରେୱା ମୁର୍ତ୍ୟୁ ବରଣ କରିଛି | ୨୫ ତାରିଖରେ ତୃତୀୟ ଥର ମା ହୋଇଥିଲେ ରେୱା | … Read more

ଟ୍ରକ ବସ ଦୃଘଟଣା ପୁରୀ ଜାତୀୟ ରାଜପଥରେ ଚନ୍ଦନପୁର ନିକଟରେ ଦୃଘଟଣା ?

ଟ୍ରକ ବସ ଦୃଘଟଣା ପୁରୀ ଜାତୀୟ ରାଜପଥରେ ଚନ୍ଦନପୁର ନିକଟରେ ଦୃଘଟଣା ଘଟିଛି | ଗୋଟିଏ ବାଲି ବୋଝେଇ ଟିପ୍ପର ଗାଡିକୁ ଧକ୍କା ଦେଇଥିଲା ମୋ ବସ ଗାଡି | ଦୃଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି | ଦୃଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀ ମାନଙ୍କୁ ପୁରୀ ସଦର ଚିକିର୍ଷ ଲୟରେ ଭର୍ତି କରାଯାଇଛି | ଯାତ୍ରୀ ମାନଙ୍କ ମଧ୍ୟରୁ ତିନି ଜଣ ଯାତ୍ରୀ ଅଧିକ ଗୁରୁତର ହୋଇଥିବାରୁ … Read more

କାଲି ଭୁବନେଶ୍ୱର ସନ୍ଧ୍ୟାରେ ୨ଟି ବାଇକ କାର ଧକ୍କା |

କାଲି ଭୁବନେଶ୍ୱର ସନ୍ଧ୍ୟାରେ ୨ଟି ବାଇକ କାର ଧକ୍କା | କାର ଚାଳକ ଜଣକ ରଙ୍ଗରୁଟରେ ଗାଡି ଚଲେଇକି ଆସୁଥିବାବେଳେ ଦୃଘଟଣା ଘଟିଥିଲା | କାର ବାଇକକୁ ଧକ୍କା ଦେବା ଫଳରେ ବାଇକ ଛିଟିକି ପଡିଥିଲା ଏବଂ ଅନ୍ୟ ବାଇକଟି କାର ତଳେ ଚାପି ହୋଇ ରହିଥିଲା ଏବଂ ଘଟଣା ସ୍ଥଳରେ ୨ ବାଇକ ଚାଳକ ଆହତ ହେବା ସହ ଆଉ ୨ ଜଣ ଆହତ ହୋଇଛନ୍ତି | ଦୃଘଟଣାରେ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ କ୍ୟାପିଟାଲ … Read more

ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ?

Screenshot 2025 01 12 205213

ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ରେ ସବୁଠୁ ପ୍ରସିଦ୍ଧ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ପହଞ୍ଚିସାରିବା ପରେ କଲ୍ୟାଣୀ ମଣ୍ଡପରୁ ହାତୀ ପିଠିରେ ବସି କଂସ ଦରବାରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବଂ ତାଙ୍କ ସହିତ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ,ନିହାର ମହାନନ୍ଦ, ସନନ୍ତ ଗଡ଼ତିଆ ପ୍ରସିଦ୍ଧ ଧନୁଯାତ୍ରାରେ ସାମିଲ ହୋଇଥିଲେ । ପ୍ରସିଦ୍ଧ ଧନୁଯାତ୍ରାରେ ଓଡ଼ିଶାର ଅନେକ ରାଜ୍ୟ ମାନଙ୍କରୁ ଲୋକମାନେ ତାଙ୍କ ନୃର୍ତ୍ୟ କାର୍ଯ୍ୟ … Read more

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ମଣ୍ଡିକୁ ଖରାପ ମାନର ଧାନ ନ ଆଣିବା ପାଇଁ ସୂଚନା ଦେଇଛନ୍ତି ?

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ମଣ୍ଡିକୁ ଖରାପ ମାନର ଧାନ ନ ଆଣିବା ପାଇଁ ସୂଚନା ଦେଇଛନ୍ତି । faq ଧାନ କହିଲେ ଧାନକୁ ପରିଷ୍କାର କରି ଆଣିଲେ ମିଳିବ ୩୧୦୦ ଟଙ୍କା ଧାନକୁ ଭଲରେ ଶୁକେଇକି ପରିଷ୍କାର କରି ଆଣିବାକୁ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଧାନର କଲର ଟିକେ ଖରାପ ଥିଲେ ଆମେ ଗ୍ରହଣ କରିବୁ ଏବଂ ଧାନର ପରିମାଣ ବହୁତ ମାତ୍ରାରେ ଖରାପ ଥିଲେ ତାହା ଗ୍ରହଣ କରାଯିବ ନାହିଁ ବୋଲି … Read more