ବାୟମାଟ୍ରିକ ସାହାଯ୍ୟରେ ପୁଣି ଥରେ ସୁଭଦ୍ରା ଯୋଜନାରେ ବାକି ରହି ଯାଇଥିବା Account କୁ ପଇସା ପଠାଯିବ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆପଣ ଯଦି ସୁଭଦ୍ରା ଟଙ୍କାରୁ ବଂଚିତ ଅଛନ୍ତି ତାହାଲେ ଆଜି ଅଭିଯୋଗ କରନ୍ତୁ ବର୍ତମାନ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ସମସ୍ତ ଯାଞ୍ଚ କରିସାରିଲା ପରେ ଚତୃର୍ଥ ପ୍ରକ୍ରିୟା ଆରମ୍ଭ କରାଯିବ ଯେଉଁ ମହିଳା ମାନେ ସୁଭଦ୍ରା ଯୋଜନା କାର୍ଯ୍ୟ OTP ମାଧ୍ୟମରେ କରିଛନ୍ତି କିଛି ଭୁଲ ରହିଥିବାରୁ ଆଗକୁ ପ୍ରକଳ୍ପ କରିହେଉ ନାହିଁ ପ୍ରଭାତୀ ପରିଡା ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତ ଯୋଗ୍ୟ ହିତା ଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରାଯିବ କୋଟିଏରୁ ଅଧିକ ଲୋକ ଶୁଭଦ୍ରା ଯୋଜନା ଆବେଦନ କରୁଛନ୍ତି ତାଙ୍କ ମଧ୍ୟ୍ୟରୁ ୮୦,୨୯,୦୦୦ ମହିଳାଙ୍କ ପାଖରେi ସୁଭଦ୍ରା ଯୋଜନା ପହଁଚି ସାରିଲାଣି ।
କିଭଳି ଭାବରେ ପାଇବେ ସୁଭଦ୍ରା ଯୋଜନା ଟଙ୍କା (ବାୟମାଟ୍ରିକ ସାହାଯ୍ୟରେ ସୁଭଦ୍ରା ଯୋଜନାରେ ବାକି ରହି ଯାଇଥିବା ପଇସା Account କୁ ପଠାଯିବ)
ଏହି ପର୍ଯାୟରେ ସମସ୍ତଙ୍କୁ ସୁଭଦ୍ରା ଯୋଜନା ପ୍ରଦାନ କରାଯିବ ବୋଲି କହିଛନ୍ତି ଯେଉଁ ମାନେ ସୁଭଦ୍ରା ଯୋଜନାରୁ ବଂଚିତ ଅଛନ୍ତି ସେମାନେ ଅଙ୍ଗନବାଡି କର୍ମଚାରୀ ଗାଁ ସରପଞ୍ଚ , ଏବଂ ବ୍ଲକ ଯାଇ ଅଭିଯୋଗ କରନ୍ତୁ ଏବେ ସମସ୍ତ ଗାଁରେ ଫିଲଡ ଭେରିଫିକେସନ କାର୍ଯ୍ୟ ଚାଲୁଅଛି ଯେଉଁମାନେ ଓଟିପି ମାଧ୍ୟମରେ କରିଛନ୍ତି କିଛି ତ୍ରୁଟି ରହିଥିବାରୁ ସୁଭଦ୍ରା ଯୋଜନା ଆସିନାହିଁ ଏବେ ସେମାନେ ବାୟମାଟ୍ରିକ ସାହାଯ୍ୟରେ ପୁଣି ଥରେ ଏଣ୍ଟ୍ରି କରନ୍ତୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଦିଆଯିବାର କାର୍ଯ୍ୟ ଜାରି ଅଛି…