ରାସନ କାର୍ଡ଼ର e-KYC ର ଶେଷ ତାରିଖ ହେଲା ଜାନୁଆରୀ ୩୧ ?

ରାସନ କାର୍ଡ଼ର e-KYC ର ଶେଷ ତାରିଖ ହେଲା ଜାନୁଆରୀ ୩୧ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଜାନୁଆରୀ ୩୧ ସୁଦ୍ଧା e- KYC ନକଲେ କଟିଯିବ ରାସନ କାର୍ଡ । ଏବେବି ୪୯ ଲକ୍ଷ୍ୟ ହିତାଧିକାରୀ e- KYC କରିନଥିବା ସୁଚନା ମିଳିଛି । e- KYC ପ୍ରକ୍ରିୟା ସାରିବା ଦ୍ୱାରା ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ ।ବାହାର ରାଜ୍ୟରେ ଯେଉଁ ଲୋକମାନେ ରହି କାମ କରୁଛନ୍ତି … Read more

ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପୟ୍ୟାୟ ଟଙ୍କା ଜାନୁଆରୀ ମାସରେ ୧୫ ତାରିଖରେ ମିଳିବ ?

ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପୟ୍ୟାୟ ଟଙ୍କା ଜାନୁଆରୀ ମାସରେ ୧୫ ତାରିଖ ପରେ ମହିଳା ମାନଙ୍କୁ ପ୍ରଦାନ କରାଯିବ। ଚତୁର୍ଥ ପୟ୍ୟାୟରେ ବାକି ରହିଥିବା ପ୍ରାୟ ସମସ୍ତ ମହିଳା ମାନଙ୍କୁ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଯଦି କୌଣସି ମହିଳା ଚତୁର୍ଥ ପୟ୍ୟାୟ କିସ୍ତିରେ ବଂଚିତ ରୁହନ୍ତି ପୁଣି ଗାଁର ଯୋଗ୍ୟ ମହିଳା ମାନେ ସୁଭଦ୍ରା ଯୋଜନା ଆବେଦନ ନ କରିବା ପର୍ଯ୍ୟନ୍ତ ପୁଣି ଥରେ ଚାଲିବ ପାଞ୍ଜିକରଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ … Read more

ଚାଷୀଙ୍କ ଫସଲ ଖେୟ କ୍ଷ୍ୟତି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ?

ଚାଷୀଙ୍କ ଫସଲ ଖେୟ କ୍ଷ୍ୟତି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅଦିନିଆ ବର୍ଷାରେ ଖେୟ କ୍ଷ୍ୟତି କୁ ନେଇ କ୍ଷ୍ୟତି ରୂପେ ଘୋଷଣା କଲେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | କ୍ଷତି ହେଇଥିବା ଚାଷୀମାନଙ୍କର ସମସ୍ତଙ୍କ କ୍ଷତି ପୂରଣ କରାଯିବ | ଏବଂ ଯେଉଁ ଚାଷୀମାନଙ୍କର ଫସଲ ୩୦% ରୁ ଅଧିକ ଖେୟ କ୍ଷତି ହୋଇଥିବା ସେମାନଙ୍କୁ କ୍ଷତି ପୁରଣ ମିଳିବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ | ଫସଲ … Read more

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ୍ୟ ଘୋଷଣା କଲେ ସରକାର ?

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ୍ୟ ଘୋଷଣା କଲେ ସରକାର |ନୂଆ ବର୍ଷରେ ଲାଗୁ ହେବାକୁ ଯାଉଛି ସରକାରଙ୍କ ଗୋଟେ ନୂଆ ଯୋଜନା ଆୟୁଷ୍ମାନ ଭାରତ ଯୋଜନା | ଆସନ୍ତା ଫେବୃଆରୀ ମାସରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା | ସାରକରଙ୍କ ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ୍ୟ ଏବଂ ତାଙ୍କର ମାଗଣା ଚିକିର୍ଷା ର ସୁବିଧା ବ୍ୟବସ୍ତା କରାଯାଇଛି | କେବେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ? ୨୦୨୫ … Read more

ବର୍ଷାରେ ଫସଲ ଖେୟ କ୍ଷତି କୁ ନେଇ ଚାଷୀଙ୍କ ନିକଟରେ ପହଁଚିଲେ ପୃବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ବର୍ଷାରେ ଫସଲ ଖେୟ କ୍ଷତି କୁ ନେଇ ଚାଷୀଙ୍କ ନିକଟରେ ପହଁଚିଲେ ପୃବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଚାଷୀଙ୍କ ଏକର ଏକର ଫସଲ ଲଘୁଚାପ ବରଷାରେ ସବୁ ନଷ୍ଟ ହୋଇଥିଲା ଏବଂ ସମସ୍ତ ଚାଷୀ ଋଣ ଭାରରେ ବୁଡି ଅଛନ୍ତି | ଫସଲ ଖେୟ ଖ୍ୟତି କୁ ନେଇ ବାଲିକୁଦାର ଜଣେ ଚାଷୀ ମୁର୍ତ୍ୟୁ ବରଣ କରିଛନ୍ତି | ନବୀନ ପଟ୍ଟନାୟକ ମୁର୍ତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଛନ୍ତି | ନବୀନ … Read more

ରାଜ୍ୟର ସମସ୍ତ ଜିଲ୍ଲାରେ ଦିନକୁ ଦିନ ବଢିବ ଶୀତ ?

ରାଜ୍ୟରେ ବଢିବ ଶୀତ। ରାଜ୍ୟରେ ଦିନକୁ ଦିନ ଶୀତର ପ୍ରଭାବ ଦେଖିବାକୁ ମିଳିଛି ନୂଆବର୍ଷରୁ ପାରଦ ଖସିବ ଏବଂ ପ୍ରବଳ ଶୀତ ଦେଖିବାକୁ ମିଳିବ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ବଢିବ ଏବଂ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଭାଗ ସୂଚନା ମିଳିଛି । ଆଜିଠୁ କଳାହାଣ୍ଡି , କନ୍ଧମାଳ, ସମ୍ବଲପୁର , ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର , ସୋନପୁର , ମୟୁରଭଞ୍ଜ ଆଦି … Read more

୨୦୨୫ ମସିହାରେ ୩ ଥର ମିଳିବ ସୁଭଦ୍ରା ଟଙ୍କା |

୨୦୨୫ ମସିହାରେ ୩ ଥର ମିଳିବ ସୁଭଦ୍ରା ଟଙ୍କା | ଜାନୁଆରୀ ପ୍ରଥମ ସପ୍ତାହରେ ସମ୍ପୂର୍ଣ ସର୍ଭେ ସରିବା ପରେ ଏବଂ ମାର୍ଚ୍ଚ ମାସ ୮ ତାରିଖରେ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା | ଏହା ୨୦୨୫ ମସିହାରେ ପ୍ରାୟ ୩ ଥର ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ୩୦ ତାରିଖ ସୁଦ୍ଧା ପ୍ରାୟ ସବୁ ଫିଲଡ ରିପୋର୍ଟ ସରିଯିବ ଏବଂ କେହି … Read more

ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ |

ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ | ଗତକାଲି ୯୨ ବର୍ଷ ବୟଷରେ ମନମୋହନ ସିଂହ ମୁର୍ତ୍ୟୁ ବରଣ କରିଛନ୍ତି | ନିଶ୍ୱାସ ନେବାବେଳେ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା ମେଡିକାଲରେ ତାଙ୍କ ମୁର୍ତ୍ୟୁ ଘଟିଛି | ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ ସିଂହ | ୨୦୦୪ ମସିହାରୁ ୨ ଥର ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ଦେଶରେ ଶୋକର ଛାୟା ଖେଳିଯାଇଛି … Read more

ଏବେ ପ୍ରତ୍ୟକ ମାସ ମିଳିବ ରାସନ ଚାଉଳ |

ନୂଆ ବର୍ଷରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି | ପ୍ରତି ତିନି ମାସରେ ରାସନ କାର୍ଡ ବ୍ୟକ୍ତି ମାନଙ୍କୁ ଗୋଟିଏ ଥର ଚାଉଳ ଦେବା କାର୍ଯ୍ୟ ପ୍ରଦାନ କରାଯାଉଥିଲା | ଏବଂ ମାଗଣାରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିଲା | ନିୟମ ବଦଳାଇ ଆସନ୍ତା ବର୍ଷରେ ପ୍ରତ୍ୟକ ମାସରେ ସମସ୍ତ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର କହିଛନ୍ତି | କଣ ପାଇଁ ସରକାର ତିନି ମାସକୁ ଥରେ ଚାଉଳ … Read more

ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ

ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ ଜୟପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଭୟାନକ ବିସ୍ପୋରଣ ଘଟିଥିଲା | ଗ୍ୟାସ ଗାଡି ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି | ଦୃଘଟଣାରେ ୪୦ ରୁ ଅଧିକ ଲୋକ ଆହତ ହେବ ସହ ୫ ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଛନ୍ତି | ଦୃଘଟଣାଟି କେମିତି ଘଟିଲା ଘଟଣାଟି ରାଜସ୍ଥାନର ଜୟପୁର ଅଂଚଳର ହୋଇଥିଲା ଦୃଘଟଣାଟି … Read more