ଆଜି ହଉଛି ପ୍ରୟାଗରାଜ ମହାକୁମ୍ଭର ଶେଷ ଦିନ ?

Screenshot 2025 02 26 203455

ଆଜି ହଉଛି ପ୍ରୟାଗରାଜ ମହାକୁମ୍ଭର ଶେଷ ଦିନ । ଆଜି ମହା ଶିବରାତ୍ରିରେ ମହାକୁମ୍ଭ ବୁଡ଼ପେକେଇବା ଅଭିଯାନ ସାରିବାକୁ ଯାଉଛି ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିଲା ପ୍ରୟାଗରାଜର ମହାକୁମ୍ଭର ବୁଡ଼ ପକେଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ପବିତ୍ର ମହା ଶିବରାତ୍ରିରେ କୋଟିଏ ରୁ ଅଧିକ ଲୋକ ମହାକୁମ୍ଭରେ ବୁଡ଼ ପକେଇଥିବା ସୂଚନା ମିଳୁଛି । ଲକ୍ଷ ଲକ୍ଷ ସାଧୁ ଏବଂ ଦେଶ ବିଦେଶେରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକେଇଥିବା ସୂଚନା … Read more