ଭାରତର ଜଣେ ଯବାନକୁ ପାକିସ୍ତାନ ୨୧ ଦିନ ପରେ ଛାଡିଲା ?

Screenshot 2025 05 14 194250

ଭାରତର ଜଣେ ଯବାନକୁ ପାକିସ୍ତାନ ୨୧ ଦିନ ପରେ ଛାଡିଲା | ଭାରତର ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ପାକିସ୍ତାନ ୨୧ ଦିନ ପରେ ଛାଡ଼ିଥିବା ସୂଚନା ମିଳୁଛି | ଭାରତର ଯବାନ ଜଣକ ଭୁଲବସତ ସୀମା ଅତିକ୍ରମ କରିଥିଲେ ୨୩ ତାରିଖରୁ ପାକିସ୍ତାନ ସେନା ଅଟକ ରଖିଥିଲେ | ହେଲେ ଏବେ ଭାରତର ଯବାନ ଜଣଙ୍କୁ ପାକିସ୍ତାନ ଛାଡିଥିବା ସୂଚନା ମିଳୁଛି | ଯବାନ ଜଣକ ଭୁଲବସତ ସୀମା ଅତିକ୍ରମ କରିଥିଲେ | ପାକିସ୍ତାନ ଯବାନ ମାନେ ଏହାର … Read more