୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ?
୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଜି ବଜେଟ ଅଧିବେଶନ କାର୍ଯ୍ୟକ୍ରମ ଚାଲୁଅଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଗୁଡିକ କିପରି କାର୍ଯ୍ୟରତ କାରହବା ସେହି ସବୁ ବିଷୟରେ ଆଜି ବିଧାନସଭାରେ କହିଛନ୍ତି | ବଜେଟ ଗୁଡିକ ହଉଛି ଶିକ୍ଷା ବିଭାଗ କାର୍ଯ୍ୟ ଉନତି କରିବା ପାଇଁ ୩୬୫୫ କୋଟି ଟଙ୍କାର ପ୍ରସ୍ତାବ କରାଯାଇଛି , କୃଷି କଲ୍ୟାଣ ବିଭାଗ ଆଗକୁ ନେବା ପାଇଁ ୩୭ ହଜାର ୮୦୦ କୋଟି … Read more