ଦୁଇ ଯୁବକଙ୍କୁ ଖୁଣ୍ଟାରେ ବାନ୍ଧି ନିସ୍ତୁକ ପିଟିଲେ ?
ଦୁଇ ଯୁବକଙ୍କୁ ଖୁଣ୍ଟାରେ ବାନ୍ଧି ନିସ୍ତୁକ ପିଟିଲେ | ଘଟଣାଟି ବଲାଙ୍ଗୀରି ଅଞ୍ଚଳର ଚଟୁଅନକା ପଞ୍ଚାୟତ ସାବିତପଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପ୍ରେମ ସମ୍ପର୍କକୁ ନେଇ ଝିଅ ଘର ଲୋକ ୨ ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳୁଛି | ଏକ ବିବାହିତା ମହିଳାଙ୍କୁ ପ୍ରେମ କରିବା ଦ୍ୱାରା ଦୁଇ ଯୁବକ ମାଡ଼ ଖାଇଛନ୍ତି | ଯୁବକ ଜଣକ ତାଙ୍କ ସାଙ୍ଗ ସହିତ ମହିଳା ଜଣକ ଘରକୁ ଯାଇଥିଲେ … Read more