ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଦାନକୋଟ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ? 4

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଦାନକୋଟ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି । ଗତକାଲି ରାତିରେ ଦାନକୋଟ ନିକଟରେ ଥିବା ଏକ ଗଭୀର ଖାଲ ଭିତରେ ଗୋଟିଏ ସ୍କୁଟି ୧୦୦ ମିଟର ଗଭୀର ଘାଟିରେ ଖସି ପଡିଥିବା ସୂଚନା ମିଳୁଛି । ଘାଟି ଅତ୍ୟନ୍ତ ଗଭୀର ହୋଇଥିବାରୁ ୩ ଜଣ ଖାଲରେପଡି ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ସ୍କୁଟିରେ ତିନି ଜଣ ବ୍ୟକ୍ତି ଯାତ୍ରା କରୁଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି । ମୃତକମାନେ ସ୍ଥାନୀୟ ବାସିନ୍ଦାର … Read more