ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ମୂର୍ତ ?
ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ମୂର୍ତ | ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ବହୁ ମାତ୍ରାରେ ମାଓବାଦୀ ଲୁଚିରହିଥିଲେ ଛତିଶଗଡ଼ ପୋଲିସ ମାଓବାଦୀ ଲୁଚିରହିଥିବା ସୂଚନା ପାଇଥିଲା ଓ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବାପରେ ଗୁଳି ଫୁଟିବା ଆରମ୍ଭ ହୋଇଥିଲା | ୩୧ ଜଣ ମାଓବାଦୀ କୁ ମାରିଛନ୍ତି ଭାରତର ଯବାନମାନେ | ପୋଲିସ ୩୧ ଜଣ ମାଓବାଦୀ ମୂର୍ତ ଦେହ ପାଇବାରେ ସଫଳ ହୋଇଛି ଏବେବି ପୋଲିସଙ୍କ ତଦନ୍ତ କାର୍ଯ୍ୟ ଚାଲିଅଛି | ଭାରତର … Read more