ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକପଟର ଦ୍ଵାରା ପୁରୀକୁ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିର ନିକଟକୁ ଆସିଲେ ଏବଂ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଏବଂ ଦର୍ଶନ ସାରି ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ରେ ଯୋଗଦେବେ ଏବଂ ଅପରାହ୍ନ ରେ ପୁରୀ ର ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯେପରି ପୁରୀରେ … Read more

ଦାଦନ ଖଟିବାକୁ ଯାଇ ଜୀବନ ଯାଉଛି…

ଓଡ଼ିଶାର ବହୁତ ଲୋକ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଉଛନ୍ତି ଅନେକ ଲୋକଙ୍କର ଘର ଭାଙ୍ଗି ନଷ୍ଟ ହେଇଯାଇଛି କାହାର ବାପା ତ କାହାର ପୁଅ କିଏ ସ୍ୱମୀ କୁ ହରାଉ ଛନ୍ତି | ସରକାର ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ନିଜ ଘରର ଅସୁବିଧା ଯୋଗୁ ବହୁତ ଲୋକ ଦାଦନ ଖଟିବାକୁ ଯାଇ ଫେରିବି ପାରନ୍ତିନି ନିଜ ଘର ଲୋକଙ୍କ ମୁହଁରେ ଟିକେ ଦାନା ଦବା ପାଇଁ କିଏ ତାମିଲନାଡୁ ଯାଉଛି ତା କିଏ ସୁରଟ … Read more