ଆଜି ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ ?
ଆଜି ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ | ଏବର୍ଷ ଦ୍ୱାଦଶ ଛାତ୍ରଛାତ୍ରୀ ମାନେ ୮୮.୩୯% ପିଲା ପାସ କରିଥିବା ସୂଚନା ମିଳୁଛି | ଏଥର ମଧ୍ୟ୍ୟ ଛାତ୍ର ମାନଙ୍କଠୁ ଅଧିକ ଛାତ୍ରୀ ପାସ କରିଥିବା ସୂଚନା ମିଳୁଛି | ଦେଶରେ ଛାତ୍ରୀ ମାନଙ୍କର ପାସ୍ହାର ୯୧.୬୪% ରହିଥିବା ବେଳେ | ଛତ୍ର ମାନଙ୍କ ପାସହାର ୮୫.୭୦% ରହିଥିବା ଜଣାପଡିଛି | ଛାତ୍ରୀ ମାନେ ଛାତ୍ର ମାନଙ୍କଠୁ ବହୁତ ଭଲ ପଦର୍ଶନ କରିଥିବା ସୂଚନା ମିଳୁଛି | … Read more