ବସ ଧକାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବସ ଧକାରେ ୩ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନିକଟରେ ତିନି ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଛନ୍ତି ତିନି ଜଣ ବାଇକରେ ଆସୁଥିବାବେଳେ ବସ ଧକାରେ ମୁର୍ତ୍ୟୁ ବରଣ କରିଛନ୍ତି । ଘଟଣା ସ୍ଥଳରେ ଭୟଙ୍କର ଦୃଘଟଣା ହେତୁ ଜଣକର ମୁର୍ତ୍ୟୁ ଘଟଣା ସ୍ଥଳରେ ହୋଇଥିଲା ଏବଂ ଆଉ ୨ଜଣ ବ୍ୟକ୍ତି ଅଧିକ ଗୁରୁତର ହୋଇ ଯାଇଥିଲେ ସେଠାକାର ସ୍ଥାନୀୟ ବାସିନ୍ଧା ୨ ଜଣ ଗୁରୁତର ବ୍ୟକ୍ତିଙ୍କୁ ପାଖ ମେଡିକାଲକୁ … Read more