ଗତ ୫ ବର୍ଷ ଭିତରେ ୭୨ ଜଣ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ?

Screenshot 2025 03 10 145433

ଗତ ୫ ବର୍ଷ ଭିତରେ ୭୨ ଜଣ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା | ୫ ବର୍ଷରେ ସରକାରୀ ଓ ବେସରକରୀ ସ୍କୁଲରେ ପାଠପଢୁଥିବା ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି । ଛାତ୍ରଛାତ୍ରୀ ମାନେ ବିଭିନ୍ନ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି । ଗତ ୫ ବର୍ଷ ଭିତରେ ୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟିକା ସୋଫିଆ ଫର୍ଦ୍ଦୋଶ । ସୋଫିଆ ଫର୍ଦ୍ଦୋଶ ପ୍ରଶ୍ନର ଉତ୍ତର … Read more